Latest Odisha News

BREAKING NEWS

Yearly Archives

2022

ବନ୍ଧା ହେଲେ ଜଗତସିଂହପୁର ଡେପୁଟି କଲେକ୍ଟର, ଆୟଠୁ ଅଧିକ ୧୯୧% ସମ୍ପତ୍ତି ଠାବ

ଭୁବନେଶ୍ୱର: ଆୟଠୁ ଅଧିକ ୧୯୧ ପ୍ରତିଶତ ସମ୍ପତ୍ତି ଠାବ ପରେ ଭିଜିଲାନ୍ସ ଜଗତସିଂହପୁର ଡେପୁଟି କଲେକ୍ଟରଙ୍କୁ ଗିରଫ କରିଛି । ଡେପୁଟି କଲେକ୍ଟରଙ୍କ ଆୟ ବହିର୍ଭୂତ ସମ୍ପତ୍ତି ମଧ୍ୟରେ ୫ଟି ଫ୍ଲାଟ୍, ୨ଟି ଦୁଇ ମହଲା କୋଠା, ୧୧ଟି ପ୍ଲଟ ସହ ୪୮.୭୧ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଓ ବୀମା ଏବଂ ୧.୮୫…

ଜେଲରୁ ମୁକୁଳିଲେ ଏନସିପି ନେତା ଅନୀଲ ଦେଶମୁଖ

ମୁମ୍ବାଇ: ପ୍ରାୟ ୧ ବର୍ଷ ହେବ ଜେଲରେ ରହିବା ପରେ ମୁକୁଳିଛନ୍ତି ଅନୀଲ ଦେଶମୁଖ । ୧୦୦ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗରେ ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟିର ଏହି ନେତା ଆର୍ଥର ଜେଲରେ ଦଣ୍ଡ ଭୋଗୁଥିଲେ । ବମ୍ବେ ହାଇକୋର୍ଟ ତାଙ୍କ ଜାମିନ ଆବେଦନକୁ ମଞ୍ଜୁର କରିଛନ୍ତି । ସେ ଜେଲରୁ ମୁକୁଳିବା…

ଝାଡଖଣ୍ଡ ଅଭିନେତ୍ରୀଙ୍କୁ ହାୱାଡାରେ ଗୁଳି କରି ହତ୍ୟା

କୋଲକାତା: ତୁନୀଷା ଶର୍ମାଙ୍କ ଆତ୍ମହତ୍ୟା ପରେ ଚଳିତ ବର୍ଷ ଶେଷ ଭାଗରେ ଆଉ ଏକ ଦୁଃଖଦ ଖବର ହସ୍ତଗତ ହୋଇଛି । ଝାଡଖଣ୍ଡର ଲୋକପ୍ରିୟ ଅଭିନେତ୍ରୀ ରିୟା କୁମାରୀଙ୍କୁ ହାୱାଡାରେ ଗୁଳି କରି ହତ୍ୟା କରାଯାଇଛି । ସେ ତାଙ୍କ ପରିବାର ସହ ହାୱାଡା ଦେଇ କୋଲକାତା ଯାଉଥିଲେ । ତାଙ୍କ ସହ ସ୍ୱାମୀ ପ୍ରକାଶ…

ଡାକ୍ତରଖାନାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମା’ ହୀରାବେନ

ଅହମଦାବାଦ: ଅସୁସ୍ଥ ହୋଇପଡ଼ିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ ।  ତାଙ୍କୁ ତୁରନ୍ତ ଅହମଦାବାଦର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସକାଳୁ ସକାଳୁ ୯୯ ବର୍ଷୀୟ ହୀରାବେନଙ୍କ ଶ୍ୱାସକ୍ରିୟାରେ  ସମସ୍ୟା ଦେଖା ଦେଇଥିଲା ।  ସାଙ୍ଗେ ସାଙ୍ଗେ ତାଙ୍କୁ ୟୁଏନ ମେହତା…

ସୋସିଆଲ ମିଡିଆର ଚର୍ଚ୍ଚିତ ଚେହେରା ଲୀନା କଲେ ଆତ୍ମହତ୍ୟା

ରାୟପୁର: ସୋସିଆଲ ମିଡିଆ ମାଧ୍ୟମରେ ଚର୍ଚ୍ଚିତ ହେବା ପରେ ଅନେକ ଯୁବକ, ଯୁବତୀ ଆତ୍ମହତ୍ୟା କରୁଥିବା ଖବର ହସ୍ତଗତ ହେଉଛି । ଏହି ତାଲିକାରେ ଯୋଡି ହୋଇଛନ୍ତି ରାୟପୁରର ୨୩ ବର୍ଷୀୟର ଲୀନା ନାଗବଂଶୀ । ସେ ତାଙ୍କ ଛାତ ଉପରେ ବେକରେ ଓଢ଼ଣୀ ଲଗାଇ ଝୁଲି ପଡିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ…

ମୋଦିଙ୍କ ସ୍ୱାସ୍ଥ୍ୟସେବାରେ ନବୀନ ଅନ୍ତରାୟ-ନଡ୍ଡା

ତୁମୁଡିବନ୍ଧ: ଓଡ଼ିଶାରେ ବିଜେପି ଜାତୀୟ ଅଧ୍ୟକ୍ଷ ଜେ ପି ନଡ୍ଡା । ତୁମୁଡିବନ୍ଧଠାରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରି ବିଜେଡି ସରକାରକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଆୟୁଷ୍ମାନ ଯୋଜନାରୁ ଓଡ଼ିଶାକୁ ବଞ୍ଚିତ କରିଛନ୍ତି ନବୀନ ସରକାର । ମୋଦିଙ୍କ ସ୍ୱାସ୍ଥ୍ୟସେବାରେ ନବୀନ ଅନ୍ତରାୟ…

ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଆତ୍ମହତ୍ୟା ଉଦ୍ୟମ

ଭବାନୀପାଟଣା: କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ପାହାଡ଼ପଦର ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ (ପିଇଓ) ବୁଧବାର ତାଙ୍କ ବାସଭବନରେ ରଶିଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତୁରନ୍ତ ତାଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପିଇଓ ଦେବାନନ୍ଦ ସାଗରଙ୍କ…

ଅନୁବାଦକ ଅଜୟ କୁମାର ପଟ୍ଟନାୟକ ପାଇଲେ ‘ସୁମିତ୍ରା ସ୍ମାରକୀ ଅନୁବାଦ ପୁରସ୍କାର’

କଟକ : ସାରଳା ସାହିତ୍ୟ ସଂସଦ ପକ୍ଷରୁ, ସାରଳା ଭବନ ପରିସରରେ ଆୟୋଜିତ ଏକ ଭବ୍ୟ ସାରସ୍ୱତ ଉତ୍ସବରେ ବିଶିଷ୍ଟ ଅନୁବାଦକ ଅଜୟ କୁମାର ପଟ୍ଟନାୟକଙ୍କୁ ଚଳିତ ବର୍ଷ ପାଇଁ ‘ସୁମିତ୍ରା ସ୍ମାରକୀ ଅନୁବାଦ ପୁରସ୍କାର’ ପ୍ରଦାନ କରାଯାଇଛି। ସାରଳା ସାହିତ୍ୟ ସଂସଦର ପ୍ରତିଷ୍ଠାତା ତଥା ସଭାପତି ପ୍ରଭାକର…

ପପ୍ପୁଙ୍କୁ ନେଇ ମୁହଁ ଖୋଲିଲେ ରାହୁଲ: କହିଲେ, ମୋ ଦାଦିଙ୍କୁ ବି ଗୁଙ୍ଗି ଗୁଡିଆ କହୁଥିଲେ

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ପପୁଙ୍କୁ ନେଇ ମୁହଁ ଖୋଲିଲେ କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀ । ପପ୍ପୁ ଶବ୍ଦ ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ।  ସମସ୍ତେ ଜାଣନ୍ତି, ରାହୁଲ ଗାନ୍ଧୀଙ୍କୁ ପପ୍ପୁ କହି ବିରୋଧୀମାନେ ତାଙ୍କୁ ଥଟ୍ଟା କରିଥାନ୍ତି । ଏହା  ଉପରେ ପ୍ରଥମ ଥର ପାଇଁ…

ମେସି ସାଇନ କରିଥିବା ଜର୍ସି ପିନ୍ଧିଲେ ଧୋନୀଙ୍କ ଝିଅ ଜୀଭା

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କ ଝିଅ ଜୀଭା ଫୁଟବଲର ମହାନ ଖେଳାଳି ଆର୍ଜେଂଟିନାର ଲିଓନେଲ ମେସିଙ୍କ ବଡ ପ୍ରଶଂସକ । ଆର୍ଜେଂଟିନା ବିଶ୍ୱକପ ଜିତିବା ପରେ ମେସିଙ୍କ ସାଇନ ଥିବା ଜର୍ସି ପିନ୍ଧି ଫଟୋ ଉଠାଇଛନ୍ତି ଜୀଭା ଧୋନୀ । ଇନଷ୍ଟାଗ୍ରାମରେ ଧୋନୀ ଏହି ଫଟୋ ଶେୟାର କରିବା…