Latest Odisha News

BREAKING NEWS

Yearly Archives

2022

ପ୍ରେମିକାକୁ ହତ୍ୟା ପରେ ୧୧ ଦିନ ଯାଏ ୫ ରାଜ୍ୟରେ ବୁଲୁଥିଲା ପ୍ରେମିକ

ଭୋପାଳ: ରିସର୍ଟରେ ପ୍ରେମିକାକୁ ହତ୍ୟା ପରେ ନିର୍ଭୟରେ ବାହାରେ ବୁଲୁଥିଲା ପ୍ରେମିକ । ହତ୍ୟା ପରେ ପ୍ରେମିକା ଏଟିଏମ୍ କାର୍ଡ ସହ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ବ୍ୟବହାର କରୁଥିଲା । ବାରମ୍ବାର ସ୍ଥାନ ବଦଳାଇ ପୋଲିସକୁ ଚକମା ଦେଉଥିଲା ଅଭିଯୁକ୍ତ ପ୍ରେମିକ । ଶେଷରେ ଏଟିଏମ୍ କାର୍ଡରୁ ଟଙ୍କା ଉଠାଣ…

ରାଜ୍ୟରେ ସିବିଆଇ ଓ ଇଡି ଆକ୍ଟିଭ ବେଳେ କେନ୍ଦ୍ରମନ୍ତ୍ରୀ କହିଲେ ଅପେକ୍ଷା କର ୨୦୨୩ ଯାଏ

ଭୁବନେଶ୍ବର: ରାଜ୍ୟରେ ପଦ୍ମପୁର ପାଇଁ ଉପନିର୍ବାଚନ ତାତି ରହିଥିବା ବେଳେ ଶାସକ-ବିରୋଧୀ ମୁହାଁମୁହିଁ ପରିସ୍ଥିତି ଉପୁଜିଛି। ଏହି ସମୟରେ ଦୁଇଟି ପ୍ରସଙ୍ଗରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସବିଆଇ ଓ ଇଡି ଖୋଳତାଡ କରିବା ରାଜ୍ୟ ରାଜନୀତିକୁ ସରଗରମ କରିଛି। ଠିକ୍ ଏହି ସମୟରେ…

ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟରୁ ପ୍ରଫେସର କିଶୋର ବସାଙ୍କ ଇସ୍ତଫା

ବାରିପଦା: ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟରୁ ଇସ୍ତଫା ଦେଇଛନ୍ତି ପ୍ରଫେସର କିଶୋର କୁମାର ବାସା। ଜାତୀୟ କୀର୍ତ୍ତିରାଜି କର୍ତ୍ତୃପକ୍ଷ (ଏନ୍‌ଏମ୍‌ଏ)ର ଅଧ୍ୟକ୍ଷ ଭାବେ ତାଙ୍କୁ ନିଯୁକ୍ତ କରିଛନ୍ତି। ଏହାପରେ ସେ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର କୁଳପତି ପଦରୁ ସେ ଇସ୍ତଫା ଦେଇଛନ୍ତି। ଗତ ୧୦…

ଶ୍ରୀମନ୍ଦିର ଭିତର ଭିଡିଓ ଭାଇରାଲ: ହୁଗୁଳା ସୁରକ୍ଷା ବ୍ୟବସ୍ଥା ନେଇ ଉଠିଲା ପ୍ରଶ୍ନ, ଥାନାରେ ମାମଲା

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିରର ଗର୍ଭଗୃହର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଶ୍ରୀମନ୍ଦିରର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଆକାଶ ଚୌଧୁରୀ ନାମକ ଯୁବକ ନିଜ ଫେସବୁକ ଆକାଉଣ୍ଟରେ ଏହାକୁ ପୋଷ୍ଟ କରିଛନ୍ତି। ଆକାଶ ଜଣେ ୟୁ-ଟ୍ୟୁବର ଓ ଇସ୍କନ ଭକ୍ତ ବୋଲି ଜଣାପଡ଼ିଛି। ଶନିବାର…

ଏଣିକି ମାସ୍କ ନପିନ୍ଧିଲେ ଦେବାକୁ ପଡ଼ିବନି ଜୋରିମାନା

ଭୁବନେଶ୍ୱର: କୋଭିଡ ସଂକ୍ରମଣ ଉଲ୍ଲେଖନୀୟ ଭାବେ ହ୍ରାସ ପାଉଥିବାରୁ ଓଡ଼ିଶା ସରକାର କରୋନା ସଂକ୍ରମଣକୁ ରୋକିବା ପାଇଁ ଜାରି ରହିଥିବା ସମସ୍ତ କଟକଣାକୁ ଶନିବାର ପ୍ରତ୍ୟାହାର କରିନେଇଛନ୍ତି। ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମୁଥିବା ବେଳେ ଏଭଳି ଘୋଷଣା କରାଯାଇଛି। ରାଜ୍ୟପାଳଙ୍କ…

ସାଇକେଲରେ ୧୦ଜଣ, ତଥାପି ବାଲାନ୍ସ ଓକେ

ଭୁବନେଶ୍ୱର: ‘ଏ ଭାଇ ଜରା ଦେଖ୍ କେ ଚଲୋ....’। ହିନ୍ଦି ଫିଲ୍ମ କିମ୍ୱା କୌଣସି ସର୍କସ-ସୋ ଦେଖିବା ବେଳେ ଏଇ ଗୀତ ଆମ କାନରେ ବାଜେ। ଗୀତ ଅନୁସାରେ କସରତ୍ କରୁଥିବା ବିସ୍ମୟ ଲୋକଙ୍କୁ ବି ଆମେ ଦେଖୁ। ଠିକ୍ ସେହିପରି ଏକ ସାଇକେଲରେ ୯ଜଣ ଶିଶୁଙ୍କୁ ବୋହି ଆରାମରେ ସାଇକେଲ ଚଲାଇବା ବି ଏକପ୍ରକାର…

ଅର୍ଚ୍ଚନା ନାଗ ମାମଲା: କୁଆଡେ ଗଲେ ଶ୍ରଦ୍ଧାଞ୍ଜଳି, ଲୁଚିଛନ୍ତି ନା ଲୁଚାଯାଇଛି?

ଭୁବନେଶ୍ବର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଫୋର୍ଡ ଏଣ୍ଡେଭର କାର ରାତି ଅଧରେ ଯେଉଁଭଳି ଭାବେ ରାତି ଅଧରେ ମିଳିଲା ତାହା ଏବେ ତଦନ୍ତ ପ୍ରକ୍ରିୟାକୁ ଆଉ ଟିକିଏ ଜଟିଳ କରି ଦେଇଛି। ଘଟଣାର କ୍ରମାନ୍ବୟକୁ ଯଦି ଦେଖାଯିବ ତାହାଲେ ଲାଗୁଛି ଅର୍ଚ୍ଚନାଙ୍କ କ୍ରାଇମ ପାର୍ଟନର ଏବେ ପ୍ରମାଣ ନଷ୍ଟ…

ଲିଭ୍-ଇନ୍ ରେ ରହିବେ ହ୍ରିତିକ୍, କିଣିଲେ ୧୦୦ କୋଟି ଟଙ୍କାର ବିଳାଶପୂର୍ଣ୍ଣ ଆପାର୍ଟମେଣ୍ଟ

ନୂଆଦିଲ୍ଲୀ : ପୁଣି ଚର୍ଚ୍ଚ।କୁ ଆସିଲେ ବଲିଓଡ ଷ୍ଟ।ର ହ୍ରିତିକ । ପ୍ରଶଂସକଙ୍କ ହୃଦୟରେ ସବୁସମୟରେ ର।ଜ କରୁଥିବ।ବେଳେ ନିକଟରେ ଗ।ର୍ଲଫ୍ରେଣ୍ଡ ସବ।ଙ୍କୁ ନେଇ ଚର୍ଚ୍ଚ।ରେ ରହିଛନ୍ତି ହ୍ରିତିକ୍ । ପୂର୍ବରୁ ସବ।ଙ୍କୁ ଡେଟିଂ କରୁଥିବ। ବେଳେ ବର୍ତ୍ତମ।ନ ନିଜର ପ୍ରେମିକ। ସହ ଲିଭ୍-ଇନ୍‌ ରେ ରହିବେ…

ଜି.ଉଦୟଗିରି ଓ ସେମିଳିଗୁଡାରେ ପାରଦ ୮ଡିଗ୍ରୀ

ଭୁବନେଶ୍ୱର: ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଜି.ଉଦୟଗିରି ଓ ସେମିଳିଗୁଡା ସବୁଠାରୁ ଥଣ୍ଡା ସହର । ରାତି ତାପମାତ୍ରା ରେକର୍ଡ ଅନୁସାରେ, କନ୍ଧମାଳର ଜି.ଉଦୟଗିରି  ଓ କୋରାପୁଟର ସେମିଳିଗୁଡାରେ ତାପମାତ୍ରା ୮ଡିଗ୍ରୀ ରହିଛି। ଦିନକୁ ଦିନ ପାରଦ ଖସୁଥିବାରୁ ରାଜ୍ୟରେ ଶୀତ ଲହରୀ…

୫ କୋଟି ଟଙ୍କା ଲୁଟି ଆତ୍ମହତ୍ୟାର ଭିଡିଓ ଭାଇରାଲ କରିଥିଲା, ଏବେ ଜୀବିତ ଭାବେ ଠାବ

ଖଣ୍ଡଓ୍ୱା: ଲୋକଙ୍କୁ ଠକିବା ପରେ ଆତ୍ମହତ୍ୟାର ଭିଡିଓ କରି ନିଖୋଜ ଥିବା ଜଣେ ଯୁବକ ଠାବ। ୧୫୦ ଜଣଙ୍କଠୁ ଲୁଟିଥିଲା ୫ କୋଟି ଟଙ୍କା। ହୋଟେଲରେ ଅଏସ୍ କରୁଥିବା ଫଟୋ ପାଇଲା ପୋଲିସ। ବ୍ୟକ୍ତି ଜଣକ ହେଉଛନ୍ତି ମଧ୍ୟପ୍ରଦେଶ ଖଣ୍ଡଓ୍ୱାର ଶେଖ୍ ଜୁନୈଦ। ଏପଟେ ତାଙ୍କ ଶବକୁ ନର୍ମଦା ନଦୀରେ ଖୋଜୁଛି…