Latest Odisha News

BREAKING NEWS

Yearly Archives

2022

ଜଳିଗଲା ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ରଙ୍କ ଘର

କେନ୍ଦ୍ରାପଡ଼ା: ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ଘର ନିଆଁ ଲାଗି ସମ୍ପୂର୍ଣ୍ଣ ଜଳି ପୋଡ଼ି ପାଉଁଶ ହୋଇ ଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ତଳକୁସୁମା ପଞ୍ଚାୟତରେ ଥିବା ବିଜୟ ମହାପାତ୍ରଙ୍କ ଚାଳ ଛପର ଘରେ ଆଜି ମଧ୍ୟାହ୍ନରେ ହଠାତ୍ ନିଆଁ ଲାଗି…

ଯୁବତୀଙ୍କ ଶରୀରକୁ ୩୫ ଖଣ୍ଡ କରି ୧୮ ଦିନ ଧରି ରାତି ଅଧରେ ଫିଙ୍ଗୁଥିଲା ପ୍ରେମିକ

ନୂଆଦିଲ୍ଲୀ: ମୁମ୍ବାଇରେ ଚାକିରି ବେଳେ ପ୍ରେମ ଆଉ ତା’ପରେ ଡେଟିଂ ଆଉ ଲିଭ୍ ଇନ୍ ରିଲେସନସିପ୍ । ଫିଲ୍ମ କାହାଣୀ ଭଳି ଗଡ଼ି ଚାଲିଥିଲା ଜୀବନ ଗାଡ଼ି । ହେଲେ ହଠାତ୍ ସବୁକିଛି ବଦଳି ଗଲା । ଆଉ ରାକ୍ଷାସ ସାଜିଲା ପ୍ରେମିକ । ପ୍ରେମିକାର ଶରୀରକୁ ୩୫ ଖଣ୍ଡ କରି କାଟିବା ପରେ ୧୮ ଦିନ ଧରି…

ପାଇକାରୀ ମୁଦ୍ରାସ୍ଫୀତି କ୍ଷେତ୍ରରେ ବଡ଼ ଆଶ୍ୱସ୍ତି, ଶସ୍ତା ହୋଇଛି ପନିପରିବା

ନୂଆଦିଲ୍ଲୀ: ହୋଲସେଲ ବା ପାଇକାରୀ ମୁଦ୍ରାସ୍ଫୀତି କ୍ଷେତ୍ରରେ ବଡ଼ ଆଶ୍ୱସ୍ତି ମିଳିଛି । ଅକ୍ଟୋବରରେ ପାଇକାରୀ ମୂଲ୍ୟ ସୂଚକାଙ୍କ (WPI) ଆଧାରିତ ମୁଦ୍ରାସ୍ଫୀତି ହ୍ରାସ ପାଇ ୮.୩୯ ପ୍ରତିଶତରେ ପହଞ୍ଚିଛି। ଯାହା ସେପ୍ଟେମ୍ବରରେ ୧୦.୭ ପ୍ରତିଶତ ଥିଲା। ଗତ ଅକ୍ଟୋବର ମାସରେ ଏହା ଗୋଟିଏ ପଏଣ୍ଟ…

ଏୟାରପୋର୍ଟ ନ ଥିଲା, ହେଲେ ଅଣ୍ଡରପାସ୍ ତଳେ ଲାଗିଥିଲା ବିମାନ

ହାଇଦ୍ରାବାଦ: ଅଣ୍ଡରପାସ ତଳେ ଲାଗିଥିଲା ବିମାନ । ହେଲେ ବିଳମ୍ବିତ ରାତିରେ ଏ ବିମାନ ବ୍ରିଜ ତଳକୁ କେମିତି ଆସିଲା ? ସମସ୍ତଙ୍କ ମନରେ ଉତ୍କଣ୍ଠା । ଗଦା  ହୋଇଥିଲେ ଲୋକେ । ହେଲେ ଜଣାପଡ଼ୁ ନ ଥିଲା କ’ଣ ଘଟଣା । ସମୟ ବିତୁଥିଲା, ଭିଡ ବଢୁଥିଲା । ଏ ଥିଲା ଶନିବାର ବିଳମ୍ବିତ ରାତିର ଦୃଶ୍ୟ ।…

ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ କମିଟି ଗଠନରେ ଅନିୟମିତତା ଅଭିଯୋଗ

ନୂଆପଡା : ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ବିଭାଗ ତରଫରୁ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ କମିଟି ଗଠନରେ ବ୍ୟାପକ ଅନିୟମିତତା ଅଭିଯୋଗ । ନିଜର ସ୍ୱାର୍ଥ ସାଧନ ପାଇଁ ସରକାରୀ ଅଧିକାରୀ କମିଟି ଗଠନ କରିଥିବା ଅଭିଯୋଗ କରିଛନ୍ତି ଚଚରାଭଟା ଗ୍ରାମବାସୀ । ଖଡ଼ିଆଳ ବ୍ଲକ ଖାସବାହାଲ…

‘ଅର୍ଚ୍ଚନା ନାଗ ମାମଲାରେ ଦୋଷୀଙ୍କୁ ସୁରକ୍ଷା ଦେଉଛି ପୋଲିସ, ଡିଜିପି ଅପାରଗ’

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଇଡିର କାର୍ଯ୍ୟାନୁଷ୍ଠାନ ପରେ କମିଶନରେଟ ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନ ଉଠିଛି। ଯାହାକୁ ନେଇ ଏବେ ପୂର୍ବତନ ବିରୋଧୀ ଦଳର ନେତା ତଥା କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଡିଜିପିଙ୍କ ସମେତ ପୋଲିସକୁ ସମାଲୋଚନା…

ଗୁଳିର ଜବାବ ଗୁଳିରେ ଦେଲା ପୋଲିସ, ହତ୍ୟା ଅଭିଯୁକ୍ତକୁ ଏନକାଉଣ୍ଟର

ରାଉରକେଲା: ଗୁଳିର ଜବାବ ଗୁଳି । ସୁନ୍ଦରଗଡ଼ ଜିଲ୍ଲା ଝିରିପାଣି ଥାନା ଝରିଆଟୋଲା ବସ୍ତିରେ ଘଟିଥିବା ହତ୍ୟାକାଣ୍ଡର ୨୪ ଘଣ୍ଟା ଭିତରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି । ସରକାରୀ ଜମି କବଜାକୁ ନେଇ ରବିବାର ସ୍ଥାନୀୟ ଚୁନୁ ଓରାମଙ୍କ ଗୁଳିରେ ବାଞ୍ଛାଙ୍କ ମୃତ୍ୟୁ ହୋଇଥିଲା । ସୋମବାର ଭୋରରେ…

ଖସୁଛି ପାରଦ, ଆଭ୍ୟନ୍ତରୀଣ ଓଡ଼ିଶାରେ ବଢୁଛି ଥଣ୍ଡା

ଭୁବନେଶ୍ୱର: ଖସୁଛି ପାରଦ। ଆଭ୍ୟନ୍ତରୀଣ ଓଡ଼ିଶାରେ ଅନୁଭୂତ ହେଉଛି ଶୀତ । ରାଜ୍ୟର ୧୪ଟି ସ୍ଥାନରେ ପାରଦ ୧୫ ଡ଼ିଗ୍ରୀ ତଳେ ରହିଛି। ପାହାଡିଆ ଅଞ୍ଚଳ ମଧ୍ୟରେ କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି ଠାରେ ୯.୬ ଡ଼ିଗ୍ରୀ ଏବଂ ସମତଳ ଅଞ୍ଚଳ ମଧ୍ୟରେ ଫୁଲବାଣୀ ରେ ୧୧.୫ ଡ଼ିଗ୍ରୀ ରହିଛି। ସେହିପରି ରାତି…

ପୁଅ କାନ୍ଧରେ ଜଗା ଦର୍ଶନ କଲେ ବାପା, ଲୋକେ କହିଲେ ଏମିତି ପୁଅ ସମସ୍ତଙ୍କୁ ଦିଅ…

ପୁରୀ: ବୃଦ୍ଧ ବାପା-ମା’… କାହା ପାଇଁ  ଅଲୋଡା ତ କାହା ପାଇଁ ବୋଝ । ଏଇ ହାତ ଧରି ଦିନେ ବାପା ଚାଲି ଶିଖେଇଥିଲେ । ବଡ ହେଲା ପରେ ସେଇ  ହାତ ଦୂରେଇ ଦେଉଛି ବାପାଙ୍କୁ । ନିଜ ପରିବାରରେ ଅଦରକାରୀ ହୋଇ ଯାଉଛନ୍ତି  ବାପା ।  ହେଲେ ଧନ୍ୟ ଏଇ ପୁଅ । ବୟସର  ସାୟହ୍ନରେ ବୁଢା ବାପାର ଜଗା ଦର୍ଶନ…

କଲେଜିୟମ ବ୍ୟବସ୍ଥାକୁ ନେଇ ଜବାବ ରଖିଲେ ପୂର୍ବତନ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ଭାରତରେ ବିଚାରପତି ନିଯୁକ୍ତି ପାଇଁ କଲେଜିୟମ ବ୍ୟବସ୍ଥାକୁ ନେଇ ଚର୍ଚ୍ଚା ଲାଗ ରହିଛି। କେନ୍ଦ୍ର ଆଇନ ମନ୍ତ୍ରୀ ଏକ ଟିଭି ଚ୍ୟାନେଲର କାର୍ଯ୍ୟକ୍ରମରେ ସାମିଲ ହୋଇ କଲେଜିୟମକୁ 'ଅପାରଦର୍ଶୀ' କହିବା ପରେ କଲେଜିୟମର ସୁପାରିସକୁ ଅନୁମୋଦନ ଦେବାରେ କେନ୍ଦ୍ର ସରକାର ବିଳମ୍ବ କରିବା…