ଚନ୍ଦ୍ରମୂଖୀ ୨ରେ କଙ୍ଗନା ହେବେ ଭୂତୁଣୀ
ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କଙ୍ଗନା ରାନାୱତ ବହୁ ଚର୍ଚ୍ଚିତ ଚନ୍ଦ୍ରମୂଖୀ୨ରେ ଅଭିନୟ କରିବେ । ସେ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏହି ସୂଚନା ଦେଇଛନ୍ତି । ଫିଲ୍ମର ନିର୍ଦ୍ଦେଶନା ପି ବସୁ ଦେବେ । କଙ୍ଗନାଙ୍କ ଅପୋଜିଟରେ ତାମିଲ ଅଭିନେତା ରାଘବ ଳରେନ୍ସ ଅଭିନୟ କରିବେ । ରାଘବ…