Latest Odisha News

BREAKING NEWS

Yearly Archives

2022

ରାଜଧାନୀରେ ଲାଗୁ ହେବନି ଲକ୍‌ଡାଉନ୍‌

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଙ୍ଗଳବାର କହିଛନ୍ତି ଯେ ଦିଲ୍ଲୀରେ କୌଣସି ଲକ୍‌ଡାଉନ୍‌ ଲାଗୁ ହେବ ନାହିଁ। ସେ କହିଛନ୍ତି ଯେ "ବ୍ୟସ୍ତ ହୁଅନ୍ତୁ ନାହିଁ, ଆମେ ଲକଡାଉନ୍ ଲଗାଇବୁ ନାହିଁ। ଗତ କିଛି ଦିନ ମଧ୍ୟରେ ସହରରେ ପ୍ରାୟ ୨୨,୦୦୦ କୋଭିଡ୍‌-୧୯ ମାମଲା…

ମକର ସଂକ୍ରାନ୍ତି ଏବଂ ପୋଙ୍ଗାଲ ପାଇଁ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ୱର : ମକର ସଂକ୍ରାନ୍ତି ଓ ପୋଙ୍ଗାଲ ପାଇଁ ରାଜ୍ୟ ସରକାର ଗାଇଡ ଲାଇନ ଜାରି କରିଛନ୍ତି । ମକର ସଂକ୍ରାନ୍ତିରେ ସମୁଦ୍ର କୂଳ ,ଘାଟ ଏବଂ ପୋଖରୀ ନିକଟରେ ଗହଳି ମନା କରାଯାଇଛି । ମକର ମେଳା ଆୟୋଜନ କରାଯାଇ ପାରିବ ନାହିଁ । ମକର ସଂକ୍ରାନ୍ତି ଏବଂ ପୋଙ୍ଗଲରେ ସମସ୍ତ ଧାର୍ମିକ ସ୍ଥାନ ଏବଂ…

ଲକ୍‌ଡାଉନ୍‌ ଭୟରେ ପୁଣି ଘର ମୁହାଁ ପ୍ରବାସୀ ଶ୍ରମିକ

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆର ସମେତ ସମଗ୍ର ଦେଶରେ କରୋନା ସଂକ୍ରମଣର ଦ୍ରୁତ ଗତିରେ ବୃଦ୍ଧି ପାଇବା ପରେ ପୁଣି ଥରେ ଲକ୍‌ଡାଉନ୍‌ ଲାଗୁ ହେବା ନେଇ ଆଶଙ୍କା କରାଯାଉଛି। ଲକଡାଉନ୍ ଆଶଙ୍କାରେ ପ୍ରବାସୀ ଶ୍ରମିକମାନେ ପୁଣି ଥରେ ସ୍ଥାନାନ୍ତରଣ କରିବା ଆରମ୍ଭ କରିଛନ୍ତି। ସ୍ଥାନାନ୍ତରଣର ପ୍ରଥମ ଦୃଶ୍ୟ…

ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ : ସୁର ରାଉତରାୟ

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନକୁ ନେଇ ପ୍ରତିକ୍ରିୟା ରଖିଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । ଏନେଇ ନିର୍ବାଚନ କମିଶନର ,ସରକାରଙ୍କୁ ଅଭିନନ୍ଦନ ଜଣାଇଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । କ୍ୟାଣ୍ଡଟ ମାନେ ୫ ଜଣ ସମର୍ଥକଙ୍କୁ ନେଇ ପ୍ରଚାର କରିବେ । ନୋଟ୍ ବାଣ୍ଟିବା ବନ୍ଦ କରନ୍ତୁ ,…

ରାଜଧାନୀରେ ମାଞ୍ଜା ସୂତା ଲାଗି ୩ଜଣ ଆହତ, ପୋଲିସର ତନାଘନା ଆରମ୍ଭ

ଭୁବନେଶ୍ୱର: ପୁଣି ମାଞ୍ଜା ସୂତା ଲାଗି ଘଟିଛି ଅଘଟଣ । ରାଜଧାନୀ ଡ଼ୁମଡ଼ୁମା ପାଲା ମଣ୍ଡପ ଛକରେ ଘଟିଛି ଘଟଣା । ମାଞ୍ଜା ସୁତା ଲାଗି ୩ଜଣ ଆହତ ହୋଇଛନ୍ତି । କିଛି ଯୁବକ ଗୁଡ଼ି ଉଡ଼ାଉଥିବାବେଳେ ଗୁଡ଼ିର ପ୍ଲାଷ୍ଟିକ ସୂତା ଲାଗି ଯିବାରୁ ୨ଜଣଙ୍କ ହାତ ଓ ବେକରେ ଆଘାତ ହୋଇଛି । ଜଣଙ୍କ ବେକରେ ସୂତା…

ଅକ୍ଷୟ କୁମାରଙ୍କ ସହ ସ୍କ୍ରିନ୍‌ ସେୟାର୍‌ କରିବେ ସମନ୍ଥା!

ନୂଆଦିଲ୍ଲୀ: ନିକଟରେ ଦକ୍ଷିଣୀ ନାୟିକା ସମନ୍ଥା ତାଙ୍କ ସ୍ୱାମୀ ନାଗା ଚୌତନ୍ୟଙ୍କ ବୈବାହିକ ବିଚ୍ଛେଦକୁ ନେଇ ବେଶ୍‌ ଚର୍ଚ୍ଚା ହୋଇଥିଲା। ବର୍ତ୍ତମାନ ସମନ୍ଥା ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ସହ ସ୍କ୍ରିନ ସେୟାର୍‌ କରିବେ ବୋଲି ସୂଚନା ମିଳିଛି। ଦୁଃଖର ବିଷୟ ହେଉଛି ସେମାନଙ୍କୁ…

ହୋମ୍‌ ଆଇସୋଲେସନ୍‌ରେ ଥିବା କରୋନା ରୋଗୀଙ୍କ ଲାଗି ଆରମ୍ଭ ହେବ ଯୋଗ କ୍ଲାସ

ନୂଆଦିଲ୍ଲୀ: ଦିଲ୍ଲୀରେ, କରୋନା ସଂକ୍ରମିତ ରୋଗୀଙ୍କ ପାଇଁ ନୂଆ ବ୍ୟବସ୍ଥା ଆରମ୍ଭ କରିଛନ୍ତି ଦିଲ୍ଲୀ ସରକାର। ସେମାନଙ୍କ ଲାଗି ହୋମ୍‌ କ୍ବାରେଣ୍ଟାଇନ୍‌ରେ ରହିବା ସମୟରେ ସ୍ୱତନ୍ତ୍ର ଯୋଗ ଏବଂ ପ୍ରାଣାୟାମର ବ୍ୟବସ୍ଥା କରାଯିବ। ଏଥିପାଇଁ ରୋଗୀମାନଙ୍କୁ ଏକ ଲିଙ୍କ୍ ପଠାଯିବ, ଯେଉଁଥିରେ ସେମାନେ…

ଶାହାରୁଖ୍ ଖାନଙ୍କ ମନ୍ନତକୁ ବୋମାରେ ଉଡାଇଦେବାକୁ ଧମକ ଦେଇଥିବା ଅଭିଯୁକ୍ତ ଗିରଫ

ମୁମ୍ବାଇ : ଶାହାରୁଖ ଖାନଙ୍କ ବଙ୍ଗଳା ମନ୍ନତକୁ ବୋମାରେ ଉଡାଇଦେଇଥିବା ବ୍ୟକ୍ତି ଗିରଫ । ଏହି ମାମଲାରେ ମଧ୍ୟପ୍ରଦେଶ ପୋଲିସ ଅଭିଯୁକ୍ତ ଯୁବକକୁ ଜବଲପୁରରୁ ଗିରଫ କରିଛି । ଆତଙ୍କବାଦୀ ଆକ୍ରମଣ ଓ ବାମୋ ବିସ୍ପୋରଣ କରିବା ଧମକ ଦେଇଥିବା ଯୁବକଙ୍କୁ ପୋଲିସ ଗିରଫ କରିଛି । ସୂଚନା ଅନୁସାରେ…

ବିନିକା ରେଞ୍ଜରେ ୨୫ଟିକିଆ ହାତୀପଲଙ୍କ ଉପଦ୍ରବ

ସୁବର୍ଣ୍ଣପୁର: ଗାଁ ମୁହାଁ ହେଉଛନ୍ତି ହାତୀପଲ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ରେଞ୍ଜରେ ୨୫ଟିକିଆ ହାତୀପଲ ଉପଦ୍ରବ କରୁଛନ୍ତି । ଗାଁରେ ପଶି ଫସଲ ନଷ୍ଟ କରିବା ସହ ଖଳା ବାଡ଼ିରେ ଥିବା ଧାନ ନଷ୍ଟ କରୁଛନ୍ତି । ଏହାଦ୍ୱାରା ଚାଷୀମାନେ ବ୍ୟାପକ କ୍ଷତି ସହୁଛନ୍ତି । ଏପଟେ ବନ ବିଭାଗ ହାତୀପଲଙ୍କୁ…

ମକର ସଂକ୍ରାନ୍ତିରେ ଶ୍ରଦ୍ଧାଳୁଙ୍କୁ ‘ଗଙ୍ଗା ସ୍ନାନ’ ମନା

ନୂଆଦିଲ୍ଲୀ: ମକର ସଂକ୍ରାନ୍ତି ଅବସରରେ ଶ୍ରଦ୍ଧାଳୁମାନେ ଗଙ୍ଗା ନଦୀରେ ପବିତ୍ର ବୁଡ଼ ପକାଇପାରିବେ ନାହିଁ। ଏ ନେଇ ହରିଦ୍ୱାର ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରିଛି। କରୋନା ରୋଗର ତୃତୀୟ ତରଙ୍ଗ ତଥା ଓମିକ୍ରନ୍‌କୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ନିର୍ଦ୍ଦେଶ…