Latest Odisha News
Yearly Archives

2022

କୋରେଇ ଟ୍ରେନ୍ ଟ୍ରାଜେଡି, ହେଲ୍ପଲାଇନ୍ ନମ୍ୱର ଜାରି

ଭୁବନେଶ୍ୱର: ଯାଜପୁର କୋରେଇରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ଘଟଣାକୁ ନେଇ ପୂର୍ବତଟ ରେଳବାଇ ପକ୍ଷରୁ ହେଲ୍ପଲାଇନ ନମ୍ୱର ଜାରି ହୋଇଛି । କୋରେଇ ଷ୍ଟେସନ ହେଲ୍ପଲାଇନ ନମ୍ୱର ୮୪୫୫୮୮୯୯୦୫, ଭୁବନେଶ୍ୱର ପାଇଁ ୦୬୭୪-୨୫୩୪୦୨୭,  ଖୋର୍ଦ୍ଧା ରୋଡ୍ ପାଇଁ ୦୬୭୪୨୪୯୨୨୪୫ । ପୂର୍ବତନ ରେଳବାଇ ଜିଏମ୍ ଓ…

ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ : ୮ଟ୍ରେନ ବାତିଲ, ୧୨ଟିର ମାର୍ଗ ପରିବର୍ତ୍ତନ

ଯାଜପୁର: ଯାଜପୁର କୋରେଇରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହେବାରୁ ୮ଟି ଟ୍ରେନକୁ ବାତିଲ କରାଯାଇଛି । ଏହି ବାଟ ଦେଇ ଯିବାକୁ ଥିବା ୮ ଟ୍ରେନ ବାତିଲ କରିବା ସହିତ ୧୨ଟି ଟ୍ରେନର ମାର୍ଗ ପରିବର୍ତ୍ତନ କରାଯାଇଛି ବୋଲି ସୂଚନା ଦେଇଛନ୍ତି ପୂର୍ବତନ ରେଲଓ୍ୱେ ମୁଖ୍ୟ ଜନସମ୍ପର୍କ ଅଧିକାରୀ । ୫ଟି…

ଗ୍ରୀସ୍‌ର କ୍ରୀଟେ ଦ୍ବୀପରେ ଭୂକମ୍ପ ଝଟ୍‌କା, ଆସିପାରେ ସୁନାମୀ  

ନୂଆଦିଲ୍ଲୀ : ଭୂକମ୍ପରେ ଥରିଲା ଗ୍ରୀସ୍‌ର କ୍ରୀଟେ ଦ୍ବିପ । ସୋମବାର ସକାଳେ ଏହି ଭୂମିକମ୍ପ ହୋଇଥିବା ସୂଚନା । ରିଟର ସ୍କେଲରେ ଏହାର ତୀବ୍ରତା ୫.୫ ମପାଯାଇଛି  । ତେବେ ଏହି ଭୂକମ୍ପ ଆସିବା ଦ୍ବାରା ସମୁଦ୍ର ଅଶାନ୍ତ ହୋଇପାରେ । ଫଳରେ ସୁନାମୀ ଆସିପାରେ ବୋଲି ଆଶଙ୍କା କରୁଛନ୍ତି ପାଣିପାଗ…

ଏଏସଆଇ ସଂଗ୍ରହାଳୟ ସ୍ଥାନାନ୍ତରଣ ପାଇଁ ଯାଜପୁର ଜିଲ୍ଲା ପ୍ରଶାସନର ଚିଠିକୁ ଅଣଦେଖା

ଯାଜପୁର: ଯାଜପୁର ସହରର ପୌର କାର୍ଯ୍ୟାଳୟକୁ ଲାଗି ରହିଥିବା ଏଏସଆଇ ସଂଗ୍ରହାଳୟକୁ ବିପଦସଙ୍କୁଳ ଘୋଷଣା କରାଯାଇଛି  । ତଥାପି ଏହାକୁ ସ୍ଥାନାନ୍ତର କରୁନାହିଁ ଏଏସଆଇ । ତିନି ତିନି ଥର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ବା ଏଏସଆଇକୁ ଚିଠି ଲେଖିଛନ୍ତି ଜିଲ୍ଲାପାଳ । କିନ୍ତୁ ଏଏସଆଇ ଚୁପ୍ । …

ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଯାଜପୁର ଜିଲ୍ଲା କୋରେଇ ରେଳଷ୍ଟେସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇ ୩ ଜଣଙ୍କ ମୃତ୍ୟୁ ଘଟଣାରେ ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହିତ ମୃତ ପରିବାର ପାଇଁ ୨ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଆଜି ସକାଳ ୬ଟା ୪୪ରେ ମାଲବାହୀ ଟ୍ରେନ…

ବିଶ୍ବକପ୍ ଫୁଟବଲ: ଉଦଘାଟନୀ ମ୍ୟାଚରେ କତାରକୁ ହରାଇଲା ଇକ୍ଵେଡର

ଅଲ୍‌ ଖୋର୍  :  ଫିଫା ଫୁଟ୍‌ବଲ ବିଶ୍ବକପ୍‌ର  ଉଦ୍‌ଘାଟନୀ ମ୍ୟାଚ୍‌ରେ ଆୟୋଜକ କତାରକୁ ୨-୦ ଗୋଲ୍‌ରେ ପରାସ୍ତକରି ଅଭିଯାନ ଆରମ୍ଭ କରିଛି ଇ‌େକ୍ବଡର । ଖେଳ ଆରମ୍ଭରୁ ଇକ୍ବେଡର ଅଧିନାୟକଙ୍କ ଦମଦାର ପ୍ରଦର୍ଶନ କତାରକୁ ହରାଇବାରେ ସହାୟକ ହୋଇଛି । ଇକ୍ଵେଡର ଅଧିନାୟକ ଏନର ଭାଲେଁସିଆ…

ଆଜି ପ୍ରାକ୍-ବଜେଟ୍ ମିଟିଂ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ୨୦୨୩-୨୪ ଆର୍ଥିକବର୍ଷ ପାଇଁ ବଜେଟ୍ ପ୍ରସ୍ତୁତି ଆରମ୍ଭ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ପ୍ରାକ୍-ବଜେଟ୍ ମିଟିଂ କରିବେ । ଏଥିରେ ବିଭିନ୍ନ ଭିତ୍ତିଭୂମି ସମ୍ୱନ୍ଧିତ ଶିଳ୍ପ ମାଲିକ ଓ ବିଶେଷଜ୍ଞ ସାମିଲ ହେବେ । ତେବେ ଏହି ବୈଠକ ଭର୍ଚୁଆଲ ମୋଡରେ ହେବାକୁ ଯାଉଛି । ୨୦୨୩…

କୋରେଇ ଷ୍ଟେସନକୁ ମାଡ଼ିଗଲା ମାଲବାହୀ ଟ୍ରେନ,୩ ମୃତ

କୋରେଇ: ଯାଜପୁର ଜିଲ୍ଲା କୋରେଇ ରେଳଷ୍ଟେସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଛି ।  ଭାରସାମ୍ୟ ହରାଇ ଷ୍ଟେସନ ଭିତରକୁ ମାଲବାହୀ ଟ୍ରେନ ମାଡିଯାଇଛି । ବଗିଗୁଡିକ ଗୋଟିଏ ଉପରେ ଗୋଟିଏ ଚଢି ରହିଛି । ଷ୍ଟେସନକୁ ଟ୍ରେନଟି ହଠାତ୍ ମାଡିଯିବାରୁ ଗୋଟିଏ ବଗି ଉପରେ ଆଉ ଗୋଟିଏ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୭୨)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ସମ୍ଭବ ପୁଣି ଆରମ୍ଭ ହୋଇଗଲେ ,କଣ ମିଳିବ ଏ ବାଜେ କଥା ବାଜେ କାମରୁ ଶୁଣେ "ନିଜର ଖାଇ ଘୋଡ଼ା ଆଗରେ ଡେଇଁବା ।" ହେଲେ ତମେ ମୋ କଥା କେବେ ଶୁଣିଛ ନା ଶୁଣିବ । ଏ ଘରେ ମୋର କିଛି ଗୋଟେ ଅଛି ଯେ ...ଛାଡ଼ । ଏଥର ଆସ୍ଥାର…

କବିତା : ଚନ୍ଦ୍ରସେଣା

ରମାକାନ୍ତ ନାୟକ ମୁଁ ଚୁପ୍ ଚାପ୍ ଏବେ, ଏଠି ସେଠି ସବୁଠି ମୋ ସଂସାର ଭିତରେ ଅବା ବାହାରେ ସାଇପଡ଼ିଶାଙ୍କ ଟୁପ୍ ଟାପ୍ ଟାହି ଟାପୁରାରେ ଏବେ ତୁମ ଯିବା ଆସିବାକୁ କେହି ନିଘା କରୁନାହିଁ ମୋ ଭଉଣୀ କୁଟିଳା କିମ୍ଵା ମୋ ମାଆ ଜଟିଳା ନୀରବି ଗଲେଣି ମୋ ପରି ସେ ଜାଣିତ ଗଲେଣି ତୁମେ…