Latest Odisha News

BREAKING NEWS

Yearly Archives

2022

ଭାରତରେ ଶୂନ ଟଙ୍କିଆ ନୋଟ୍ !

ନୂଆଦିଲ୍ଲୀ: ଆମେ ଭାରତରେ ସାଧାରଣତଃ ରିଜର୍ବ ବ୍ୟାଙ୍କ ଦ୍ୱାରା ମୁଦ୍ରିତ ହୋଇଥିବା ୧ଟଙ୍କାରୁ ୨ହଜାର ଟଙ୍କା ପର୍ଯ୍ୟନ୍ତ ନୋଟଗୁଡ଼ିକୁ ବ୍ୟବହାର କରୁ। ହେଲେ ଆଶ୍ଚର୍ଯ୍ୟର କଥା ଆମ ଦେଶରେ ଶୂନ ଟଙ୍କିଆ ନୋଟ୍ ଛପା ଯାଇଥିଲା । ଶୂନ ଟଙ୍କିଆ ନୋଟ୍ କଥା ଶୁଣିଲେ ହୁଏତ ଆପଣ ଚକିତ ହୋଇପାରନ୍ତି କିନ୍ତୁ…

ପ୍ରେମ ଚୋପ୍ରା ଆଉ ପତ୍ନୀଙ୍କୁ କରୋନା

ମୁମ୍ବାଇ:ବଲିଉଡରେ କରୋନାରେ ତାର କାୟା ବିସ୍ତାର କରିବା ଆରମ୍ଭ କରିଛି । ଖ୍ୟାତନାମା ଖଳନାୟକ ଅଭିନେତା ପ୍ରେମ ଚୋପ୍ରା ଏବଂ ତାଙ୍କ ପତ୍ନୀ ଉମା ଚୋପ୍ରା କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ୨ଜଣଙ୍କୁ ଲୀଳାବତୀ ଡାକ୍ତରଖାନାରେ ଭର୍ତି କରାଯାଇଛି । ପୂର୍ବରୁ ଏକତା କାପୁର, ଜନ ଆବ୍ରାହାମ,…

ରାଉରକେଲା ଗିରଜାଟୋଲି ବସ୍ତିରୁ ଆରମ୍ଭ ହେଲା ଜାଗା ସମ୍ପର୍କ ଅଭିଯାନ

ରାଉରକେଲା : ରାଉରକେଲା ଗିରଜାଟୋଲି ବସ୍ତିରୁ ଆରମ୍ଭ ହେଲା ଜାଗା ସମ୍ପର୍କ ଅଭିଯାନ । 5Tଟି ଅନ୍ତର୍ଗତ ବସ୍ତି ବାସିନ୍ଦାଙ୍କ ପାଇଁ ଜାଗା ସମ୍ପର୍କ କାର୍ଯ୍ୟକ୍ରମ ରାଉରକେଲା ସହରର ଶକ୍ତି ନଗର ନିକଟ ଗିରଜାଟୋଲି ଏହି ଅଭିଯାନ ଆରମ୍ଭ ହୋଇଛି । ଏଣିକି ଗିରଜାଟୋଲି ବସ୍ତିକୁ ଆଉ ବସ୍ତି କୁହାନଯାଇ…

ବିପତ୍ତି ବଢ଼ାଉଛି ଓମିକ୍ରନ୍, ବିଶ୍ବରେ ବାତିଲ ହେଲାଣି ୪ ହଜାରରୁ ଅଧିକ ବିମାନ ଉଡ଼ାଣ

ନୂଆଦିଲ୍ଲୀ : ବିଶ୍ବରେ ବଢ଼ି ଚାଲିଛି ଓମିକ୍ରନ ବିପତ୍ତି । ଦିନକୁ ଦିନ ଆକ୍ରାନ୍ତ ସଂଖ୍ୟା ବଢୁଥିବା ବେଳେ, ବାଧାପ୍ରାପ୍ତ ହେବାରେ ଲାଗିଛି ଅନ୍ତର୍ଜାତୀୟ ବିମାନ ସେବା । ଭାଇରସ ପ୍ରଭାବରେ ଏପର୍ଯ୍ୟନ୍ତ ବିଶ୍ବରେ ବାତିଲ ହେଲାଣି ୪ ହଜାରରୁ ଅଧିକ ବିମାନର ଉଡ଼ାଣ । ବିଭିନ୍ନ ରାଷ୍ଟ୍ରର କଟକଣା…

ପୌର ନିର୍ବାଚନ ନେଇ ୱାର୍ଡ ସୀମା ପୁନଃ ନିର୍ଦ୍ଧାରଣ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର : ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ସଂରକ୍ଷଣ ପକ୍ରିୟା ଆରମ୍ଭ । ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ପାଇଁ ଦିଆଗଲା ନିର୍ଦ୍ଦେଶ । ସୀମା ପୁନଃନିର୍ଦ୍ଧାରଣ କରିବା ପାଇଁ ଜିଲ୍ଲାପାଳ ଓ ମ୍ୟୁନିସପାଲଟି କମିଶନରଙ୍କୁ ଚିଠି ଲେଖିଛନ୍ତି ପୌର ପ୍ରଶାସନ ନିିର୍ଦ୍ଦେଶକ । ଓବିସି ମାନଙ୍କ…

ସୁରକ୍ଷା କର୍ମୀଙ୍କ ଗୁଳିରେ ଟଳିଲା କୁଖ୍ୟାତ ଲଶ୍କର ଆତଙ୍କୀ ସଲୀମ

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି । ଲଶ୍ମର-ଇ-ତୋଇବାର କୁଖ୍ୟାତ ଆତଙ୍କବାଦୀ ସଲୀମ ପରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛି । କଶ୍ମୀର ପୋଲିସ ଆଇଜି ବିଜୟ କୁମାର ଏ ନେଇ ସୂଚନା ଦେଇଛନ୍ତି । ପାକିସ୍ତାନରେ ରହୁଥିବା ଏହି ଆତଙ୍କୀ ନିରୀହ ସାଧାରଣ ନାଗରିକଙ୍କୁ…

[ଭିଡ଼ିଓ] ନୂଆବର୍ଷରେ ରତ୍ନ ସିଂହାସନରେ ଚତୁର୍ଦ୍ଧା ମୂର୍ତ୍ତି ଦର୍ଶନ କଲେ ଶ୍ରଦ୍ଧାଳୁ

ପୁରୀ: ନୂଆବର୍ଷରେ କଟକଣା ପରେ ଆଜି ଦର୍ଶନ ଦେଲେ ମହାପ୍ରଭୁ । ରତ୍ନ ସିଂହାସନରେ ପ୍ରଭୁଙ୍କୁ ଦର୍ଶନ କରିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା। ମଙ୍ଗଳଆରତୀ ସରିବା ପରେ କଟକଣା ଭିତରେ ଶ୍ରଦ୍ଧାଳୁ ମାନେ ତିନିଦିଅଁଙ୍କୁ ଦର୍ଶନ କରିଥିଲେ । ତିନିଦିନର ବିରତି ପରେ ଆଜି ଦର୍ଶନ ପାଇଁ ଖୋଲିଛି…

ଖାଇବା ପ୍ଲେଟ୍‌ରୁ ବାହାରିଲା ମଲା ମୂଷା; କମ୍ପାନୀ ନାଁରେ ମାମଲା ରୁଜୁ

ନୂଆଦିଲ୍ଲୀ: ବିଶ୍ବର ବିଭିନ୍ନ ସ୍ଥାନରୁ ଖାଦ୍ୟ ସାମଗ୍ରୀକୁ ନେଇ ଅନେକ ବିଚିତ୍ର ଘଟଣା ସବୁ ଦେଖିବାକୁ ମିଳେ। ଏପରି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଠାରେ ଜଣେ ବ୍ୟକ୍ତିଙ୍କ ଖାଦ୍ୟ ପ୍ଲେଟରେ ଏକ ମଲା ମୂଷାର ଚର୍ମ ଦେଖିବାକୁ ମିଳିଥିବା ଖବର ସାମ୍‌ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ଏହି…

ଏନସିବିରୁ ସମୀରଙ୍କ ଛୁଟି, ଡିଆରଆଇକୁ ଫେରିଲେ

ନୂଆଦିଲ୍ଲୀ: ଏନସିବି ଅଧିକାରୀ ସମୀର ୱାଙ୍ଖେଡଙ୍କୁ ସୋମବାର ବଡ ଝଟକା ଲାଗିଛି । ଏନସିବି ତାଙ୍କ କାର୍ଯ୍ୟକାଳ ଆଉ ବୃଦ୍ଧି କରି ନାହିଁ । ୩୧ ଡିସେମ୍ବର ୨୦୨୧ରେ ତାଙ୍କ କାର୍ଯ୍ୟକାଳ ସମ୍ପୂର୍ଣ୍ଣ ହୋଇଛି । ସମୀର ପୂର୍ବ ଭଳି ଡିଆରଆଇକୁ ଫେରି ଯାଇଛନ୍ତି । ଏନସିବିକୁ ଆସିବା ପୂର୍ବରୁ ସମୀର ଏହି…

ନକଲି ସିମେଣ୍ଟ କାରଖାନା ଉପରେ ଚଢାଉ , ଜଣେ ଗିରଫ

କଟକ : ନକଲି ସିମେଣ୍ଟ କାରଖାନା ଠାବ । କଟକ ଜଗତପୁରର ଚମ୍ପତି ଗାଁ ନିକଟରୁ ନକଲି ସିମେଣ୍ଟ କାରଖାନା ଉପରେ ଚଢାଉ କରାଯାଇଛି । ମା ତାରିଣୀ କନଷ୍ଟ୍ରକସନ୍ ନାମକ ଏକ ଘରୋଇ କମ୍ପାନୀ ନକଲି ସିମେଣ୍ଟ କାରଖାନା ଦୀର୍ଘଦିନ ହେବ ଚଳାଉଥିଲେ । ଜଗତପୁର ପୋଲିସ କୌଣସି ସୁତ୍ରରୁ ଖବର ପାଇ ଚଢାଉ କରିଥିଲା…