Latest Odisha News

BREAKING NEWS

Yearly Archives

2022

ଭୁବନେଶ୍ୱରରେ ଘରୋଇ ନର୍ସିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଘରୋଇ ନର୍ସିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ।  ଭୁବନେଶ୍ବର ଏୟାରଫିଲ୍ଡ ଥାନା ଜାମୁକୋଳି ଅଞ୍ଚଳ କଲେଜ ହଷ୍ଟେଲରୁ ମୃତ ନର୍ସିଂ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଛାତ୍ରୀଙ୍କ ଘର ବଲାଙ୍ଗିରରେ ବୋଲି  ଜଣାପଡିଛି ।  ଏହା ହତ୍ୟା ନା ଆତ୍ମହତ୍ୟା ତାହା ପୋଲିସ ତଦନ୍ତ…

ଆସନ୍ତାକାଲି ଗୁରୁଦିବସ, ପୁରସ୍କାରପ୍ରାପ୍ତ ଶିକ୍ଷକଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆସନ୍ତାକାଲି  ଗୁରୁ ଦିବସ  । ଏହି ଅବସରରେ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ  ଅପରାହ୍ନ ୪.୩୦ରେ  ଜାତୀୟ ଶିକ୍ଷକ ପୁରସ୍କାର, ୨୦୨୨ର ବିଜେତା ଶିକ୍ଷକମାନଙ୍କ ସହ ଆଲୋଚନା କରିବେ । ପ୍ରତିବଦ୍ଧତା ଓ କଠିନ ପରିଶ୍ରମ ଦ୍ୱାରା ଯେଉଁମାନେ ଛାତ୍ରଛାତ୍ରୀଙ୍କ ଜୀବନ ଗଢ଼ିଛନ୍ତି,  ସ୍କୁଲ…

କଂଗ୍ରେସରୁ ଆଜାଦ ହେବା ପରେ ଏବେ ପାର୍ଟି ପାଇଁ ଦେବେ ହିନ୍ଦୁସ୍ତାନୀ ନାମ

ଶ୍ରୀନଗର: କଂଗ୍ରେସ ସହ ଦୀର୍ଘ ଦିନର ସମ୍ପର୍କ ଚ୍ଛିନ୍ନ କରିବା ପରେ ଏବେ ଗୁଲାମ ନବୀ ଆଜାଦ ତାଙ୍କ ରାଜନୈତିକ କ୍ୟାରିୟରର ଦ୍ୱିତୀୟ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି । ରବିବାର ଜମ୍ମୁର ସୈନିକ ସ୍କୁଲରେ ସେ ତାଙ୍କ ପ୍ରଥମ ରାଲୀ କରିଛନ୍ତି । କଂଗ୍ରେସକୁ ଟାର୍ଗେଟ କରିବା ସହ ସେ ତାଙ୍କ ନୂତନ…

ସ୍ତ୍ରୀକୁ ହତ୍ୟା ପରେ ପାଇଖାନା ଟାଙ୍କିରେ ପୋତି ଥିଲା ସ୍ୱାମୀ

କୋରାପୁଟ: କାଳ ହେଲା ଘର କଳି । ସ୍ତ୍ରୀକୁ ମାରି ପାଇଖାନା ଟାଙ୍କିରେ ପୋତି ଦେଲା ସ୍ୱାମୀ । ଅଜବ ଲାଗୁଥିଲେ ବି ଘଟଣାଟି ସତ । କୋରାପୁଟ ଜିଲ୍ଲା କାକିରିଗୁମ୍ମା ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି । ଯାହା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସୂଚନା ଅନୁସାରେ, ଦଶରଥ ସାହୁ ଓ…

ରୋମାଞ୍ଚକର ମ୍ୟାଚରେ ଶେଷ ଓଭରରେ ଜିତିଲା ପାକିସ୍ତାନ

ଓଡ଼ିଶା ସମ୍ବାଦ ବ୍ୟୁରୋ:  ଆଜି ପୁଣି ଏକ ରୋମାଞ୍ଚକର ମ୍ୟାଚରେ ଶେଷ ଓଭରରେ ଜିତିଲା ପାକିସ୍ତାନ ।  ଏସିଆ  କପରେ ପାକିସ୍ତାନ ଆଗରେ ଭାରତ ୧୮୨ ରନ୍  ଟାର୍ଗେଟ ଦେଇଥିଲା । ତେବେ ଅର୍ଶଦୀପଙ୍କ ଶେଷ ଓଭରରେ 7 ରନ କରିବାକୁ ଥିବା ବେଳେ ପାକିସ୍ତାନ ଭାରତକୁ 5 ଉଇକେଟରେ ପରାସ୍ତ କରିଛି ।  ଗୋଟେ…

ରାଜ୍ୟ ସରକାରଙ୍କୁ ଘେରିବ ବିଜେପି ମହିଳା ମୋର୍ଚ୍ଚା

ଭୁବନେଶ୍ୱର : ଏନସିଆରବି ରିପୋର୍ଟ-୨୦୨୧ରେ ରାଜ୍ୟରେ ମହିଳା ବିରୋଧୀ ହିଂସା  ବୃଦ୍ଧି ପାଇଥିବାର ଉଲ୍ଲେଖ ରହିଛି  ।  ମହିଳା ଅପହରଣ, ମହିଳା ଅସଦାଚରଣ, ବଳାତ୍କାର, ନାବାଳିକା ଯୈାନ ନିଯ୍ୟାତନା, ମହିଳା ଉତ୍ପୀଡନ ପୂର୍ବ ବର୍ଷ ଅପେକ୍ଷା ବୃଦ୍ଧି ପାଇଛି୍  ।  ୨୩ ବର୍ଷର ନିରୁଙ୍କଶ ଶାସନ ପରେ…

୨ ଛୁଆକୁ ଛାଡ଼ି ମାଆ ଫେରାର୍, ଥାନାରେ ଏତଲା

ବାଲିଗୁଡ଼ା: ଦୁଇ ଛୁଆକୁ ଛାଡ଼ି ମାଆ କେଉଁ ଆଡ଼େ ଫେରାର୍ । ଏଭଳି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ସାରିଙ୍ଗିଇର୍ପି ଗାଁରୁ । ଅଭିଯୋଗ ପ୍ରକାରେ ଗାଁର ରାଉତ ପ୍ରଧାନଙ୍କ ପତ୍ନୀ ରାନୀ ନାୟକ ନିଜର ଦୁଇ ଛୁଆଙ୍କୁ ଛାଡ଼ି କେଉଁ ଆଡ଼େ ପଳାଇଛନ୍ତି । ଏନେଇ ପରିବାର ଲୋକେ…

ମ୍ୟାଗସେସେ ପୁରସ୍କାର ନେବାକୁ ମନା କଲେ କେରଳର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ଶୈଳଜା

ନୂଆଦିଲ୍ଲୀ: କେରଳର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ କେକେ ଶୈଳଜା ସମ୍ମାନଜନକ ମ୍ୟାଗସେସେ ପୁରସ୍କାର ନେବାକୁ ମନା କରିଦେଇଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ତାଙ୍କ କାର୍ଯ୍ୟକଳାପକୁ ଆଖି ଆଗରେ ରଖାଯାଇ ଏହି ପୁରସ୍କାର ପାଇଁ ଚୟନ କରାଯାଇଥିଲା । ନିପା ଭାଇରସ ଓ କୋଭିଡ ମହାମାରୀ ପରି ରୋଗର…

ମୁକ୍ତା ଯୋଜନାର କାର୍ଯ୍ୟକାରିତାରେ ତ୍ରୁଟି ପାଇଁ କଠୋର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର :  ଭାରତରେ ସର୍ବ ପ୍ରଥମ  ଏବଂ ସହରାଞ୍ଚଳରେ ରହୁଥିବା ଦୁର୍ବଳ ସହରାଞ୍ଚଳ ଶ୍ରମିକ ତଥା ପ୍ରବାସୀ ଶ୍ରମିକଙ୍କ ପାଇଁ ଜୀବିକା ସୁଯୋଗ ସୁନିଶ୍ଚିତ କରିବା ପାଇଁ  ଓଡ଼ିଶା ସରକାରଙ୍କ ପକ୍ଷରୁ ୨୦୨୦ ମସିହାରେ ‘ମୁକ୍ତା ଯୋଜନାର ଶୁଭାରମ୍ଭ କରା ଯାଇଥିଲା। ଯେଉଁ ଉଦ୍ଦେଶ୍ୟରେ…

ଛାତ୍ରୀଙ୍କୁ ଅପହରଣ ପରେ ୪ ଦିନ ଧରି ସ୍କୁଲ୍ ଗାଡ଼ି ଡ୍ରାଇଭର ଦୁଷ୍କର୍ମ କରିଥିବା ଅଭିଯୋଗ

ପାରାଦୀପ: ପାରାଦୀପରେ ଲଜ୍ଜା । ଅପହରଣ ପରେ ଛାତ୍ରୀଙ୍କୁ ୪ ଦିନ ଧରି ଦୁଷ୍କର୍ମ ସହ ସ୍କୁଲ୍ ଗାଡ଼ି ଡ୍ରାଇଭର ଅତ୍ୟାଚାର କରିଥିବା ଅଭିଯୋଗ ହୋଇଛି । ଏନେଇ ପାରାଦୀପ ଲକ୍ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ଅଭିଯୁକ୍ତ ଅନୀଲ ନାୟକ ଓରଫ ଚିନୁକୁ ଗିରଫ କରିଛି । ନାବାଳିକାଙ୍କ ଡାକ୍ତରୀ…