Latest Odisha News

BREAKING NEWS

Yearly Archives

2022

୩ୟ ଦିନରେ ସ୍ୱାଭାବିକ ହେବ କି ଶୀତ ଅଧିବେଶନ!

ଭୁବନେଶ୍ୱର : ଆଜି ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିନ । ଚାଷୀ ପ୍ରସଙ୍ଗ, ଅର୍ଚ୍ଚନା ନାଗ ହନିଟ୍ରାପ ମାମଲାକୁ ନେଇ ଗତ ଦୁଇ ଦିନ ଧରି ଗୃହ କାର୍ଯ୍ୟ ଠପ୍ ହୋଇଛି । ଆଜି ଗୃହ ସ୍ୱାଭାବିକ ହେବା ନେଇ ଆଶଙ୍କା ରହିଛି । ତେବେ ଆଜି ବିଭିନ୍ନ ବିଭାଗର ପ୍ରଶ୍ନକାଳ  ରିପୋର୍ଟ ଉପସ୍ଥାପନ ହେବା ସହିତ…

କବିତା : ବାପା

ଦୀପକ ନାୟକ  ସ୍ୱପ୍ନ ଆକାଶର ତାରା ମୁଁ ତାଙ୍କର ସ୍ୱପ୍ନ ରାଇଜର ରାଜା ମୁଁ ତାଙ୍କର ମୁଣ୍ଡ ଝାଳ ତୁଣ୍ଡରେ ମାରି ଦେଇଛନ୍ତି ମତେ ଆହାର ଦୁଖ ସବୁ ଛାତିରେ ଚାପି ଦିଅନ୍ତି ମୋ ମୁହେଁ ହସ ଦୁନିଆରେ ସବୁଠୁ ସୁନ୍ଦର ସେ ସରଳ କୋମଳ ମନ ତାଙ୍କର ମୋ ଚଲା ପଥେ ହାତ ଧରି ଚାଲିଛ ଦୁଃଖୀ…

ଭାଷା ଭାଗବତ : ବୁଢ଼ୀ ମାଆର ଭାଷା

9ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଭାଷା ନୁଖୁରା ଥିବା ଦେଖି ମୁଁ ଯେଣୁ ହେଲିନାହିଁ ସୁଖୀ ଭାଷା ମଥାରେ ତେଲ ବୋଳି କଲି ଲୋକେ ଦେଖିବା ଭଳି ଏ ଭାଷା ହେଲା ଯେବେ ବୁଢ଼ୀ ସଂତାନଗଣ ଦେଲେ ଛାଡ଼ି ନ କଲେ ତା'ର ସେବା, ଯତ୍ନ ଏହା ତ ଏବର ଚଳନ ମୁଁ ତା'ର…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀ ବାଳମୁକୁନ୍ଦ ରୂପ ଦର୍ଶନ କରିବା। ବଟ ଜଗନ୍ନାଥଙ୍କ ସମ୍ମୁଖରେ ଓ ବାଟମଙ୍ଗଳାଙ୍କ ଦକ୍ଷିଣ କୋଣରେ ଅବସ୍ଥିତ ଏକ ମନ୍ଦିରରେ ଶ୍ରୀ ବାଳମୁକୁନ୍ଦ ବିରାଜମାନ…

ଗୁଜରାଟରେ ନୋଟା ବିଗାଡ଼ିପାରେ ନେତାଙ୍କ ଖେଳ

ଅହମ୍ମଦାବାଦ: ଗୁଜରାଟରେ ଏଥର ନୋଟା କୁ ନେଇ ଭୟଭୀତ ଅଛନ୍ତି ପ୍ରାର୍ଥୀ ।  ଗତ ନିର୍ବାଚନରେ ​​୩୦ ଟି ବିଧାନସଭା ଆସନର ପରିଣାମ ନୋଟାର ଭୋଟ ଠାରୁ କମ ଥିଲା । ଯାହା କି ଏଥର ନେତାଙ୍କ ଛାତି ଧଡପଡ କରାଉଛି । ଏଥର ଯଦି ପୂର୍ବଥର ଭଳି ନୋଟାକୁ ଭୋଟରମାନେ ସମର୍ଥନ ଦିଅନ୍ତି ତେବେ ଅନେକ…

ପାକିସ୍ତାନ ଖେଳାଳି ଭାରତ ନଆସିଲେ ବିଶ୍ପକପ କିଏ ଦେଖିବ ?: ରମିଜ ରାଜା

ନୂଆଦିଲ୍ଲୀ: ୨୦୨୩ ଏସିଆ କପ୍ କେଉଁଠି ହେବ ତାକୁ ନେଇ ଏବେ ଜୋରଦାର ଚର୍ଚା । କାରଣ ଭାରତ କହିସାରିଛି ପାକିସ୍ତାନରେ ଏସିଆ କପ ହେଲେ ଭାରତୀୟ ଖେଳାଳି ପାକିସ୍ତାନ ଯିବେ ନାହିଁ । ଶେଷ ଥର ୨୦୦୮ରେ ଏସିଆ କପ୍ ଖେଳିବା ପାଇଁ ପାକିସ୍ତାନ ଗସ୍ତ କରିଥିଲା ଭାରତୀୟ ଦଳ । ତେବେ ପାକିସ୍ତାନ କ୍ରିକେଟ…

ଇଡିର ଜେରା ପରେ ଚନ୍ଦନ କହିଲେ, ଯାହା କହିବା କଥା କହିଦେଇଛି ସାରଙ୍କୁ

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଦ୍ୱିତୀୟ ଥର ପାଇଁ ଇଡି ଜେରାର ସାମ୍ନା କରିଛି ଶ୍ରଦ୍ଧାଞ୍ଜଳି । ସେହିପରି ଅର୍ଚ୍ଚନାଙ୍କ ଡ୍ରାଇଭର ଚନ୍ଦନ ମଧ୍ୟ ଇଡି ଅଧିକାରୀଙ୍କ ପ୍ରଶ୍ନର ଉତ୍ତର ଦେଇଛି । ଶୁକ୍ରବାର ଶ୍ରଦ୍ଧାଞ୍ଜଳିଙ୍କୁ ୧୪ ଘଣ୍ଟା, ଚନ୍ଦନଙ୍କୁ ୯ ଘଣ୍ଟା ଜେରା…

ସୁପ୍ରିମକୋର୍ଟର କଲେଜିୟମ ବ୍ୟବସ୍ଥା ଏକ ଏଲିଏନ: କେନ୍ଦ୍ର ଆଇନ୍ ମନ୍ତ୍ରୀ

ନୂଆଦିଲ୍ଲୀ :ନିର୍ବାଚନ କମିସନର ନିଯୁକ୍ତି ନେଇ ସୁପ୍ରିମକୋର୍ଟ ଏବଂ କେନ୍ଦ୍ର ସରକାର ମଧ୍ୟରେ ବିତର୍କ ଜୋରଦାର ଚାଲିଛି । ଏହି ସମୟରେ ସୁପ୍ରିମକୋର୍ଟର କଲେଜିୟମ ବ୍ୟବସ୍ଥାକୁ ଏଲିଏନ ବା ଅପରିଚିତ କହି ସମାଲୋଚନା କରିଛନ୍ତି କେନ୍ଦ୍ର ଆଇନ୍ ମନ୍ତ୍ରୀ କିରଣ ରିଜଜୁ । କୋର୍ଟରେ ବିଚାରପତି…

ରାଗିଂ କରିଥିବାର ମିଳିଲା ପ୍ରମାଣ: ୮୨ ସିନିୟର ଗଣିବେ ଜୋରିମାନା

କେନ୍ଦୁଝର: ଜୁନିୟରଙ୍କୁ ରାଗିଂ କରିଥିଲେ । ଏବେ ଜୋରିମାନା ଗଣିବେ। ଓଡ଼ିଶା ସ୍କୁଲ ଅଫ୍ ମାଇନିଂ ଇଞ୍ଜିନିୟରିଂ (ଓଏସଏମଇ) କର୍ତ୍ତୃପକ୍ଷ ରାଗିଂ ମାମଲାରେ ୮୨ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ହଜାରେ ଟଙ୍କା ଲେଖାଏଁ ଜୋରିମାନା ଦେବାକୁ କଲେଜ କର୍ତୃପକ୍ଷ ନିର୍ଦ୍ଦେଶ…

ଶ୍ରଦ୍ଧାଙ୍କୁ ହତ୍ୟା ପରେ ମହିଳା ଡାକ୍ତରଙ୍କୁ ରୁମକୁ ଆଣିଥିଲା ଅଫତାବ !

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ଅଫତାବର ଗୁମର ଗୋଟିଏ ପରେ ଗୋଟିଏ ଖୋଲିବାରେ ଲାଗିଛି । ପଲିଗ୍ରାଫ ଟେଷ୍ଟ ପରେ ଦିଲ୍ଲୀ ପୋଲିସ ଜାଣିବାକୁ ପାଇଛି ଯେ ଶ୍ରଦ୍ଧାକୁ ହତ୍ୟା କରି ଫ୍ରିଜରେ ରଖିବା ପରେ ଅଫତାବ ଡେଟିଙ୍ଗ ଆପ ବମ୍ବଲରୁ ଯେଉଁ ଝିଅମାନଙ୍କୁ…