Latest Odisha News

BREAKING NEWS

Yearly Archives

2022

ପରଲୋକରେ ପଦ୍ମଶ୍ରୀ ଶାନ୍ତି ଦେବୀ

ରାୟଗଡ଼ା: ପରଲୋକରେ ବର୍ଷିୟାନ ସମାଜସେବୀ ତଥା ଗାନ୍ଧିବାଦୀ ନେତ୍ରୀ ପଦ୍ମଶ୍ରୀ ଶାନ୍ତି ଦେବୀ । ମୃତ୍ୟୁବେଳକୁ ତାଙ୍କୁ ୮୮ବର୍ଷ ହୋଇଥିଲା । ଗୁଣୁପୁରସ୍ଥିତ ବାସଭବନରେ ବିଳମ୍ବିତ ରାତିରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି । ଶାନ୍ତିଦେବୀଙ୍କ ଅବଦାନ କେବଳ ରାୟଗଡ଼ାରେ ସୀମିତ ନଥିଲା, ତାଙ୍କର…

ରାଜ୍ୟରେ ୧୦ ହଜାର ୪୮୯ଜଣ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ଭିତରେ ୧୦ ହଜାର ୪୮୯ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୬ହଜାର ୮୨ଜଣ ଓ ସ୍ଥାନୀୟ ସଂକ୍ରମଣରୁ ୪ହଜାର ୪୦୭ଜଣ ଜଣ ସଂକ୍ରମିତ ହୋଇଥିଲେ । ୧୮ବର୍ଷରୁ କମ୍ ବୟସ ମଧ୍ୟରେ ୯୮୨ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ…

ଦେଶରେ ୨.୫୮ ଲକ୍ଷ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୫୮,୦୮୯ଟି ନୂଆ କରୋନା ମାମଲା ରେକର୍ଡ କରାଯାଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି। ଏପର୍ଯ୍ୟନ୍ତ ଦେଶରେ ୮,୨୦୯ଟି ଓମିକ୍ରନ୍ ମାମଲା ଚିହ୍ନଟ ହୋଇଛି। ଯାହା ପୂର୍ବ ଦିନ ଅପେକ୍ଷା ୬.୦୨% ବୃଦ୍ଧି ହୋଇଛି। ପଜିଟିଭିଟି…

ଆଜି ଓଡ଼ିଶା ଆସୁଛି ଓମିସିଓର କିଟ୍

ଭୁବନେଶ୍ୱର: ଆଜି ଓଡ଼ିଶା ଆସୁଛି ଓମିସିଓର କିଟ୍ । ପ୍ରଥମ ପର୍ଯ୍ୟାୟରେ କିଛି ପରିମାଣର କିଟ୍ ଆସିବ । ଏହି କିଟ୍ ଦ୍ୱାରା ଶୀଘ୍ର ଓମିକ୍ରନ ଭୂତାଣୁ ଚିହ୍ନଟ ହୋଇପାରିବ । ଏହା ଦ୍ୱାରା ଜିନମ ସିକ୍ୱେନ୍ସର ଆବଶ୍ୟକତା ପଡ଼ିବନି । ଟାଟା ମେଡ଼ିକାଲ ଆଣ୍ଡ ଡ଼ାଇଗ୍ନୋଷ୍ଟିକ୍ ଏହି କିଟକୁ ତିଆରି କରିଛି ।…

କଥକ ନୃତ୍ୟଶିଳ୍ପୀ ବିର୍‌ଜୁ ମହାରାଜଙ୍କ ପରଲୋକ

ନୂଆଦିଲ୍ଲୀ: କଥକ ନୃତ୍ୟ ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ ବିର୍‌ଜୁ ମହାରାଜଙ୍କ ରବିବାର ବିଳମ୍ବିତ ରାତିରେ ଦେହାନ୍ତ ହୋଇଛି। ହୃଦଘାତ ହେତୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା। ରବିବାର ବିଳମ୍ବିତ ରାତିରେ ସେ ତାଙ୍କ ନାତିଙ୍କ ସହ…

ଖସୁଛି ପାରଦ ବଢ଼ୁଛି ଶୀତ, ଘନ କୁହୁଡ଼ି ନେଇ ପୂର୍ବାନୁମାନ

ଭୁବନେଶ୍ୱର: ବଢ଼ୁଛି ଶୀତ, କମୁଛି ପାରଦ । ରାଜ୍ୟର କିଛି ସ୍ଥାନରେ ଶୀତ ହୋଇପାରେ । ଆସନ୍ତା ୩ ଦିନ ଯାଏଁ ପାରଦ କମିବ ଓ ଶୀତ ବଢ଼ିବ । ୩ରୁ ୪ ଡ଼ିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିପାରେ । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଓଡ଼ିଶା ଉପରେ କୌଣସି ପ୍ରଭାବ…

ଶିକ୍ଷାର ବିକାଶ ହିଁ ପ୍ରଗତିର ମାଧ୍ୟମ

ଭୁବନେଶ୍ବର : ପ୍ରମୁଖ ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସ ପକ୍ଷରୁ ସ୍ଥାନୀୟ ଏକ ହୋଟେଲରେ ଶିକ୍ଷାବିତ ନିଶାମଣି ଷଡ଼ଙ୍ଗୀଙ୍କ "ଓଡ଼ିଶାରେ ଶିକ୍ଷା ଓ ବିକାଶଧାରା" ପୁସ୍ତକ ଉନ୍ମୋଚତ ହୋଇଯାଇଛି । ପ୍ରକାଶନ ସଂସ୍ଥାର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏହି ସଭାରେ ହରପ୍ରସାଦ…

ରଘୁନାଥ ପଣ୍ଡା ହେଲେ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ନୂତନ ଅଧ୍ୟକ୍ଷ

ଭୁବନେଶ୍ୱର : ସାରସ୍ୱତ ମଞ୍ଚ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଦ୍ୱାରା ନୂତନ କାର୍ଯ୍ୟକାରିଣୀ ଗଠିତ ହୋଇଯାଇଛି। ନୂତନ କାର୍ଯ୍ୟକାରିଣୀରେ ରଘୁନାଥ ପଣ୍ଡା ଅଧ୍ୟକ୍ଷ, ଅଭୟ କୁମାର ନାୟକ ସ୍ମରପ୍ରିୟା ମିଶ୍ର ଉପାଧ୍ୟକ୍ଷ, ସନ୍ତୋଷ କୁମାର ମହାପାତ୍ର ସାଧାରଣ ସମ୍ପାଦକ ସଙ୍ଗଠନ ସମ୍ପାଦକ, ନାରାୟଣ…

ଭାଷା ଭାଗବତ : ଭାଷା ଘଟ, ଜ୍ଞାନ ଜଳ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୩ ଭାଷା ଘଟରେ ଜ୍ଞାନ ଜଳ ନିର୍ଗୁଣ ତରଳ ନିର୍ମଳ ଭାଷା ତ ଥାଏ ଭଳି ଭଳି ଜ୍ଞାନର ନାହିଁ ରୂପାବଳି ଯଦି ଘଟରେ ଜଳ ନାହିଁ କିଏ ବା ଲୋଡ଼ିବ କିପାଇଁ ? ଘଟରେ ଥାଏ ଯେଉଁ ଜଳ ତାହା ତ ସର୍ଦଦା ନିଶ୍ଚଳ ଜଳକୁ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ :  ୬୦  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥ କେବଳ ସମନ୍ୱୟର ବିଗ୍ରହ ନୁହନ୍ତି । ସେ ସମନ୍ୱୟର ଅଥଳ ସାଗର, ମତ, ପଥ, ଧର୍ମ, ଧାରଣା, ସିଦ୍ଧାନ୍ତ, ସଂସ୍କୃତି, ସମ୍ପ୍ରଦାୟ, ଇତ୍ୟାଦି ସମସ୍ତ ଧାରା ସେ…