Latest Odisha News

BREAKING NEWS

Yearly Archives

2022

[ଦେଖନ୍ତୁ ଭିଡିଓ] ବାହାଘର ପ୍ରସେନରେ ଜୀଅନ୍ତା ନାଗ ନେଇ ନାଚିବା ପଡ଼ିଲା ମହଙ୍ଗା,୫ ଅଟକ

ମୟୁରଭଞ୍ଜ  : ବାହାଘର ପ୍ରସେନରେ ଜୀଅନ୍ତା ନାଗନାଗୁଣୀ ନେଇ ନାଚିବା ପଡ଼ିଲା ମହଙ୍ଗା। ସାପ ଖେଳାଳି ସମେତ ୫ଜଣ ଅଟକ। ତା ସହିତ ସାପକୁ ଉଦ୍ଧାର କରିଛି ବନ ବିଭାଗ। ଭଲରେ ଦେଖନ୍ତୁ ଏହି ଦୃଶ୍ୟକୁ। ଏକ ବାହାଘର ପ୍ରସେସନରେ ନିରୀହ ଜୀବମାନଙ୍କୁ ଛାଡିଲାନି ମଣିଷ। ନିଜ ଆଭିଜାତ୍ୟ ଆଉ ମନୋରଞ୍ଜନ…

AIPH ବିଶ୍ୱବିଦ୍ୟାଳୟକୁ ‘ଆଉଟ୍‌ଷ୍ଟାଣ୍ଡିଂ ୟୁନିଭର୍ସିଟି’ ପୁରସ୍କାର

ଭୁବନେଶ୍ୱର: AIPH ବିଶ୍ୱବିଦ୍ୟାଳୟକୁ ‘ଆଉଟ୍‌ଷ୍ଟାଣ୍ଡିଂ ୟୁନିଭର୍ସିଟି’ ପୁରସ୍କାର । ଜନସ୍ୱାସ୍ଥ୍ୟ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ରାଜ୍ୟର ପ୍ରଥମ ଉଚ୍ଚଶିକ୍ଷାନୁଷ୍ଠାନ ଭାବେ ଏହି ପୁରସ୍କାର ମିଳିଛି । ଶିକ୍ଷାକ୍ଷେତ୍ରରେ ସାମଗ୍ରିକ ଉତ୍କର୍ଷତା ପାଇଁ ‘ୱାର୍ଲ୍ଡ ଏଜୁକେସନ କଂଗ୍ରେସ’ ପକ୍ଷରୁ…

ଅପରାଜିତାଙ୍କୁ ଅଣ ଓଡ଼ିଆ କହି ଟାର୍ଗେଟ କଲେ ସୋନାଲି ସାହୁ

ଭୁବନେଶ୍ୱର: ରାଜ୍ୟ ବିଜେପିରେ କିଛି ଠିକଠାକ ନାହିଁ । ପୁରୀ ଐତିହ୍ୟ ପ୍ରକଲ୍ପକୁ ନେଇ ମୁତ୍ୟତଃ ଦୁଇ କ୍ୟାମ୍ପ ମଧ୍ୟରେ ଛକାପଞ୍ଜା ଚାଲିଛି । ସାଧାରଣ ନିର୍ବାଚନ ବେଳେ କଂଗ୍ରେସରୁ ଆସି ବିଜେପିରେ ସାମିଲ ହୋଇଥିବା ସୋନାଲି ସାହୁ ନିଜ ସୋଶିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ…

ତାତିରୁ ମିଳିବ ଟିକିଏ ଆଶ୍ୱସ୍ତି, ଆଞ୍ଚଳିକ ପାଣିପାଗ କେନ୍ଦ୍ର ଦେଲା ସୂଚନା

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଥିବା ହିଟ-ୱେବରେ ଲାଗିବ ବ୍ରେକ । କାଳବୈଶାଖୀ ପ୍ରଭାବରେ ଆଗାମୀ ୩ ଦିନ ପରେ ରାଜ୍ୟରେ କମିବ ତାପମାତ୍ରା । ଏହି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ମେ ୧ ରୁ ୨ ମଧ୍ୟରେ ତାପମାତ୍ରା ଦିନ ବେଳା ୨ ଡିଗ୍ରୀ ଯାଏଁ କମିବ ବୋଲି ଆକଳନ କରିଛି ଆଞ୍ଚଳିକ…

ସୁରକ୍ଷା ପାଇଁ ବ୍ଲାକ ସିରେ ରୁଷ ନିୟୋଜିତ କରିଛି ଡଲଫିନ ସେନା

ମସ୍କୋ: ବ୍ଲାକ ସିରେ ରୁଷ ନିୟୋଜିତ କରିଛି ଡଲଫିନ ସେନା । କୌଣସି ବିପଦ ଆସିବା ପୂର୍ବରୁ ପ୍ରଶିକ୍ଷିତ ବିଭିନ୍ନ ପ୍ରଜାତିର ମାଛ ଆଗୁଆ ସତର୍କ କରି ଦିଅନ୍ତି । ୟୁନାଇଟେଡ ଷ୍ଟେଟସ ନାଭାଲ ଇନଷ୍ଟିଚ୍ୟୁଟ ଏହି ତଥ୍ୟ ପ୍ରଦାନ କରିଛି । ରୁଷର ସବୁଠାରୁ ବଡ ନୌସେନା ବେସ ସେବାସ୍ତୋପଲରେ ଏମାନଙ୍କୁ…

ରାଜଧାନୀରେ ଲୋମଟାଙ୍କୁରା ଘଟଣା, ଛୁଆକୁ ହତ୍ୟା କରି ଝୁଲିପଡିଲେ ବାପ ଓ ମା

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ବନ୍ଦ ଘରୁ ମିଳିଲା ୩ ମୃତଦେହ । ୧୫ମାସର ଶିଶୁ କନ୍ୟାକୁ ହତ୍ୟା ପରେ ଝୁଲି ପଡିଲେ ବାପା ଓ ମା। ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱର ପ୍ଲଟ ନମ୍ପର ୧୫୦୮ରେ ଦେଖିବାକୁ ମିଳିଛି ଏପରି ଘଟଣା। ବୁଧବାର ରାତି ପ୍ରାୟ ୯ଟା ୩୦ସମୟର ତିନି ମୃତ ଦେହକୁ ଜବତ ପରେ…

ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ସାରା ଦେଶରେ ଏବେ କରୋନା ସଂକ୍ରମଣ ବଢୁଛି । ଖାସ କରି ରାଜଧାନୀ ଦିଲ୍ଲୀରେ ସଂକ୍ରମଣ ବଢୁଛି । ଏହାକୁ ନଜରରେ ରଖି ଆସନ୍ତା ୩ ରୁ ୪ ସପ୍ତାହ ପରେ ରାଜ୍ୟରେ ସଂକ୍ରମଣ ବଢିବାର ଆଶଙ୍କା ରହିଛି । ରାଜ୍ୟରେ ଏବେ ପିଜିଟିଭିଟି ୨୦ ତଳେ ରହିଛି । ହସ୍ପିଟାଲାଇଜେସନ ନାହିଁ ବୋଲି…

ବେଲଜିୟମ ଚକୋଲେଟ ନେଇ ଚେତାଇଲା ହୁ

ଜେନେଭା: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ବେଲଜିୟମର ଏକ ନିର୍ଦ୍ଦିଷ୍ଟ ପ୍ରକାର ଚକୋଲେଟ ଉପରେ ସତର୍କତା ସୂଚନା ଜାରୀ କରିଛି । ଏହି ଚକୋଲେଟ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ହୁ କହିଛନ୍ତି । ଏହି ଚକୋଲେଟରେ ସଲମୋନେଲା ନାମକ ଏକ ବିଷାକ୍ତ ପଦାର୍ଥ ରହୁଛି ଯାହା କି ଅତ୍ୟନ୍ତ ବିପଜ୍ଜନକ ।…

ୟୁକ୍ରେନ ଉପରେ ରୁଷ ଆକ୍ରମଣର ଆଉ ଏକ କାରଣ କଣ ଧଳା ସୁନା !

କୀଭ: ୟୁକ୍ରେନ ଉପରେ ରୁଷ ଆକ୍ରମଣର ୨ ମାସ ପୂର୍ଣ୍ଣ ହେବାକୁ ଯାଉଛି । ନାଟୋ ସହିତ ୟୁକ୍ରେନ ସମ୍ପର୍କକୁ ଏହାର ମୁଖ୍ୟ କାରଣ କୁହା ଯାଉଥିଲେ ମଧ୍ୟ ୟୁକ୍ରେନରେ ଥିବା ଧଳା ସୁନା ଏହାର ଆଉ ଏକ କାରଣ ଭାବେ ବିବେଚନା କରାଯାଉଛି । ଧଳା ସୁନା ବା ଲିଥିୟମ ଡୋନାବସର ପୂର୍ବାଂଚଳରେ ମାଟି ତଳେ ବହୁ…

ପ୍ରବଳ ଖରା: ଏପ୍ରିଲ ୩୦ ପରେ ସ୍କୁଲ ଖୋଲିବ କି ନାହିଁ ଜବାବ ରଖିଲେ ମନ୍ତ୍ରୀ

ଭୁବନେଶ୍ୱର: ସାରା ଓଡ଼ିଶାରେ ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଫଳରେ ରାଜ୍ୟ ସରକାର ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ସ୍କୁଲ, କଲେଜ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ବାଧ୍ୟ ହୋଇଛନ୍ତି। ନିଷ୍ପତ୍ତି ଅନୁୟାୟୀ, ୨୦୨୨ ଏପ୍ରିଲ ୩୦ ଯାଏ ସାମୟିକ ଭାବେ ସ୍କୁଲ ବନ୍ଦ କରିବାକୁ ସରକାର…