ଭାଷା ଭାଗବତ : ସବୁ ଶୁଣେ କାନ
ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ସ୍ତୋତ୍ର ଓ ମଂତ୍ର ଉଚ୍ଚାରଣ
ଅଖଂଡ ନାମ ସଂକୀର୍ତନ
ବାଗ୍ମୀଂକ ଓଜସ୍ବୀ ଭାଷଣ
ଏ ସବୁ ଶୁଣେ ଆମ କାନ
ଜନଗୋଷ୍ଠୀରେ ପ୍ରବଚନ
ପାଲାରେ ଧ୍ବନି ଓ ଗାୟନ
ଲୋକଂକ କଥୋପକଥନ
ସବୁ ଶୁଣେ ଆମର କାନ
ହାଟେ ବଜାରେ ଗଂଡଗୋଳ
ଜୁଆ…