Latest Odisha News

BREAKING NEWS

Yearly Archives

2022

ଜ୍ୟାକଲିନଙ୍କୁ କୋର୍ଟକୁ ଟାଣିଲେ ନୋରା, ଦାୟର କଲେ ମାନହାନୀ ମୋକଦ୍ଦମା

ମୁମ୍ବାଇ: ବଲିଓଡ ଅଭିନେତ୍ରୀ ନୋରା ଫତେହି ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କ ବିରୋଧରେ ମାନହାନୀ ମକଦ୍ଦମା ଦାୟର କରିଛନ୍ତି। ନୋରା ଅଭିଯୋଗ କରିଛନ୍ତି ଯେ ଜ୍ୟାକଲିନ ତାଙ୍କ ବିବୃତ୍ତି ମାଧ୍ୟମରେ ତାଙ୍କ ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିଛନ୍ତି। ସେ ଆଇପିସିର ଧାରା…

୨୬/୧୧ ଶୈଳୀରେ ଆକ୍ରମଣ! କାବୁଲରେ ଚୀନ ନାଗରିକ ରହୁଥିବା ହୋଟେଲରେ ଗୁଳି ବର୍ଷା

କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲର ଏକ ହୋଟେଲରେ ବୋମା ଜରିଆରେ ଆକ୍ରମଣ ହୋଇଛି। ଚୀନର ଅଧିକାରୀ ଏବଂ ବ୍ୟବସାୟୀମାନେ ପ୍ରାୟତଃ ଏହି ହୋଟେଲରେ ରହିଥା’ନ୍ତି। ଏହା ଚୀନ୍ ଅଧିକାରୀଙ୍କ ଆଶ୍ରୟସ୍ଥଳ ଭାବରେ ଜଣାଶୁଣା। ଆକ୍ରମଣକାରୀମାନେ ଏବେ ମଧ୍ୟ ଉପସ୍ଥିତ ରହି ଏହି ହୋଟେଲରେ ଗୁଳି…

ନବୀନ କାହାକୁ ଭରସା କରିବେ ମୋଦୀ ନା ନୀତିଶ?

ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରରେ କାହା ସହିତ ରହିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ସାଧାରଣ ନିର୍ବାଚନକୁ ଆଉ ୨ ବର୍ଷରୁ କମ୍ ସମୟ ରହିଛି । ଏହା ପୂର୍ବରୁ ନବୀନଙ୍କ ଆଭିମୁଖ୍ୟ ଉପରେ ନଜର ରଖିଛନ୍ତି ଅନେକ…

ଯାଜପୁରର ପୂର୍ବତନ ସାଂସଦ ମୋହନ ଜେନାଙ୍କ ବିୟୋଗ

ଭୁବନେଶ୍ୱର: ପୂର୍ବତନ ସାଂସଦ ମୋହନ ଜେନାଙ୍କ ବିୟୋଗ। ସେ ଯାଜପୁର ଲୋକସଭା ଆସନରୁ ଦୁଇ ଥର ନିର୍ବାଚିତ ହୋଇଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା। ମୋହନ ଜେନା ବିଭିନ୍ନ ରୋଗରେ ପୀଡ଼ିତ ଥିଲେ ବୋଲି ସୂଚନା ରହିଛି। ତାଙ୍କ ଝିଅ ଆଦ୍ୟା ଅନନ୍ଦିତା କହିଛନ୍ତି, ସେ ଚାରି ବର୍ଷ…

ଏକାଠି ହେଲେ ପ୍ରେମପକ୍ଷୀ, ବଙ୍ଗାଳୀ ବୋହୂ ସାଜିଲେ ରୁଷୀୟ କନ୍ୟା

ନୂଆଦିଲ୍ଲୀ : ପ୍ରେମ ଶାଶ୍ୱତ ଓ ଚିରନ୍ତନ । ପ୍ରେମରେ ଭରି ରହିଥାଏ ବିଶ୍ୱାସ  । ପ୍ରେମ କୌଣସି ପ୍ରତିବନ୍ଧକ ମାନିନଥାଏ  । କଥାରେ ଅଛି ପ୍ରେମ ପାଇଁ ସାତ ସମୁଦ୍ର ପାର କରିଯାଆନ୍ତି ପ୍ରେମଚଢ଼େଇ । ତେବେ ଏହି କଥାକୁ ବାସ୍ତବ ରୂପ ଦେଇ ପ୍ରେମର ପରିଭାଷାକୁ ବୁଝିଛନ୍ତି ଜଣେ ରୁଷୀୟ ଯୁବତୀ  ।…

ନାଳ ପାଖେ ଅଟକି ଯାଇଛି ସ୍ୱାସ୍ଥ୍ୟସେବା, ଷ୍ଟ୍ରେଚରରେ ବୁହା ହେଉଛନ୍ତି ଗର୍ଭବତୀ

ଢେଙ୍କାନାଳ: ଢେଙ୍କାନାଳର ଏଇ ନାଳ ନିକଟରେ ଅଟକି ଯାଉଛି ସରକାରଙ୍କର ସବୁ ସ୍ୱାସ୍ଥ୍ୟ ଯୋଜନା । ଗୁରୁତର ରୋଗୀ ହୁଅନ୍ତୁ ବା ଗର୍ଭବତୀ, ଏଇଠି ସମସ୍ତଙ୍କ ବାଟ ଅଟକାଇ ଦିଏ ,  ବିକାଶର ପଥରୋଧ କରେ ଏଇ ନାଳ। ଢେଙ୍କାନାଳ ଜିଲ୍ଲାର ଆଦିବାସୀ ଅଧୁଷିତ ଏଇ ଅଞ୍ଚଳ ଆଜି ଏଇ ନାଳ ପାଇଁ ଅପହଞ୍ଚ…

ଜଗବନ୍ଧୁ ଓ ଅର୍ଚ୍ଚନାଙ୍କୁ ମୁହାଁମୁହିଁ ଜେରା କରିବାକୁ ଯୋଜନା କରୁଛି ଇଡି?

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ରିମାଣ୍ଡ ଅବଧି ଆଜି ଶେଷ ହେଉଛି। ଏହା ପୂର୍ବରୁ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏହି ମାମଲାରେ ଜଡିତ ଥିବା ହାଇ ପ୍ରୋଫାଇଲ ବ୍ଯକ୍ତିଙ୍କ ବାବଦରେ ଅଧିକ ଜାଣିବାକୁ ମାଷ୍ଟରମାଇଣ୍ଡ ଅର୍ଚ୍ଚନା ଏବଂ ତାଙ୍କ ସ୍ୱାମୀ…

କାଶ୍ମୀରକୁ ନେଇ କ’ଣ କହିଲା ମୁସଲିମ୍ ଦେଶର ସଂଗଠନ OIC ?

ନୂଆଦିଲ୍ଲୀ: କାଶ୍ମୀର ବିବାଦକୁ ନେଇ ଇସଲାମିକ୍ ଦେଶର ସଂଗଠନ OIC (ଅର୍ଗାନାଇଜେସନ୍ ଅଫ୍ ଇସଲାମିକ୍ କୋଅପରେସନ୍) ପୁଣି ଥରେ ମନ୍ତବ୍ୟ ଦେଇଛି । କାଶ୍ମୀର ପ୍ରସଙ୍ଗରେ ଭାରତ-ପାକିସ୍ତାନ ମଧ୍ୟରେ ଆଲୋଚନାର ରାସ୍ତା ପାଇଁ ସଂଗଠନ ଏକ ପ୍ଲାନ୍ ଉପରେ କାମ କରୁଥିବା କହିଛି । ପିଓକେ ଗସ୍ତ ପରେ…

ବିଳମ୍ବିତ ରାତି ଯାଏ ବାର ଚଳାଇବା ପଡ଼ିଲା ମହଙ୍ଗା

ଭୁବନେଶ୍ୱର: ବିଳମ୍ବିତ ରାତି ପର୍ଯ୍ୟନ୍ତ ବାର ଚଲାଇବା ପଡିଲା ମହଙ୍ଗା। ଦୁଇଟି ବାରକୁ ଅବକାରୀ ବିଭାଗ କାରଣ ଦର୍ଶାଅ ନୋଟିସ ଜାରି କରିଛି। ଏହି ଦୁଇ ବାର ହେଲେ ଏକାମ୍ର ବାର ଓ ରଙ୍ଗିଲା ବାର। ଗତକାଲି ଅବକାରୀ ଟିମ୍ ଏକକାଳୀନ 8ଟି ବାରରେ ଚଢ଼ାଉ କରିଥିଲା। ଲକ୍ଷ୍ମୀସାଗର ପୋଲିସ ସହାୟତାରେ ଏହି…

ଖାଦ୍ୟରୁ ବାହାରିଲା ଚୁଟି, ରାଗରେ ସ୍ତ୍ରୀକୁ ଲଣ୍ଡା କଲା ସ୍ୱାମୀ

ଉତ୍ତରପ୍ରଦେଶ : ମହିଳା ମାନଙ୍କ ସୌନ୍ଦର୍ଯ୍ୟ ବୃଦ୍ଧି କରାଇଥାଏ କେଶ  । କେଶ କିଛି ଲୋକ ପସନ୍ଦ କରୁଥିବା ବେଳେ କିଛି ଲୋକ ଘୃଣା କରିଥାଆନ୍ତି  । ବିଶେଷ କରି କୌଣସି ଖାଦ୍ୟରୁ ଚୁଟି ବାହାରିଲେ ଲୋକମାନେ ବିରକ୍ତ ହୋଇଥାଆନ୍ତି  । ତେବେ ଚୁଟିକୁ ନେଇ ଏଭଳି ଏକ ଘଟଣା ଘଟିଛି ଯାହା ଆପଣମାନେ…