ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୬୪)
ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’
"କାଇଁ ଏତେ ସୁହାଗ ବୋହି ପଡୁଚି ଶୁଣେ ! ଟିକେ ଆସ୍ତେ ଡ଼ାକି ପାରୁନ ଯେ ସାଇ ପଡ଼ିଶାଙ୍କୁ ଜଣେଇ ହଉଛ ",ଆସ୍ଥା ସମ୍ଭବଙ୍କୁ ଚିଡ଼ିଲା ଗଳାରେ।
ସମ୍ଭବ: "ଏବେ ମୁଁ ଦେଖୁଚି ଯାହା ଗୋଟେ କହିଲା ବେଳକୁ ତୁମେ ମୋ ଉପରେ ଖାଲି…