Latest Odisha News

BREAKING NEWS

Yearly Archives

2022

ଗୁଜରାଟର ନିଆରା ଗାଁ; ୧୯୮୩ରୁ ଗାଁରେ ଦଳ ଓ ପ୍ରଚାର ଉପରେ ଲାଗିଛି ରୋକ୍

ଗୁଜରାଟ: ଗୁଜରାଟରେ ଏପରି ଗାଁ ରହିଛି ଯେଉଁଠି ୧୯୮୩ ପରେ ହେଉନି ନିର୍ବାଚନୀ ପ୍ରଚାର । କୌଣସି ରାଜନୈତିକ ଦଳ ଓ ଦଳୀୟ ପ୍ରଚାରକୁ ବ୍ୟାନ କରାଯାଇଛି ଏଠାରେ। ଏମିତିକି ଭୋଟ୍ ପାଇଁ ହୋଇଛି କଡ଼ା ନିୟମ । ରାଜକୋଟସ୍ଥିତ ଏହି ଗାଁର ନାଁ ହେଉଛି ସମାଧିୟାଲା । ଯଦି କେହି ଭୋଟ୍ ନଦିଅନ୍ତି, ତେବେ…

ଗ୍ୟାଙ୍ଗଷ୍ଟର ଲିଙ୍କ୍ ସନ୍ଦେହରେ ଦେଶର ୨୦ଟି ସ୍ଥାନରେ ଏନଆଇଏ ରେଡ୍

ନୂଆଦିଲ୍ଲୀ : ଗ୍ୟାଙ୍ଗଷ୍ଟର ଲରେନ୍ଲ ବିଶ୍ନୋଇ ଉପରେ ଏନଆଇଏ ଶିକୁଳି । ଗ୍ୟାଙ୍ଗଷ୍ଟର ଲରେନ୍ସକୁ ଜେରା କରିଛନ୍ତି ଏନଆଇଏ ଓ ଦିଲ୍ଲୀ ପୋଲିସ । ଏହାପରେ ଜଣାପଡିଛିଯେ ଅନେକ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଜେଲରେ ରହି ନିଜ ନେଟଓ୍ୱର୍କ ଜାରି ରଖିଛନ୍ତି । ତେଣୁ ପ୍ରାୟ ୬ଟି ଜିଲ୍ଲାର ମୋଟ ୨୦ଟି ଠିକଣାରେ…

ସ୍କୁଲ ଛାତ୍ରୀଙ୍କୁ ମାଗଣା ପ୍ୟାଡ୍ ପ୍ରଦାନ ନେଇ କେନ୍ଦ୍ର ଓ ରାଜ୍ୟମାନଙ୍କ ମତାମତ ଲୋଡ଼ିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସ୍କୁଲ ଛାତ୍ରୀଙ୍କ ମାସିକ ସମୟରେ ସ୍ୱଚ୍ଛତା ସମ୍ପର୍କୀତ ସମସ୍ୟାର ସମାଧାନ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ସେମାନଙ୍କୁ ସ୍କୁଲରେ ମାଗଣାରେ ପ୍ୟାଡ୍ ପ୍ରଦାନ, ସ୍ୱଚ୍ଛତା ସୁନିଶ୍ଚିତ କରିବା ପାଇଁ ସ୍କୁଲ ଗୁଡିକରେ ଖୁବଶୀଘ୍ର ଠୋସ୍ ବ୍ୟବସ୍ଥା ହେବାକୁ ଯାଉଛି । ମାସିକ,…

ବନ୍ଦ ହେବନି ପଦ୍ମପୁର, ପ୍ରଚାରରେ କମ୍ପିବ ମୈଦାନ୍

ପଦ୍ମପୁର: ଆଜି ବନ୍ଦ ହେବନି ପଦ୍ମପୁର । ବଣିକ ସଂଘ ଦେଇଥିଲା ୧୨ ଘଣ୍ଟିଆ ବନ୍ଦ ଡାକରା । ଗତକାଲି ସକାଳେ ୩ ବିଜେଡି ନେତାଙ୍କ ଘରେ ଆୟକର ଓ ସନ୍ଧ୍ୟାରେ ଜଣେ ବିଜେପି ବ୍ୟବସାୟୀଙ୍କ ଘରେ ଜିଏସଟି ରେଡ୍ ପ୍ରତିବାଦରେ ପଦ୍ମପୁର ବଣିକ ସଂଘ ବନ୍ଦ ଡାକରା ଦେଇଥିଲା । ଉପନିର୍ବାଚନ ପୂର୍ବରୁ ରେଡ୍…

କବିତା : କେବଳ ତୁମର

ଈଶ୍ୱରୀ  କର୍ତ୍ତବ୍ୟର ଦ୍ୱାହିରେ ମୁଁ ବାଣ୍ଟିଦେଲି ସୁନେଲି ଆୟୁଷ ବାଲ୍ୟ-ଚପଳତା ଭରା କୈଶୋରର ପ୍ରଗଳ୍ଭା ବୟସ।। ଜୀବନର ଅପରାହ୍ନେ ଇଛାପୂର୍ଣ୍ଣ ବାଞ୍ଛିତ ଯୌବନ ଅନୁଭବେ ତୋ ସାଥିରେ ପୁଷ୍ପରାଜି ପ୍ରୀତିର କାନନ।। କାମଦେବ ପଞ୍ଚପୁଷ୍ପ ଶରବିଦ୍ଧ ଶରୀର ଅଥୟେ ଭୂମିରୁ ଭୂମାକୁ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରର କ୍ଷେତ୍ରପାଳଙ୍କ ବିଷୟରେ ଆଲୋଚନା ଜାରି ରହିଛି। ଏହି ଶ୍ରୀକ୍ଷେତ୍ରପାଳ ମହାଦେବଙ୍କୁ ଅନେକ ଦର୍ଶନ କରିପାରନ୍ତି ନାହିଁ। ଏହାର ମୂଖ୍ୟ…

ଥାନାରେ ଏତଲା ଦେବାର କିଛି ସମୟ ପରେ ଉଦ୍ଧାର ହେଲେ ବିଜେପି ନେତା

ପଦ୍ମପୁର: ବନ୍ଧୁକ ମୁନରେ ଅପହୃତ ହୋଇଥିବା ବିଜେପି ନେତା ଦିଲ୍ଲୀପ କୁମାର ସେନାପତି ଉଦ୍ଧାର ହୋଇଥିବା ସୂଚନା। ଦିଲ୍ଲୀପ ସେନାପତିଙ୍କୁ ପୋଲିସ୍ ଉଦ୍ଧାର କରିଥିବା ସୂଚନା ରହିଛି। ଏ ନେଇ ବିଜେପି ନେତା ତେଜେଶ୍ୱର ପରିଡ଼ା ସୂଚନା ଦେଇଛନ୍ତି। ଆଜି ସଂଧ୍ୟାରେ ପଦ୍ମପୁର ନିର୍ବାଚନ ମଣ୍ଡଳୀ…

‘ଦ କଶ୍ମୀର ଫାଇଲ୍ସ’କୁ ପ୍ରୋପାଗଣ୍ଡା ଫିଲ୍ମ କହି ସମାଲୋଚନା କଲେ IFIFI ମୁଖ୍ୟ ବିଚାରକ

ଓଡ଼ିଶା ସମ୍ବାଦ ବ୍ୟୁରୋ: ୫୩ ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ଉଦଯାପନୀ ଉତ୍ସବରେ ଆଇଏଫଆଇଏଫଆଇ ବିଚାରକ ମଣ୍ଡଳୀର ମୁଖ୍ୟ ନଦାଭ ଲପିଡ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଦ କଶ୍ମୀର ଫାଇଲ୍ସ'କୁ ନେଇ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ…

ମୋର ଭାବମୂର୍ତ୍ତିକୁ ଖରାପ କରିବା ପାଇଁ ବିଜେପି କୋଟି କୋଟି ଟଙ୍କା ଖର୍ଚ୍ଚ କରିଛି: ରାହୁଲ

ଇନ୍ଦୋର: ମଧ୍ୟପ୍ରଦେଶ ଇନ୍ଦୋର ସହରରେ ରାହୁଲ ଗାନ୍ଧୀ ଭାରତ ଯୋଡୋ ଯାତ୍ରା ସମୟରେ ମିଡିଆର ପ୍ରଶ୍ନର ଉତ୍ତର ଦେଇଥିବା ବେଳେ ବିଜେପିକୁ ବାଣ ମାରିଛନ୍ତି। ରାହୁଲ ଅଭିଯୋଗ କରିଛନ୍ତି ଯେ ତାଙ୍କ ଭାବମୂର୍ତ୍ତିକୁ ଖରାପ କରିବା ପାଇଁ ବିଜେପି କୋଟି କୋଟି ଟଙ୍କା ଖର୍ଚ୍ଚ କରିଛି। ସୋମବାର, ଭାରତ…

ମୋଦୀଙ୍କୁ କଡ଼ା ଜବାବ ଦେଲେ ଖଡ଼ଗେ, କହିଲେ ସ୍ବାଧୀନତା ପାଇଁ ବିଜେପିର ଅବଦାନ କ’ଣ?

ଅହମଦାବାଦ: ଆତଙ୍କବାଦକୁ ନେଇ କଂଗ୍ରେସ ଭୋଟ ବ୍ୟାଙ୍କ ରାଜନୀତି କରୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିଯୋଗ କରିବାର ଦିନକ ପରେ କଂଗ୍ରସ ସଭାପତି ମଲ୍ଲିକାର୍ଜୁନ ଖଡଗେ ସୋମବାର କହିଛନ୍ତି ଯେ ଆତଙ୍କବାଦ ବିରୋଧରେ ଲଢ଼େଇରେ ତାଙ୍କ ଦଳ ଦୁଇ ପ୍ରଧାନମନ୍ତ୍ରୀଙ୍କୁ ବଳିଦାନ ଦେଇଛି।…