କ୍ୟାମେରାରେ କଏଦ ହେଲା ଜି ୨୦ରେ ଚୀନ୍ ରାଷ୍ଟ୍ରପତି ଓ କାନାଡା ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଯୁକ୍ତିତର୍କ
ବାର୍ଲି: ଇଣ୍ଡୋନେସିଆର ବାର୍ଲିରେ ଚାଲିଥିବା ଜି-୨୦ ଶିଖର ସମ୍ମିଳନୀରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟୁଡୋଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିବା ଦେଖିବାକୁ ମିଳିଛି। ଯାହାର ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସି ଜିନପିଙ୍ଗ ଜଷ୍ଟିନ ଟୁଡୋଙ୍କ…