ହକି ବିଶ୍ୱକପ: ଆନ୍ଥେମ ସଙ୍ଗୀତର ନିର୍ଦ୍ଦେଶନା ଦେଲେ ପ୍ରେମ ଆନନ୍ଦ, ଗୀତ ଗାଇଛନ୍ତି ସୁଖବିନ୍ଦର ସିଂହ
ଭୁବନେଶ୍ୱର: ହକି ବିଶ୍ୱକପ୍ ଟ୍ରଫି ପାଇଁ ଏକ ଆନ୍ଥେମ ସଙ୍ଗୀତ ରେକର୍ଡିଂ ହୋଇଛି। ଏହି ଆନ୍ଥେମର ଶୀର୍ଷକ ରହିଛି, 'ଫିର ଗୁଞ୍ଜ ଉଠେ ଶଙ୍ଖନାଦ'। ଯାହାର ଓଡ଼ିଆ ଅର୍ଥ ପୁଣି ଥରେ ଗୁଞ୍ଜରଣ ହୋଇଛି ଶଙ୍ଖନାଦ। ହକି ଇଣ୍ଡିଆ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏହି ସ୍ୱତନ୍ତ୍ର ଗୀତରେ ଓଡ଼ିଶା ସଙ୍ଗୀତର…