Latest Odisha News

BREAKING NEWS

Yearly Archives

2022

ହିଜାବ ବ୍ୟାନ ମାମଲା: ସୁପ୍ରିମ୍‌କୋର୍ଟରେ ଆଜି ଆସିବ ରାୟ

ଓଡ଼ିଶା ସମ୍ବାଦ ବ୍ୟୁରୋ: କର୍ଣ୍ଣାଟକର ଶିକ୍ଷାନୁଷ୍ଠାନରେ ହିଜାବ ବ୍ୟାନ ମାମଲାରେ ସୁପ୍ରିମକୋର୍ଟ ଆଜି (ଗୁରୁବାର) ରାୟ ପ୍ରଦାନ କରିବେ। ଏହାପୂର୍ବରୁ କର୍ଣ୍ଣାଟକ ହାଇକୋର୍ଟ ହିଜାବ ଉପରେ ନିଷେଧାଦେଶ ବନ୍ଦ କରିବା ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ। ହାଇକୋର୍ଟଙ୍କ ଏହି ନିଷ୍ପତ୍ତିକୁ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୩୧୪ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଆଦି ସ୍ୱରୂପ ଭାବରେ ନୃସିଂହ ଠାକୁରଙ୍କୁ ବିବେଚନା କରିବାର ପ୍ରମାଣ ଆମେ ଅନେକ ଶାସ୍ତ୍ରରେ ପାଇଲେ, ଶ୍ରୀଜଗନ୍ନାଥ (ବିଗ୍ରହ )ଙ୍କ ଉତ୍ପତ୍ତି ଇତିହାସ…

ବ୍ଲଡ ବ୍ୟାଙ୍କରେ ନାହିଁ ଆବଶ୍ୟକ ରକ୍ତ, ହୋଇପାରୁନି ଅନେକ ଅସ୍ତ୍ରୋପଚାର

ଲଣ୍ଡନ: ବ୍ରିଟେନର ବ୍ଲଡ ବ୍ୟାଙ୍କରେ ରକ୍ତ ଭଣ୍ଡାରରେ ରକ୍ତ ସରି ସରି ଆସୁଛି । ଏହି କାରଣରୁ ଅନେକ ହସ୍ପିଟାଲରେ ଅପରେସନ୍ ହୋଇପାରୁନି। ବ୍ରିଟେନର ସ୍ୱାସ୍ଥ୍ୟ ଅଧିକାରୀମାନେ ବୁଧବାର ଏହି ସୂଚନା ଦେଇଛନ୍ତି। ଏଥିସହ ସତର୍କ କରାଇ ଦେଇଛନ୍ତି ଯେ ବ୍ରିଟେନର ବ୍ଲଡ ବ୍ୟାଙ୍କଗୁଡିକ ଆବଶ୍ୟକ ମହଜୁଦ…

ବର୍ଷକ ମଧ୍ୟରେ ଖୁଚୁରା ମୁଦ୍ରାସ୍ଫୀତି ହାର ଡବଲ୍ ହେଲାଣି !

ନୂଆଦିଲ୍ଲୀ: କ୍ରମାଗତ ଦ୍ୱିତୀୟ ମାସ ପାଇଁ ଖୁଚୁରା ମୁଦ୍ରାସ୍ଫୀତି ହାରରେ ବୃଦ୍ଧି ଘଟିଛି। ସେପ୍ଟେମ୍ବର ମାସରେ ଖୁଚୁରା ମୁଦ୍ରାସ୍ଫୀତି ହାର ୭.୪୧ ପ୍ରତିଶତକୁ ବୃଦ୍ଧି ପାଇଛି। ଅଗଷ୍ଟରେ ଏହି ଖୁଚୁରା ମୁଦ୍ରାସ୍ଫୀତି ୭% ଥିବା ବେଳେ ଜୁଲାଇରେ ଏହା ୬.୭୧% ରହିଥିଲା। ଯାହାକି ୫ ମାସ ମଧ୍ୟରେ…

କ୍ଷମତାକୁ ଫେରିଲେ ପିଏସୟୁର ଘରୋଇକରଣ ହେବନି, ଯୁବକଙ୍କୁ ରୋଜଗାର ଦେବୁ: ରାହୁଲ ଗାନ୍ଧୀ

ବେଙ୍ଗାଲୁରୁ: କଂଗ୍ରେସର 'ଭାରତ ଯୋଡ଼ ଯାତ୍ରା'ର ନେତୃତ୍ୱ ନେଉଥିବା ରାହୁଲ ଗାନ୍ଧୀ ପୁଣି ଥରେ ଘରୋଇକରଣକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଗୁଡ଼ିକର ଘରୋଇ କରଣକୁ ସେ ବିରୋଧ କରିଛନ୍ତି । ଏହାଦ୍ୱାରା ଯୁବ ପିଢ଼ିଙ୍କୁ ନିଯୁକ୍ତି ସୁଯୋଗ ମିଳିବ ନାହିଁ।…

ପୁଟିନଙ୍କୁ ଚେତାବନୀ ଦେଲେ ଜି-7 ଦେଶ: ପରମାଣୁ ଆକ୍ରମଣ ଧମକକୁ ଚାରିଆଡୁ ସମାଲୋଚନା

ଓଡ଼ିଶା ସମ୍ବାଦ ବ୍ୟୁରୋ:  ୟୁକ୍ରେନ୍ ଉପରେ ଘନ ଘନ ମିଶାଇଲ ମାଡ଼ କରୁଥିବା ଋଷକୁ ଜି-7 ଦେଶ ସମୁହ ଚେତାବନୀ ଦେଇଛନ୍ତି । ଆଗକୁ ୟୁକ୍ରେନକୁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ଜି-7 ରାଷ୍ଟ୍ରସମୁହ ଘୋଷଣା କରିଛନ୍ତି । ଜି-୭ ଦେଶଗୁଡିକ ସହ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦାମିର ଜେଲେନସ୍କି…

ଅନୁପ୍ରବେଶ ପାଇଁ ଡ୍ରୋନ ସହାୟତା ନେଉଛନ୍ତି ଆତଙ୍କବାଦୀ

କାଶ୍ମୀର: ପାକିସ୍ତାନ ଆତଙ୍କବାଦୀମାନେ କାଶ୍ମୀରରେ ହିଂସା ସୃଷ୍ଟି ପାଇଁ ରଣନୀତି ବଦଳାଇବାରେ ଲାଗିଛନ୍ତି । କାଶ୍ମୀରରୁ ଧାରା 370 ହଟିବା ପରେ ଆତଙ୍କବାଦୀଙ୍କ ପାଇଁ କାଶ୍ମୀର ଆଉ ସୁରକ୍ଷିତ ସ୍ଥାନ ହୋଇନାହିଁ । ତେଣୁ ସେମାନେ କାଶ୍ମୀର ଭିତରକୁ ଅନୁପ୍ରବେଶ ପାଇଁ ଡ୍ରୋନର ସହାୟତା ନେଉଛନ୍ତି…

ଉପସ୍ବାସ୍ଥ୍ୟ କେନ୍ଦ୍ରକୁ ଆଇଏସ୍‌ଓ ମାନ୍ୟତା

ବ୍ରହ୍ମପୁର:ଗଞ୍ଜାମ ଜିଲା ଧରାକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ଆର୍‌.ଦାମୋଦରପଲ୍ଳୀ ଉପସ୍ବାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ରକୁ ଆଇଏଏସ୍‌ଓ ମାନ୍ୟତା ମିଳିଛି। ଏନେଇ ଜିଲା ସ୍ବାସ୍ଥ୍ୟ ପ୍ରଶାସନ ତରଫରୁ ସୂଚନା ପ୍ରଦାନ କରାଯାଇଛି। ଲୋକମାନଙ୍କୁ ମାଗଣାରେ ସ୍ବାସ୍ଥ୍ୟ ସୁବିଧା ଏବଂ…

ଟାଇମ୍‍ସ ହାୟର ଏଜୁକେସନ୍‍ ରାଙ୍କିଙ୍ଗ ୨୦୨୩ ବିଶ୍ୱ ରାଙ୍କିଙ୍ଗରେ ଉପରକୁ ଉଠିଲା କିଟ୍‍

ଭୁବନେଶ୍ୱର: ଟାଇମ୍‍ସ ହାୟର ଏଜୁକେସନ୍‍ ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗରେ ଉପରକୁ ଉଠିଛି କିଟ୍‍ ବିଶ୍ୱବିଦ୍ୟାଳୟ। ବୁଧବାର ଟାଇମ୍‍ସ ହାୟର ଏଜୁକେସନ୍‍ ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ- ୨୦୨୩ ପ୍ରକାଶିତ ହୋଇଥିବା ବେଳେ ଏଥିରେ କିଟ୍‍ ଅତ୍ୟଧିକ ଭଲ ପ୍ରଦର୍ଶନ କରିଛି। ପୂର୍ବବର୍ଷ…

କଂଗ୍ରେସର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ? ଖଡ଼ଗେ କହିଲେ ‘‘ବକରିଦ୍ ମେ ବଚେଙ୍ଗେ ତୋ ମହରମ ମେ ନାଚେଙ୍ଗେ’’

ଭୋପାଳ: ଆଉ ୫ ଦିନ ରହିଲା କଂଗ୍ରେସର ସଭାପତି ନିର୍ବାଚନ । ଆସନ୍ତା ୧୭ ତାରିଖରେ ଅନୁଷ୍ଠିତ ହେବ କଂଗ୍ରେସର ବହୁ ପ୍ରତୀକ୍ଷିତ ସଭାପତି ପାଇଁ ନିର୍ବାଚନ । ନିର୍ବାଚନରେ ଯିଏ ବିଜୟୀ ହେବ ତାଙ୍କ ନିଷ୍ପତ୍ତି ଅନୁସାରେ ସାରା ଦେଶରେ କଂଗ୍ରେସ ଦଳ ଚାଲିବ । ତେବେ ନୂଆ ସଭାପତି ଆଗାମୀ ନିର୍ବାଚନରେ…