ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୩୦୭
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଏକ ବିଶେଷ ଯାତ୍ରା ହେଲା ଚନ୍ଦନ ଯାତ୍ରା ଏବଂ ଏହି ଚନ୍ଦନ ଯାତ୍ରା ଦୁଇଟି ପର୍ଯାୟରେ ସଂଘଟିତ ହୁଏ।
ପ୍ରଥମଟି ବୈଶାଖ ଶୁକ୍ଳ ତୃତୀୟା, ଯାହାକି ଅକ୍ଷୟ…