Latest Odisha News

BREAKING NEWS

Yearly Archives

2022

ଓସିଏ ଭୋଟର ତାଲିକାରେ ପ୍ରଣବଙ୍କ ନାଁ, କ୍ରିକେଟ ଉପରେ ଦ୍ବିତୀୟ କ୍ଷମତା କେନ୍ଦ୍ରଙ୍କ ନଜର !

ଭୁବନେଶ୍ୱର: ଆଗକୁ ଓଡ଼ିଶା କ୍ରିକେଟ ଆସୋସିଏସନର ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ବିଧାୟକ ତଥା ରାଜ୍ୟର ଦ୍ବିତୀୟ କ୍ଷମତା କେନ୍ଦ୍ର ପ୍ରଣବ ପ୍ରକାଶ ଦାସଙ୍କ ନାଁ ଓସିଏ ଭୋଟର ତାଲିକାରେ ଦେଖିବାକୁ ମିିଳିଛି। ଯାହାକୁ ନେଇ ଯାଜପୁରର ଏହି ବିଧାୟକ ଏବେ ରାଜନୀତି ପରେ କ୍ରିକେଟ ଉପରେ…

ଆହତ ଅଜଗରର ହେଲା ଅସ୍ତ୍ରୋପଚାର

ବ୍ରହ୍ମପୁର:ଗଞ୍ଜାମ ଜିଲା ଚିକିଟି ବ୍ଲକର ଆର୍‌.ସୁବାଣୀ ବସ୍‌ଷ୍ଟାଣ୍ଡ ନିକଟରୁ ମଙ୍ଗଳବାର ଗୁରୁତର ଆହତ ଅଜଗର ବୁଲୁଥିବା ଦେଖିବାକୁ ମିଳିଥିଲା। ସୂଚନା ପାଇ ବ୍ରହ୍ମପୁର ବନ ବିଭାଗ ଏବଂ ସ୍ନେକ ହେଲ୍‌ପଲାଇନର ସଦସ୍ୟମାନେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ । ସାପର ଲମ୍ବ ୯ ଫୁଟ ଥିବା ବେଳେ…

ତେଜିଲା ମନ୍ତ୍ରୀ ସମୀର ଦାସଙ୍କ ବହିଷ୍କାର ଦାବି, ଘେରିଲେ ବିଜେପି-କଂଗ୍ରେସ

ଭୁବନେଶ୍ୱର: ତୁରନ୍ତ ମନ୍ତ୍ରୀ ସମୀର ରଂଜନ ଦାସଙ୍କୁ ବହିଷ୍କାର କରାଯାଉ। ଏଭଳି ଦାବି କରିଛି ବିଜେପି। ନହେଲେ ତଦନ୍ତ ଠିକ୍ ଭାବେ ହୋଇପାରିବ ନାହିଁ, ଯେହେତୁ ସେ ଜଣେ ମନ୍ତ୍ରୀ। ନିମାପଡା ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ମାମଲାର ନିରପେକ୍ଷ ତଦନ୍ତ ଦାବି କରି ଏପରି…

କେରଳରେ ତାନ୍ତ୍ରୀକ ମହମ୍ମଦ ସାଫି ଦେଇଥିଲା ନର ବଳି : ଧନ ପ୍ରାପ୍ତି ପାଇଁ ମଣିଷ ମାଂସ ଖାଇଥିଲେ ମଣିଷ !

କୋଚି : ସମୟ ଯେତେ ବଦଳିଲେ ବି ମଣିଷ କିନ୍ତୁ ବଦଳି ପାରୁନାହିଁ । ପୁଣି ଗୁଣିଗାରେଡ଼ି, ନରବଳି ସମାଜରେ ଲୋକଙ୍କୁ ଜାବୁଡ଼ି ଧରୁଛି । କେରଳରେ ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଯାହାକୁ ନେଇ ସାରା ଭାରତରେ ଚର୍ଚା ଚାଲିଛି । ନର ବଳି  ମାମଲାକୁ ନେଇ ପୁଲିସ୍‌ ଯାହା କହିଛି ତାହା ଯଦି ସତ୍ୟ…

ହାତୀଓଟ ଓଏଭି ଦେଶର ପଞ୍ଚମ ଶ୍ରେଷ୍ଠ ବିଦ୍ୟାଳୟ

ବ୍ରହ୍ମପୁର: ଗଞ୍ଜାମ ଜିଲା ପୋଲସରା ବ୍ଲକସ୍ଥିତ ହାତୀଓଟ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପୁଣି ଥରେ ଜାତୀୟ ସ୍ତରୀୟ ରାଙ୍କିରେ ପୁଣି ଥରେ ବାଜି ମାରିଛି। ଜାତୀୟ ସ୍ତରୀୟରେ ଶ୍ରେଷ୍ଠ ସରକାରୀ ବିଦ୍ୟାଳୟ ତାଲିକାରେ ହାତୀଓଟ ଓଏଭି ପଞ୍ଚମ ସ୍ଥାନରେ ରହିଛି। ଏଜୁକେସନ ୱାର୍ଲଡ ଇଣ୍ଡିଆ ସ୍କୁଲ…

ସୌରଭ ଗାଙ୍ଗୁଲିଙ୍କୁ ନେଇ ବିଜେପି-ଟିଏମସି ମୁହାଁମୁହିଁ

କୋଲକାତା: ବିସିସିଆଇ ସଭାପତି ନିର୍ବାଚନକୁ ନେଇ ତେଜିଛି ରାଜନୀତି। ପଶ୍ଚିମବଙ୍ଗର ଶାସକ ଦଳ ଟିଏମସି ବିରୋଧୀ ବିଜେପି ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛି। ଟିଏମସି କହିଛି ଯେ ବିଜେପି ସୌରଭ ଗାଙ୍ଗୁଲିଙ୍କୁ ଅପମାନିତ କରିବାକୁ ଚେଷ୍ଟା କରୁଛି। ଗେରୁଆ ଦଳ ପୂର୍ବତନ ଅଧିନାୟକ ସୌରଭ…

ଆଇପିୟୁର କାର୍ଯ୍ୟକାରୀ କମିଟିକୁ ନିର୍ବାଚିତ ହେଲେ ଅପରାଜିତା

ଭୁବନେଶ୍ୱର: ଅନ୍ତଃସଂସଦୀୟ ୟୁନିୟନ ( ଆଇପିୟୁ)ର କାର୍ଯ୍ୟକାରିଣୀ କମିଟିକୁ ନିର୍ବାଚିତ ହୋଇଛନ୍ତି ଭୁବନେଶ୍ବର ସାଂସଦ ତଥା ବିଜେପି ନେତ୍ରୀ ଅପରାଜିତା ଷଡ଼ଙ୍ଗୀ। ଅପରାଜିତା ନିର୍ବାଚିତ ହେବା ପରେ ଏହି କମିଟିରେ ଭାରତ ସଭାପତି ପଦ ହାସଲ କରିଛି। ଆଉ ଦୁଇ ଦଶନ୍ଧି ପରେ ଭାରତ ପାଖକୁ ଏହି ପଦ…

୩ ବର୍ଷ ପାଇଁ ବାସନ୍ଦ ହେଲେ ଭାରତର ଡିସକସ ଥ୍ରୋୟର କମଲପ୍ରୀତ

ନୂଆଦିଲ୍ଲୀ: ଆଥଲେଟିକ୍ସ ଇଂଟିଗ୍ରିଟି ୟୁନିଟ ଭାରତର ଅଲିମ୍ପିଆନ ଡିସକସ ଥ୍ରୋୟର କମଲପ୍ରୀତ କୌରଙ୍କୁ ୩ ବର୍ଷ ପାଇଁ ବାସନ୍ଦ କରିଛି । ପଞ୍ଜାବର ଏହି ୨୬ ବର୍ଷୀୟା ଆଥଲେଟ ନିଷିଦ୍ଧ ଡ୍ରଗ୍ସ ସେବନରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ମାର୍ଚ୍ଚ ୨୯ରୁ କମଲପ୍ରୀତଙ୍କ ଉପରେ ଏହି ଦଣ୍ଡାଦେଶ ଲାଗୁ…

ଧାମନଗର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି

ଭୁବନେଶ୍ୱର: ତିହିଡି ବ୍ଲକ ଅଧକ୍ଷ୍ଯା ଶ୍ରୀମତୀ ଅବନ୍ତୀ ଦାସ ଧାମନଗର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ହୋଇଛନ୍ତି। ମିଶନ ଶକ୍ତି ଏସଏଚଜିରେ ତାଙ୍କର ଦୀର୍ଘ ଅଭିଜ୍ଞତା ରହିଛି। ଧାମନଗର ବିଧାନସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଉପରେ ସମସ୍ତଙ୍କର ନଜର ଥିଲା। ଆଜି ଭଦ୍ରକ ବିଜେଡି ନେତା…

ଶରୀରରେ ଗୁଡ୍ କୋଲେଷ୍ଟ୍ରଲ୍ ବୃଦ୍ଧି କରିବେ କିପରି?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜିକାଲିର ଅସ୍ୱାସ୍ଥ୍ୟକର ପରିବେଶ ଏବଂ ଭୁଲ ଖାଦ୍ୟ ଶୈଳୀ ଆମକୁ ଅନେକ ସମୟରେ ବିଭିନ୍ନ ସମସ୍ୟାରେ ପକାଇଥାଏ। ଫଳରେ ଆମେ ଅନେକ ରୋଗର ଶିକାର ହୋଇଥାଉ। ଏହି ରୋଗମାନଙ୍କ ମଧ୍ୟରେ ହୃଦଘାତ ଏବଂ କୋଲେଷ୍ଟ୍ରଲ ଆଦି ସମସ୍ୟା ଅନେକ ମାତ୍ରାରେ ବୃଦ୍ଧି ପାଉଛି। ଅତ୍ୟଧିକ…