Latest Odisha News

BREAKING NEWS

Yearly Archives

2022

ପୁଣି ମାସେ ବଢ଼ିଲା ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଅବଧି

କଟକ: ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଅବଧିକୁ ରାଜ୍ୟ ସରକାର ଆଉ ମାସକ ଲାଗି ବୃଦ୍ଧି କରିଛନ୍ତି । ଗାଡ଼ି ପଞ୍ଜିକରଣ ନମ୍ବରର ଶେଷ ଅଙ୍କ ୧, ୨, ୩ ଓ ୪ ଥିଲେ ନଭେମ୍ବର ୩୦ ସୁଦ୍ଧା HSRP ଲଗାଇବାକୁ ନିର୍ଦ୍ଦେଶନାମା ଥିଲା । ଏବେ ଅବଧି ଏକ ମାସ ବୃଦ୍ଧି ପରେ ଗାଡ଼ି ପଞ୍ଜିକରଣ…

ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟରେ ୯ ବିଭାଗରେ ପିଜି ଖୋଲିବାକୁ ଅନୁମତି

ବ୍ରହ୍ମପୁର: ଗଞ୍ଜାମ ଜିଲା ଛତ୍ରପୁର ଠାରେ ରହିଥିବା ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ନୂତନ ଭାବରେ ୯ଟି ବିଭାଗର ପିଜି ପାଠ୍ୟକ୍ରମ ଖୋଲିବାକୁ ଖୋଲିବାକୁ ଅନୁମତି ମିଳିଛି। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅନୁମତି ମିଳିଥିବା ବେଳେ ଏହାକୁ ନେଇ ଖୁସିର ମାହୋଲ ଦେଖାଯାଇଛି।…

‘ଲାଇଗର’ ପାଇଁ ଫଣ୍ଡିଂକୁ ନେଇ ଅଭିନେତା ବିଜୟ ଦେବରକୋଣ୍ଡାଙ୍କୁ ଇଡିର ଜେରା

ହାଇଦ୍ରାବାଦ: ଫିଲ୍ମ ‘ଲାଇଗର’ ପାଇଁ ବିଦେଶରୁ ଆସିଛି କି ଟଙ୍କା ? ବିଦେଶରୁ ଆସିଥିବା ଅର୍ଥର ଉତ୍ସକୁ ନେଇ ଖୋଳତାଡ଼ ଆରମ୍ଭ କରିଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଭିନେତା ବିଜୟ ଦେବରକୋଣ୍ଡାଙ୍କୁ ପଚରାଉଚରା କରିଛି । ସୂଚନା ଅନୁସାରେ, ବିଦେଶ ଫଣ୍ଡିରେ ଆଇନ୍ ଉଲ୍ଲଂଘନ ଅଭିଯୋଗରେ ଇଡି…

ଅଜଣା ଭାଇରସରେ ଆକ୍ରାନ୍ତ ହେଲେ ଇଂଲଣ୍ଡ କ୍ରିକେଟ ଖେଳାଳି

ଇସଲାମବାଦ: ପାକିସ୍ତାନ ଗସ୍ତରେ ଯାଇଥିବା ଇଂଲଣ୍ଡ କ୍ରିକେଟ ଦଳର ଅଧିକାଂଶ ଖେଳାଳି ଅଜଣା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ଗୁରୁବାର ଦୁଇ ଦେଶ ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହେବ । ଅଧିନାୟକ ବେନ ଷ୍ଟୋକ୍ସଙ୍କ ସମେତ ୧୪ଜଣ ସଦସ୍ୟଙ୍କୁ ହୋଟେଲରେ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି । ଜୋ…

ହନିଟ୍ରାପ୍ ମାମଲାରେ ଅର୍ଚ୍ଚନା ନାଗର ଜାମିନ୍ ଆବେଦନ ଖାରଜ କଲେ କୋର୍ଟ

ଭୁବନେଶ୍ୱର: ବ୍ଲାକମେଲିଂ ମାମଲାରେ ଗିରଫ ଅର୍ଚ୍ଚନା ନାଗର ଜାମିନ୍ ଆବେଦନ ଖାରଜ ହୋଇଛି । ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକମେଲିଂ ମାମଲାରେ କୋର୍ଟ ଅର୍ଚ୍ଚନା ନାଗର ଜାମିନ୍ ଆବେଦନକୁ ଖାରଜ କରିଛନ୍ତି । ଅକ୍ଷୟ ପରିଜାଙ୍କୁ, ଅର୍ଚ୍ଚନା ବ୍ଲାକମେଲ୍ କରିବା ନେଇ ନୟାପଲ୍ଲୀ ଥାନାରେ…

ବର୍ଷା ଯୋଗୁ ତୃତୀୟ ଦିନିକିଆ ବାତିଲ, ୧-୦ରେ ସିରିଜ ଜିତିଲା ନ୍ୟୁଜିଲାଣ୍ଡ

କ୍ରାଇଷ୍ଟଚର୍ଚ୍ଚ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଏଠାରେ ଖେଳା ଯାଇଥିବା ତୃତୀୟ ଦିନିକିଆ କ୍ରିକେଟ ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଯାଇଛି । ଫଳରେ ନ୍ୟୁଜିଲାଣ୍ଡ ୧-୦ ଗୋଲରେ ସିରିଜ ବିଜୟୀ ହୋଇଛି । ଟସ ହାରି ଭାରତ ପ୍ରଥମେ ବ୍ୟାଟିଂ କରି ୪୭.୩ ଓଭରରେ ୨୧୯ ରନ କରି ଅଲଆଉଟ ହୋଇ ଯାଇଥିଲା ।…

ନାବାଳିକାକୁ ଦୁଷ୍କର୍ମକାରୀଙ୍କଠାରୁ ବଞ୍ଚାଇବା ବଦଳରେ ସେହି ଦୁଷ୍କର୍ମରେ ସାମିଲ ହୋଇଗଲେ ପ୍ରଧାନଶିକ୍ଷକ

ନୂଆଦିଲ୍ଲୀ : ବିହାରର କୈମୁର ଗାଁରେ ଲଜ୍ୟାଜନକ ଘଟଣା ସାମ୍ନାକୁ ଆସିଛି  । ୧୪ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ । ନାବାଳିକା ଜଣକ ଶୌଚ ହେବାକୁ ଯାଉଥିବା ବେଳେ ୪ ଜଣ ଯୁବକ ଅପହରଣ କରି ଦୁଷ୍କର୍ମ କରିଛନ୍ତି । ଏଭଳି ଜଘନ୍ୟ କାଣ୍ଡ ଘଟୁଥିବା ଦେଖି ସେହି ଦୁଷ୍କର୍ମରେ ସାମିଲ ହୋଇଥିଲେ ଜଣେ…

କିଏ ହେବେ ଗଣତନ୍ତ୍ର ଦିବସରେ ଆମନ୍ତ୍ରିତ ଅତିଥି ? କେମିତି କରାଯାଏ ଚୟନ ?

ନୂଆଦିଲ୍ଲୀ:୨ ବର୍ଷର କୋଭିଡ କଟକଣା ପରେ ଏଥର ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥିଙ୍କୁ ଆମନ୍ତ୍ରଣ କରାଯିବ । ଏଥର ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ ମିସରର ରାଷ୍ଟ୍ରପତି ଅବଦେହ ଫତେହ ଅଲ ସିସି । ଭାରତର ଆମନ୍ତ୍ରଣକୁ ସେ ସ୍ୱୀକାର କରିଛନ୍ତି । ପ୍ରଥମେ ସେ ମିଶରର ପ୍ରତିରକ୍ଷା ମନ୍ତ୍ରୀ…

ପିଜ୍ଜା,ବର୍ଗର ଖାଉଛନ୍ତି କି ! ତେବେ ହୋଇଯାଆନ୍ତୁ ସାବଧାନ… କାରଣ ହାେଇପାରେ କ୍ୟାନ୍ସର

ଓଡ଼ିଶା ସମ୍ବାଦ ବ୍ୟୁରୋ : ଅନେକ ସମୟରେ ଆମେ ଘର ଖାଦ୍ୟ ନ ଖାଇ ବାହାର ଖାଦ୍ୟ ଖାଇଥାଆନ୍ତି  । ବିଶେଷ କରି ଯୁବପିଢ଼ି ମାନେ ଫାଷ୍ଟଫୁଡ ଖାଇବାକୁ ଅଧିକ ପସନ୍ଦ କରିଥାଆନ୍ତି  । ସେହିପରି କିଛି ବୟସ୍କ ଲୋକ ମଧ୍ୟ ଫାଷ୍ଟଫୁଡ ଖାଦ୍ୟ ପ୍ରତି ଆକୃଷ୍ଟ ହୋଇଥାନ୍ତି । ତେବେ ଫାଷ୍ଟଫୁଡ ଖାଦ୍ୟ ମଧ୍ୟରୁ…

ପରଲୋକରେ ସାହିତ୍ୟିକା ଗୀତା ହୋତା

ଭୁବନେଶ୍ବର : ବିଶିଷ୍ଟ ସାହିତ୍ୟିକା ତଥା ଲୋକପ୍ରିୟ ସାହିତ୍ୟ ପତ୍ରିକା ‘ଅମୃତାୟନ’ର ସମ୍ପାଦିକା ଗୀତା ହୋତାଙ୍କର ପରଲୋକ ଘଟିଛି। ତାଙ୍କର ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନସ୍ଥିତ ତାଙ୍କ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା।…