Latest Odisha News

BREAKING NEWS

Yearly Archives

2022

ଆଇପିଏଲ ୨୦୨୨: ଅହମ୍ମଦାବାଦ ଟିମ ସହିତ ଜଡିତ ହେଲେ ହାର୍ଦ୍ଦିକ, ରଶିଦ,ଶୁଭମନ

ଅହମ୍ମଦାବାଦ: ଇଣ୍ଡିଆନ ପ୍ରିମିୟର ଲିଗରେ ୨୦୨୨ ସଂସ୍କରଣରୁ ୨ଟି ନୂତନ ଟିମ ଜଡିତ ହେବେ । ମଙ୍ଗଳବାର ଅହମ୍ମଦାବାଦ ଟିମ ହାର୍ଦ୍ଦିକ ପାଣ୍ଡ୍ୟା, ରଶିଦ ଖାଁ ଓ ଶୁଭମନ ଗିଲଙ୍କୁ ଦଳରେ ସାମିଲ କରିଛି । ପୂର୍ବରୁ ଆଶୀଷ ନେହେରାଙ୍କୁ ମୁଖ୍ୟ କୋଚ, ବିକ୍ରମ ସୋଲାଙ୍କିଙ୍କୁ ଟିମ ଡାଇରେକ୍ଟର ଓ ଗ୍ୟାରୀ…

ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା କମ୍ ସହ ଅକ୍ସିଜେନର ଆବଶ୍ୟକତା ମଧ୍ୟ କମ ରହିଛି : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର :ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ପୁଣି ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା କମ ରହିଛି । ଜେନେରାଲ ବେଡ ୯ ପ୍ରତିଶତ, ଆଇସିୟୁ ବେଡ ୧୫ ପ୍ରତିଶତ , ଭେଣ୍ଟିଲେଟର ୫ ରୁ ୬ ପ୍ରତିଶତ ଥିବା ବେଳେ ପେଡିଆଟିକ…

ପୁଣି ଘୁଞ୍ଚିବ ‘ଲାଲ୍‌ ସିଂ ଚଡ୍ଡା’ର ରିଲିଜ ଡେଟ୍‌!

ନୂଆଦିଲ୍ଲୀ: ବଲିଉଡର ମିଷ୍ଟର ପରଫେକସନ୍‌ନିଷ୍ଟ ଅମିର ଖାନ ଏବଂ କରୀନା କପୁର ଖାନଙ୍କ ଅଭିନୀତ 'ଲାଲ ସିଂ ଚଡ୍ଡା' ଏପ୍ରିଲ ୧୪ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାର ଥିଲା। ତେବେ, ରିପୋର୍ଟ ଅନୁଯାୟୀ ନିର୍ମାତାମାନେ ପୁନର୍ବାର ରିଲିଜ୍ ତାରିଖ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି…

ପଞ୍ଜାବରେ ଆକ୍ସନ ମୋଡ୍‌ରେ ଇଡି; ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କୀୟଙ୍କ ଘରେ ଚଢଉ

ନୂଆଦିଲ୍ଲୀ: ମନି ଲଣ୍ଡରିଂ ଅଧୀନରେ ପଞ୍ଜାବର ବେଆଇନ ବାଲି ଖନନକାରୀ କମ୍ପାନୀ ବିରୋଧରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଚଢଉ କରିଛି। ଏଜେନ୍ସି ଦ୍ୱାରା ଚଢଉ କରାଯାଇଥିବା ଲୋକମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପଞ୍ଜାବ ସିଏମ୍ ଚରଣଜିତ୍ ସିଂ ଚନ୍ନିଙ୍କ ଭଣଜା ଭୁପିନ୍ଦର ସିଂ ହନି। ମଙ୍ଗଳବାର…

୧୮ ବର୍ଷ ପରେ ଅଲଗା ହେବେ ଧନୁଷ-ଐଶ୍ଚର୍ଯ୍ୟା

ଚେନ୍ନାଇ: ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରିର ସଫଳ ଯୋଡି ଧନୁଷ ଓ ସୁପରଷ୍ଟାର ରଜନୀକାନ୍ତ ଝିଅ ଐଶ୍ଚର୍ଯ୍ୟା ୧୮ ବର୍ଷ ପରେ ଅଲଗା ହେବାକୁ ଯାଉଛନ୍ତି । ଧନୁଷ ଏ ସମ୍ପର୍କରେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ଦୀର୍ଘ ଦିନ ଧରି ଆମେ ଏକତ୍ର ରହିଲୁ ଏବେ ରାସ୍ତା ଭିନ୍ନ ହୋଇ ଯାଉଥିବାରୁ…

ସରପଞ୍ଚ ପଦ ନିଲାମ ଘଟଣା : ସଂଧ୍ୟା ସୁଦ୍ଧା ତଦନ୍ତ ରିପୋର୍ଟ ଦାଖଲ ନିର୍ଦ୍ଦେଶ

ଭୁବନେଶ୍ୱର: ବଲାଙ୍ଗୀରରେ ସରପଞ୍ଚ ପଦ ପାଇଁ ନିଲାମ ଅଭିଯୋଗ ଘଟଣା । ଆଜି ତଦନ୍ତ ରିପୋର୍ଟ ଦେବେ ଜିଲ୍ଲାପାଳ । ଅଭିଯୋଗ ଆସିବା ପରେ ରାଜ୍ୟ ନିର୍ବାଚନ କମିଶନ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ନୋଟିସ୍ କରିଛନ୍ତି । ଘଟଣାର ବିଧିବଦ୍ଧ ତଦନ୍ତ କରି ଆଜି ସଂଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ…

ସାହାରାପଡ଼ା ସେକ୍ସନ ଅଞ୍ଚଳରେ ହାତୀପଲ ପଶି ନଷ୍ଟ କଲେ ପନିପରିବା

କେନ୍ଦୁଝର: ବଢ଼ୁଛି ହାତୀପଲଙ୍କ ଉପଦ୍ରବ । କେନ୍ଦୁଝର ଜିଲ୍ଲା ସାହାରାପଡ଼ା ସେକ୍ସନ ଅଞ୍ଚଳରେ ୭ଟିକିଆ ହାତୀପଲ ପଶିଛନ୍ତି । ବିଳମ୍ବିତ ରାତିରେ ହାତୀପଲ ଠାକୁରମୁଣ୍ଡା ରେଞ୍ଜରୁ ଆସି ସାହାରପଡ଼ା ସେକ୍ସନର ହିଞ୍ଜିଲିଗଡ଼ିଆ, କଣ୍ଟିଡ଼ିହି, ଚୁଆ ପାଣିଗାଁରେ ବ୍ୟାପକ ପନିପରିବା ଚାଷ୍ଟ ନଷ୍ଟ କରିଛନ୍ତି…

ଭିମ୍‌ସାରରେ ପୁଣି ୪ ଡାକ୍ତରଙ୍କ ସହ ୬ ଜଣ କର୍ମଚାରୀ କରୋନା ପଜିଟିଭ

ସମ୍ବଲପୁର : ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢୁଛି । ବୁର୍ଲା ଭିମ୍‌ସାର ମେଡିକାଲରେ ୪ ଜଣ ଡାକ୍ତର ଓ ୬ ଜଣ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ମେଡିକାଲ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି । ଅନ୍ୟପଟେ ୩ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ରାଜ୍ୟରେ ଏବେ…

କରୋନା କାଳରେ ବି ବଢିଛି ଦୁନିଆର ଶ୍ରେଷ୍ଠ ୧୦ ଧନୀ ବ୍ୟକ୍ତିଙ୍କ ସମ୍ପତ୍ତି

ନୂୂଆଦିଲ୍ଲୀ: ଆମର ସ୍ୱାସ୍ଥ୍ୟ ଏବଂ ଅର୍ଥନୈତିକ ଅବସ୍ଥା ଉପରେ କରୋନା ମହାମାରୀର ଗଭୀର ପ୍ରଭାବ ପଡିଛି। ଗତ ଦୁଇ ବର୍ଷ ଧରି ମହାମାରୀ କବଳରେ ବିଶ୍ବବାସୀ। କୋଭିଡ-୧୯ ସଂକ୍ରମଣ ସାରା ବିଶ୍ୱରେ ପ୍ରାୟ ୬ ନିୟୁତ ଲୋକଙ୍କ ଜୀବନ ନେଇସାରିଲାଣି। ହଜାର ହଜାର ଲୋକ ଚାକିରି ହରାଇଛନ୍ତି। ଅନେକ ଦେଶର…

ପୋଲିସ-ମାଓବାଦୀ ମୁହାଁମୁହିଁ , ୨ ହାର୍ଡକୋର ମାଓବାଦୀ ମୃତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୋଲିସ-ମାଓବାଦୀ ମୁହାଁମୁହିଁ । ଗୁଳିମାଡରେ ୨ ହାର୍ଡକୋର ମାଓବାଦୀ ମୃତ । ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ଏସ.ଏଲ.ଆର ବନ୍ଧୁକ, ଏଲ.ଏମ.ଜି ଭଳି ଅତ୍ୟାଧୁନିକ ବନ୍ଧୁକ ଜବତ । ବିଜାପୁର ଜିଲ୍ଲାର…