ରାୟଗଡାରେ ମୃତ୍ୟୁ ବରଣ କରିଥିବା ଋଷ ନାଗରିକ ପୁଟିନଙ୍କ ସମାଲୋଚକ
ଭୁବନେଶ୍ୱର: ନିକଟରେ ରାୟଗଡା ଗସ୍ତରେ ଆସି ପ୍ରାଣ ହରାଇଛନ୍ତି ଋଷର ଦୁଇ ନାଗରିକ। ଉଭୟ ପରସ୍ପରର ବନ୍ଧୁ। ହେଲେ ଏବେ ଯେଉଁ ଖବର ଆସିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି। କାରଣ ଦୁଇ ମୃତକଙ୍କ ମଧ୍ୟରେ ଜଣେ ହେଉଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମାଲୋଚକ। ୟୁକ୍ରେନ୍ ସହ…