Latest Odisha News

BREAKING NEWS

Yearly Archives

2022

ପାଲେଷ୍ଟାଇନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ମୁକୁଳ ଆର୍ୟ୍ୟଙ୍କ ସନ୍ଦେହଜନକ ମୃତ୍ୟୁ

ନୂଆଦିଲ୍ଲୀ: ପାଲେଷ୍ଟାଇନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ମୁକୁଳ ଆର୍ୟ୍ୟଙ୍କ ମୃତ୍ୟୁ । ରମଲ୍ଲା ସ୍ଥିତ ଦୂତାବାସ ନିକଟର ତାଙ୍କର ମୃତ୍ୟୁ ହୋଇଥିଲା । ତେବେ କେମିତି ଓ କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା ଜଣା ପଡିନି । ୨୦୦୮ ବ୍ୟାଚ୍ ଆଇଏଫଏସ୍ ଅଫିସର ମୁକୁଲ ଆର୍ୟ୍ୟ । ପୂର୍ବରୁ କାବୁଲ ଓ…

ମଞ୍ଜୁ ରଥ କଂଗ୍ରେସର ବ୍ରହ୍ମପୁର ମହାନଗର ନିଗମ ମେୟର ପ୍ରାର୍ଥୀ

ବ୍ରହ୍ମପୁର: ପୌର ନିର୍ବାଚନ ତାତି ଜୋର ଧରିଛି । ବ୍ରହ୍ମପୁର ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ମଞ୍ଜୁ ରଥ ହେଲେ ବ୍ରହ୍ମପୁର ମହାନଗର ନିଗମ ପାଇଁ କଂଗ୍ରେସର ମେୟର ପ୍ରାର୍ଥୀ । ତାଙ୍କ ନାଁରେ ମୋହର ମାରିଛି କଂଗ୍ରେସ ନେତୃତ୍ୱ । ବ୍ରହ୍ମପୁର ମହାନଗର ନିଗମ ମେୟର…

ଗଛରେ ପିଟି ହେଲା ବରଯାତ୍ରୀ ଗାଡ଼ି: ୨ ମୃତ, ୫ ଗୁରୁତର

ସୋନପୁର: ଗଛରେ ପିଟି ହେଲା ବରଯାତ୍ରା ଗାଡ଼ି । ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଆହତ ହୋଇଛନ୍ତି ୫ ଜଣ । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ବଡ଼କର୍ଲେ ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି । ଭ୍ୟାନରେ ବରଯାତ୍ରୀ ବାହାଘର ଭୋଜିରେ ଯୋଗ ଦେଇ ଫେରିବା ବେଳେ…

ଭାଷା ଭାଗବତ : ଭାଷା ବଦଳୁଥାଏ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୪୭  ସ୍ଥାନ କାଳ ଓ ପାତ୍ର ଘେନି ଭାଷା ବଦଳୁଥାଏ ଜାଣି ତହିଁରେ ଖଂଜିଲେ ଔଚିତ୍ୟ ............ଖଞ୍ଜିଲେ ......... କେବେ ବି ହୁଏନାହିଁ ସତ୍ୟ ପିଲା , ବୁଢା ଓ ସୁଶିକ୍ଷିତ ସଭିଏଁ ପୋଷି ସମ ମତ କହିବେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୦୪ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶକ୍ତି ସ୍ୱରୂପିଣୀ ମା ଯୋଗମାୟାଙ୍କ ଉତ୍ପତି ରୂପକ ମହାରାତ୍ରି (ମହାଷ୍ଟମୀର ଅବସାନ ଘଟିଛି, ମା ଙ୍କ ମହାନବମୀ ସାରା ସଂସାରକୁ ନିଜର ମାତୃ ସୁଲଭ ଦେବୀ କଳାରେ…

କବିତା : କାହାଣୀ ପରି

ରାଜଲଷ୍ମୀ ସାମଲ  ଚାରିମହଲା ଛାତ ଉପରୁ ସେମାନଙ୍କୁ ଦେଖୁଥିଲି ଜଣେ ଥରୁଥିଲା ଶୀତରେ ଜଣେ ବର୍ଷୁଥିଲା ବର୍ଷାରେ ଆଉ ଜଣେ ଘୁମାଉ ଥିଲା ଅନ୍ଧାରରେ ମୋତେ ଦେଖି ସେମାନେ ହସିଲେ ସେଥିରେ ଥିଲା କିଛି ଘୃଣା, ଢେର ମିଛ, ଆଉ ମେଞ୍ଚେ କଟାକ୍ଷର ଫେଣ୍ଟାଫେଣ୍ଟି କାହାଣୀ । କାହାଣୀ ଗୁଡିଏ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୩୦)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୩୦ ଆରାଧ୍ୟା କ'ଣ କାନ୍ଦି ପକେଇବା ଉଚିତ! ନା କାନ୍ଦିବ କାହିଁକି? ତା' ସ୍ୱାମୀ ସାଧାରଣ ଲୋକ ନୁହେଁ ଯେ, ଏନି ଟାଇମ୍ ସ୍ତ୍ରୀ ପାଖରେ ନଙ୍ଗର ପଙ୍ଗର ହୋଉଥିବେ? ସେ ଜଣେ ସକ୍ସସେସ୍‌ଫୁଲ୍ ବିଜିନେସମ୍ୟାନ୍ । ତାଙ୍କ…

ଋଷର କ୍ଷେପଣାସ୍ତ୍ର ମାଡ଼ରେ ୟୁକ୍ରେନର ହାଭରଶୋଭକା ବିମାନବନ୍ଦର ନଷ୍ଟ

ଭୁବନେଶ୍ୱର: ଋଷ ପକ୍ଷରୁ ୟୁକ୍ରେନ ଉପରେ ଆକ୍ରମଣ ଜାରି ରହିଛି । ଆଜି ଋଷର କ୍ଷେପଣାସ୍ତ୍ର ମାଡ଼ରେ କେନ୍ଦ୍ରୀୟ ୟୁକ୍ରେନର ଭିନ୍ୟତସିଆରେ ଥିବା ହାଭରଶୋଭକା ବିମାନ ବନ୍ଦର ନଷ୍ଟ ହୋଇଛି । ଏନେଇ ୟୁକ୍ରେନର ରାଷ୍ଟପତି ଭୋଲଦିମିର ଜେନେଲକ୍ସି ସୂଚନା ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ୟୁକ୍ରେନ…

ଆନ୍ତର୍ଜାତୀୟ ପାରା ବ୍ୟାଡମିଂଟନ: ସ୍ୱର୍ଣ୍ଣ ପଦକ ପୋଛିନେଲେ ପ୍ରମୋଦ

ଭୁବନେଶ୍ୱର: ସ୍ପେନିଶ ପାରା ବ୍ୟାଡମିଂଟନରେ କମାଲ କରିଛନ୍ତି ଭାରତର ପ୍ରମୋଦ ଭଗତ । ସେ ସିଙ୍ଗଲ୍ସ, ଡବଲ୍ସ ଓ ମିକ୍ସଡ ଡବଲ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଡବଲ୍ସ ଫାଇନାଲରେ ପ୍ରମୋଦ ଓ ମନୋଜ ସର୍କାର ଯୋଡି ନିଜ ଦେଶର ସୁକାନ୍ତ କଦମ ଓ ନୀତେଶ କୁମାରଙ୍କୁ ୨୧-୧୯, ୧୧-୨୧ ଓ ୨୧-୧୧ରେ…

ରୁଷକୁ ବେଖାତିର କରି ଯୁଦ୍ଧ କ୍ଷେତ୍ରରେ ବିବାହ କଲେ ୟୁକ୍ରେନ ସେନାର ଦୁଇ ପ୍ରେମୀ !

କୀଭ: ଯୁଦ୍ଧର ଭୟ ପ୍ରେମକୁ ଅଟକାଇ ପାରି ନାହିଁ । ରୁଷିଆର ଘନ ଘନ ମିସାଇଲ ଆକ୍ରମଣକୁ ବେଖାତିର କରି ଆଜି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ୟୁକ୍ରେନ ସେନାର ଦୁଇ ପ୍ରେମୀ । ୟୁକ୍ରେନ ୧୧୨ ବ୍ରିଗେଡର ଲେସ୍ୟା ଏବଂ ଭାଲେରୀ ପରସ୍ପରକୁ ଭଲ ପାଉଥିଲେ । ଯୁଦ୍ଧ ଦିନକୁ ଦିନ ଭୟଙ୍କର ରୂପ ଧରୁଥିବାରୁ…