Latest Odisha News

BREAKING NEWS

Yearly Archives

2022

ସିଂଘମ ଏଗେନରେ ପୁନର୍ବାର ଏକତ୍ର ହେବେ ରୋହିତ-ଅଜୟ

ମୁମ୍ବାଇ: ରୋହିତ ଶେଟ୍ଟୀ ଓ ଅଜୟ ଦେବଗାନ ପୁନର୍ବାର ସିଂଘମ ଏଗେନରେ ଏକତ୍ର ହେବାକୁ ଯାଉଛନ୍ତି । ସିଂଘମ ଫ୍ରାଂଚାଇଜର ପ୍ରଥମ ୨ଟି ସଂସ୍କରଣ ସୁପରହିଟ ହେବା ପରେ ଦର୍ଶକଙ୍କ ଏହି ଫିଲ୍ମ ପ୍ରତି ବେଶ ଉତ୍କଣ୍ଠା ରହିଛି । ଭୋଲା ଫିଲ୍ମ ପରେ ଏହାର ଶୁଟିଂ ଆରମ୍ଭ ହେବ । ଅଜୟ ଭୋଲା ନେଇ ଏବଂ ରୋହିତ…

ଉଦ୍‌ଘାଟିତ ହେଲା ସୋନାପୁର ବେଳାଭୂମିରେ ଇକୋ ରିଟ୍ରେଟ୍

ବ୍ରହ୍ମପୁର: ଓଡିଶା ପର୍ଯ୍ୟଟନ ବିଭାଗର ପ୍ରୟାସ କ୍ରମେ ସୋନାପୁର ଠାରେ ଆରମ୍ଭ ହୋଇଛି ‘ଇକୋ ରିଟ୍ରେଟ୍’। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ମାଧ୍ୟମରେ ଗୁରୁବାର ପୂର୍ବାହ୍ନ ଏହାକୁ ଉଦ୍‌ଘାଟନ କରିଥିଲେ। ଆସନ୍ତା ୯୦ ଦିନ ଅର୍ଥାତ୍ ଫେବୃୟାରୀ ୨୦୨୩ ପର୍ଯ୍ୟନ୍ତ ଏହା ଚାଲୁ ରହିବ।…

ପୁରୀ ରେ ହସ୍ତତନ୍ତ ଓ ହସ୍ତଶିଳ୍ପ ମେଳା ଉଦଘାଟିତ

ପୁରୀ:ରାଜ୍ୟ ସରକାରଙ୍କ ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ ଦ୍ବାରା ସମ୍ବଲପୁରୀ ବସ୍ତ୍ରାଳୟ ପକ୍ଷରୁ ଏକ ହସ୍ତତନ୍ତ ଓ ହସ୍ତଶିଳ୍ପ ମେଳା  ପୁରୀ ସ୍ଥିତ ନୀଳାଚଳ ହାଟ ଠାରେ ଉଦଘାଟିତ ହୋଇଯାଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ବୁଣାକାର, କାରିଗରମାନଙ୍କ ଦ୍ୱାରା…

ବିସିସିଆଇ ଗଠନ କଲା ସିଏସି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଗୁରୁବାର କ୍ରିକେଟ ପରାମର୍ଶ ଦାତା କମିଟି (ସିଏସି) ଗଠନ କରିଛି । ୩ ସଦସ୍ୟ ବିଶିଷ୍ଟ ଏହି କମିଟିରେ ଅଶୋକ ମାଲହୋତ୍ରା, ଜତୀନ ପରଞ୍ଜାପେ ଓ ସୁଲକ୍ଷଣା ନାଇକ ରହିଛନ୍ତି । ମାଲହୋତ୍ରା ୭ଟି ଟେଷ୍ଟ ଓ ୨୦ଟି ଦିନିକିଆ ମ୍ୟାଚ ଓ ଜତୀନ ୪ଟି ଦିନିକିଆ…

ମନ୍ତ୍ରୀଙ୍କୁ ଧକ୍କା ମାରିବାକୁ ସାମ୍ବାଦିକାଙ୍କୁ ଖୋଲାଖୋଲି କହୁଛନ୍ତି ଧର୍ମେନ୍ଦ୍ର, ସିଇଓଙ୍କୁ ଫେରାଦ ହେଲା ବିଜେଡି

ଭୁବନେଶ୍ୱର: ହିଂସା ପାଇଁ ଉସୁକାଉଛନ୍ତି କେନ୍ଦ୍ର ମନ୍ତ୍ରୀ । ଖୋଲାଖୋଲି ଟିଭି ସାମ୍ବାଦିକାଙ୍କୁ କହୁଛନ୍ତି ମନ୍ତ୍ରୀଙ୍କୁ ଧକ୍କା ମାର । ଏଭଳି ଭିଡିଓ ଦୁଇ ଦିନ ହେବ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଯେଉଁଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଘରୋଇ ନ୍ୟୁଜ୍ ଚ୍ୟାନେଲର…

ଖଡଗେ ରାବଣ କହିବା ପରେ ମୋଦୀ ଦେଲେ ଜବାବ

ଅହମଦାବାଦ: ଗୁଜରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ନିର୍ବାଚନ ରାଲି କରୁଛନ୍ତି। ସେ ଗୁଜରାଟର କାଲୋଲରେ ଏକ ସାଧାରଣ ସଭାରେ ରାଲି କରି ସମ୍ବୋଧନ କରିଥିଲେ। ପ୍ରଧାନମନ୍ତ୍ରୀ…

ଶତ୍ରୁର ଡ୍ରୋନକୁ ଝାମ୍ପିନେବ ଭାରତୀୟ ସେନାର ଚିଲ

ନୂଆଦିଲ୍ଲୀ: ହିମାଳୟର ଆରପାରିରେ ଥିବା ଚୀନର ଡ୍ରୋନ ଭାରତକୁ ବିପଦ । ଏପରି ସ୍ଥିତିରେ ଭାରତୀୟ ସେନା ଶତ୍ରୁର ଡ୍ରୋନକୁ ମୁକାବିଲା କରିବାକୁ ଅଂଟା ଭିଡିଛି। ଏଥିପାଇଁ ଉଚ୍ଚ ଆକାଶରେ ଦଳଗତ ଭାବେ ଉଡୁ ବୁଲୁଖିବା ଇଗଲ ବା ଚିଲକୁ ପ୍ରଶିକ୍ଷଣ ଦେଇଛି ଭାରତୀୟ ସେନା। ଭାରତ ଓ ଆମେରିକା ମଧ୍ୟରେ…

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲା, ବନ୍ଧାହେଲେ କଲେଜ ଅଧ୍ୟକ୍ଷଙ୍କ ସହ ଅଧ୍ୟାପକ

ଭବାନୀପାଟଣା: ବହୁଚର୍ଚ୍ଚିତ ମମିତା ମେହେର ମାମଲାରେ ଆଉ ୨ ଜଣଙ୍କୁ ଗିରଫ କରିଛି ପୋଲିସ । ମହାଲିଙ୍ଗ +୨ କଲେଜ ଅଧ୍ୟକ୍ଷ ରଞ୍ଜିତ ସାହୁଙ୍କ ସହ ଅଧ୍ୟାପକ କୃତି ଚନ୍ଦନଙ୍କୁ କଣ୍ଟାବାଞ୍ଜି ପୋଲିସ ଗିରଫ କରିଛି । ସାକ୍ଷୀଙ୍କୁ ପ୍ରଭାବିତ କରିବା ଅଭିଯୋଗରେ ଉଭୟଙ୍କୁ ପୋଲିସ ଗିରଫ କରି କୋର୍ଟ…

କାର୍ତ୍ତିକ ଚନ୍ଦ୍ର ପ୍ରଧାନଙ୍କ ‘ଲୀଳାମୟ ନୀଳାଦ୍ରୀଶ’ ଉନ୍ମୋଚିତ

ପୁରୀ : ଶ୍ରୀଜଗନ୍ନାଥ ମନ୍ଦିରର ଇତିହାସ ସହ ଶ୍ରୀଜଗନ୍ନାଥ ସଂସ୍କୃତି ସମ୍ପର୍କିତ ତଥ୍ୟ ଓ ତତ୍ତ୍ଵ ଉପରେ ଆଧାରିତ କାର୍ତ୍ତିକ ଚନ୍ଦ୍ର ପ୍ରଧାନଙ୍କ ରଚିତ ଗବେଷଣାତ୍ମକ ପୁସ୍ତକ "ଲୀଳାମୟ ନୀଳାଦ୍ରୀଶ" ସିଂହଦ୍ବାର ସମ୍ମୁଖରେ ଉନ୍ମୋଚିତ ହୋଇଯାଇଛି । ସୁନାବେଶ, ଭଜନ ସମାରୋହ, ଶ୍ରୀଜଗନ୍ନାଥ ଧର୍ମ…