Latest Odisha News

BREAKING NEWS

Yearly Archives

2022

ପାୱାରଙ୍କ ବଡ ଘୋଷଣା : ସମାଜବାଦୀ ପାର୍ଟି ସହ ମିଶି ୟୁପି ନିର୍ବାଚନ ଲଢ଼ିବ ଏନସିପି

ଲକ୍ଷ୍ନୌ: ଏନସିପି ମୁଖ୍ୟ ଶରଦ ପାୱାର ଉତରପ୍ରଦେଶ ନିର୍ବାଚନରେ ସମାଜବାଦୀ ପାର୍ଟି ସହ ମିଶି ଲଢ଼ିବେ ବୋଲି ଘୋଷଣା କରିଛନ୍ତି । ଅଖିଳେଶ ଯାଦବଙ୍କ ପାର୍ଟି ସହ ଗଠବନ୍ଧନ କରି ଆମେ ରାଜ୍ୟରୁ ବିଜେପିକୁ ହଟାଇବୁ ବୋଲି ସେ କହିଛନ୍ତି । ସ୍ୱାମୀ ପ୍ରସାଦ ମୌର୍ଯ୍ୟ ବିଜେପି ଛାଡି ଏସପିରେ ଯୋଗ ଦେବା…

ଚନ୍ଦନପୁରରୁ ୧୬୫ଗ୍ରାମ ବ୍ରାଉନସୁଗାର ଜବତ, ଦୁଇ ଗିରଫ

ପୁରୀ: ପୁରୀ ପୋଲିସକୁ ମିଳିଛି ବଡ଼ ସଫଳତା । ଚନ୍ଦନପୁରରୁ ୧୬୫ ଗ୍ରାମ ବ୍ରାଉନସୁଗାର ଜବତ କରିଛି ପୋଲିସ । ଏହାସହ ୭ହଜାର ୫୬୦ ନଗଦ ଟଙ୍କା, ଦୁଇଟି ମୋବାଇଲ, ଗୋଟିଏ ବାଇକ ଜବତ କରାଯାଇଛି । ଘଟଣାରେ ଦୁଇଜଣଙ୍କୁ ପୋଲିସ ଗିରଫ କରିଛି । ଜବତ ବ୍ରାଉନସୁଗାରର ମୂଲ୍ୟ ୧୬ ଲକ୍ଷ ୫୦ହଜାର ଟଙ୍କା ।…

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ ଆଇପିଏଲର ଦାମୀ ଖେଳାଳି

କେପଟାଉନ: ଆଇପିଏଲର ଦାମୀ ଖେଳାଳି ତଥା ଦକ୍ଷିଣ ଆଫ୍ରିକାର ଅଲରାଉଣ୍ଡର କ୍ରିସ ମୋରିସ ଆଜି ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଆଇପିଏଲର ୨୦୨୧ ସଂସ୍କରଣରେ ରାଜସ୍ଥାନ ରୟାଲ୍ସ ଆଶ୍ଚର୍ଯ୍ୟଜନକ ଭାବେ ମୋରିସଙ୍କୁ ୧୬.୨୫ କୋଟି ଟଙ୍କାରେ କ୍ରୟ କରିଥିଲା । ସେ ଫେଜ ୧ରେ ଭଲ…

ଚିତ୍ରକଳା ମାଧ୍ୟମରେ ମିହିର ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଚିତ୍ରଶିଳ୍ପୀ ସୂର୍ଯ୍ୟକାନ୍ତ

ଭୁବନେଶ୍ୱର : ବର୍ଷିୟାନ ଓଲିଉଡ ଅଭିନେତା ମିହିର ଦାସଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲରେ ମିହିର ଦାସଙ୍କ ପରଲୋକ ହୋଇଛି । ୬୩ ବର୍ଷ ବୟସରେ ମିହିର ଦାସଙ୍କ ପରଲୋକ ହୋଇଛି । । ମିହର ଦାସଙ୍କ ବିୟୋଗରେ ଚିତ୍ରଶିଳ୍ପୀ ସୂର୍ଯ୍ୟକାନ୍ତ ମିହିର ଦାସଙ୍କୁ ଚିତ୍ରକଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି…

ବ୍ରିଜ ତଳୁ ଡ଼ାକ୍ତରୀ ଛାତ୍ରଙ୍କ ମୃତଦେହ ଉଦ୍ଧାର

କଟକ: କଟକ ମଧୁସୂଦନ ବ୍ରିଜ୍ ତଳୁ ଡ଼ାକ୍ତରୀ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଛାତ୍ର ଜଣକ ହେଲେ ଏସସିବି ମେଡ଼ିକାଲ କଲେଜରେ ପିଜି ଶେଷବର୍ଷ ଛାତ୍ର । ମୃତ ଛାତ୍ର ବ୍ରହ୍ମପୁର ଅଞ୍ଚଳର ଜଗମୋହନ ସେଠୀ ବୋଲି ଜଣାପଡ଼ିଛି । ଗତକାଲିଠାରୁ ସେ ନିଖୋଜ ଥିଲେ । ବ୍ରିଜ ଉପରେ ଗତକାଲିଠୁ ତାଙ୍କର…

ୱାଶିଂଟନ ସୁନ୍ଦର କରୋନା ସଂକ୍ରମିତ, ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆରେ ଖେଳି ନ ପାରନ୍ତି

କେପଟାଉନ: ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ୱାଶିଂଟନ ସୁନ୍ଦରଙ୍କ କୋଭିଡ ୧୯ ରିପୋର୍ଟ ପଜିଟିଭ ଆସିଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ କ୍ରିକେଟ ସିରିଜ ପାଇଁ ତାଙ୍କୁ ୧୮ ଜଣିଆ ଭାରତୀୟ ଦଳରେ ସାମିଲ କରାଯାଇଥିଲା । ସେ ସଂକ୍ରମିତ ହେବା ପରେ ଦିନିକିଆ ସିରିଜ ଖେଳିବା ନେଇ ସନ୍ଦେହ…

ସୋମବାର ୫୦ ହଜାର ୫୭୫ଜଣ ନେଇଥିଲେ ପ୍ରିକସନ ଡ଼ୋଜ୍

ଭୁବନେଶ୍ୱର: ରାଜ୍ୟରେ ଜାରି ହୋଇଛି ପ୍ରିକସନ ଟିକାକରଣ । ସୋମବାର ରାଜ୍ୟରେ ୫୦ ହଜାର ୫୭୫ଜଣ ପ୍ରିକସନ ଡ଼ୋଜ୍ ନେଇଥିଲେ । ଏହା ମଧ୍ୟରେ ହେଲଥ କେୟାର ୱାର୍କର ୨୩ ହଜାର ୪୧୨ଜଣ ରହିଛନ୍ତି । ଏହା ଭିତରେ ହେଲଥ କେୟାର ୱାର୍କର ୨୩ ହଜାର ୪୧୨ଜଣ ରହିଛନ୍ତି । ସମ୍ମୁଖ ଯୋଦ୍ଧା ଅଛନ୍ତି ୬ହଜାର ୮୮୩ଜଣ…

ଆଇପିଏଲ ଟାଇଟଲ ସ୍ପନଶର ହେଲା ଟାଟା

ନୂଆଦିଲ୍ଲୀ: ଟାଟା କମ୍ପାନୀ ଆଇପିଏଲର ନୂତନ ଟାଇଟଲ ସ୍ପନଶର ହୋଇଛି । ମଙ୍ଗଳବାର ଚୀନର ଭିଭୋ କମ୍ପାନୀ ଏଥିରୁ ଓହରିଯିବା ପରେ ପରବର୍ତୀ ୨ଟି ସିଜନ ପାଇଁ ଟାଟାକୁ ଏହି ଅଧିକାର ପ୍ରଦାନ କରାଯାଇଛି । ଫଳରେ ଆଗାମୀ ସଂସ୍କରଣକୁ ଟାଟା ଆଇପିଏଲ କୁହାଯିବ । ୨୦୧୮ରେ ଭିଭୋ ବାର୍ଷିକ ୪୪୦ କୋଟି…

ତପସ୍ୱିନୀ-ସୁମିତ ବିବାଦ ମାମଲା , ହାଇକୋର୍ଟରେ ସୁମିତ୍

କଟକ : ବ୍ରହ୍ମପୁର ଚର୍ଚ୍ଚିତ ତପସ୍ୱିନୀ ସୁମିତ୍ ବିବାଦ ମାମଲା । ଏହି ମାମଲା ଏବେ ହାଇକୋର୍ଟରେ ପହଁଞ୍ଚିଛି ।ସୁମିତ୍ ବ୍ରହ୍ମପୁର ଜିଲ୍ଲା ଦୌରା ଜଜଙ୍କ ନିର୍ଦ୍ଦେଶ ବିରୋଧରେ ହାଇକୋର୍ଟରେ ଅପିଲ କରିଛନ୍ତି ।ଗତ ୨୦ ତାରିଖ ରାତିରେ ୩୦ରୁ ଅଧିକ ମହିଳା ସୁମିତଙ୍କ ବ୍ରହ୍ମାନଗର ଘର ଗେଟ ଭାଙ୍ଗି…

ପରଲୋକରେ ଅଭିନେତା ମିହିର ଦାସ

ଭୁବନେଶ୍ୱର : ପରଲୋକରେ ଅଭିନେତା ମିହିରି ଦାସ । ଓଡିଆ ସିନେ ଜଗତର ଲୋକପ୍ରିୟ ଅଭିନେତାଙ୍କ ପରଲୋକ ହୋଇଛି । ମିହିରି ଦାସ ଦୀର୍ଘ ଦିନ ଧରି କିଡନୀ ରୋଗରେ ପିଡିତ ଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ହୋଇଥିଲା ।…