କ’ଣ ଥିଲା ପଲିଗ୍ରାଫ ଟେଷ୍ଟ ବେଳେ ଗୋପାଳଙ୍କୁ ପଚରା ଯାଇଥିବା ସେହି ୨୬ ପ୍ରଶ୍ନ ?
ଭୁବନେଶ୍ୱର:ଆସିଛି ଗୋପାଳ ଦାସର ପଲିଗ୍ରାଫ ଟେଷ୍ଟ ରିପୋର୍ଟ । ପଲିଗ୍ରାଫି ଟେଷ୍ଟ ବେଳେ ତାଙ୍କୁ ୨୬ ଟି ପ୍ରଶ୍ନ ପଚରା ଯାଇଥିଲା । ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଅନେକ ସତ ଉଗାଳିଛି ଗୋପଳ । ପଲିଗ୍ରାଫ ଟେଷ୍ଟରେ ଗୋପଳ ମନ୍ତ୍ରୀ ନବ ଦାସଙ୍କ ବିରୋଧରେ ଏକପ୍ରକାର ବିଷୋଦଗାର କରିଛି।…