Latest Odisha News

BREAKING NEWS

Yearly Archives

2023

‘ଇଣ୍ଡିଆ’କୁ ନେଇ ଛାନିଆଁ, ଦେଶର ନାଁ ବଦଳାଇବ ବିଜେପି !

ଭୁବନେଶ୍ୱର: ବିରୋଧୀ ମେଣ୍ଟ ଇଣ୍ଡିଆକୁ ନେଇ ବିଜେପି ଲଗାତର ବିରୋଧୀଙ୍କ ଉପରେ ଆକ୍ରମଣ ଜାରି ରଖିଛି। ଏଭଳି ସ୍ଥିତିରେ ବିଜେପିର ସାଂସଦ ନରେଶ ବଂଶଲ ଭାରତୀୟ ସମ୍ବିଧାନରୁ ଭାରତର ନାଁ ହଟାଇ ଦେବାକୁ କହିଛନ୍ତି। ଇଣ୍ଡିଆ ନାଁ ଉପନିବେଶବାଦ ଗୋଲାମୀର ପ୍ରତୀକ ହୋଇଥିବାରୁ ଏହାକୁ ସମ୍ବିଧାନରୁ…

ମହାକାଶକୁ ପ୍ରଥମ ଥର ଏକାଠି ଯିବେ ମା-ଝିଅ, ସୃଷ୍ଟି ହେବ ଇତିହାସ

ମହାକାଶ ଜଗତ ଅତ୍ୟନ୍ତ ରୋମାଞ୍ଚକର ଅଟେ । ଯେଉଁମାନେ ଏଥିପ୍ରତି ଆଗ୍ରହୀ, ସେମାନଙ୍କ ପାଇଁ ଏହା ଏକ ସ୍ୱପ୍ନ ପରି ଲାଗିଥାଏ । ଜ୍ୟୋତିଷ୍କ, ତାରା, ମାଧ୍ୟାକର୍ଷଣ ଏବଂ ମହାକାଶରେ ମହାକାଶଚାରୀଙ୍କ ଚାଲିବା ସେମାନଙ୍କୁ ଆକର୍ଷିତ କରିଥାଏ । ସେଠାରେ ଯାହା ଘଟେ, ଏହା ଇତିହାସର ପୃଷ୍ଠାରେ ରେକର୍ଡ…

କଂଗ୍ରେସ ପାଇଁ କଣ୍ଟା ଦଳୀୟ ବିଧାୟକ, ଦେଲେ ଇସ୍ତଫା ଧମକ !

ଭୁବନେଶ୍ୱର: କର୍ଣ୍ଣାଟକରେ କଂଗ୍ରେସ ବିଧାୟକଙ୍କ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ମନ୍ତ୍ରୀ ମାନେ ବିଧାୟକଙ୍କ କଥା ଶୁଣୁ ନ ଥିବାରୁ ବିଧାୟକ ମାନେ ଅସନ୍ତୁଷ୍ଟ ଥିବା କୁହାଯାଉଛି। ଯେଉଁଥିପାଇଁ କଂଗ୍ରେସ ବିଧାୟକ ଦଳ ବୈଠକ କରାଯିବା ସହ କୌଣସି ସମସ୍ୟା ନ ଥିବା ମୁଖ୍ୟମନ୍ତ୍ରୀ…

ମାଛ ଧରୁଥିବା ବେଳେ ନଦୀରେ ଭାସିଗଲେ ୨ ସାଙ୍ଗ

ଭଦ୍ରକ: ଭଦ୍ରକ ଦୋଳସାହିରେ ଅଘଟଣ । ମାଛ ଧରୁଥିବା ବେଳେ ନଦୀରେ ଭାସି ଯାଇଛନ୍ତି ୨ ସାଙ୍ଗ । ଜଣଙ୍କର ମୃତଦେହ ମିଳିଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଆଜି ୨ ସାଙ୍ଗ ତିହିଡି ଥାନା ଦୋଳସାହି ଗାଜିପୁରର କୁଣ୍ଡୀ ନଈକୁ ମାଛ…

‘ରକି ଔର ରାନୀ କି ପ୍ରେମକାହାନୀ’ରେ ଶବାନାଙ୍କୁ ଚୁମ୍ବନ ଦେଇ ଚର୍ଚ୍ଚାରେ ଅଭିନେତା ଧର୍ମେନ୍ଦ୍ର

ମୁମ୍ବାଇ: ଗତ ଶୁକ୍ରବାର ରିଲିଜ୍ ହୋଇଛି ଫିଲ୍ମ ‘ରକି ଔର ରାନୀ କି ପ୍ରେମକାହାନୀ’ । ଏଚର୍ଚ୍ଚାରେ ବଲିଉଡ ଅଭିନେତା ଧର୍ମେନ୍ଦ୍ର । ଅଭିନେତା ରଣବୀର ସିଂହ ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଏହି ଫିଲ୍ମକୁ ଦର୍ଶକ ଖୁବ୍ ପସନ୍ଦ କରୁଛନ୍ତିି । ଏହି ଫିଲ୍ମର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର…

ମଶା ଅଣ୍ଡା ଦେବାର ଭିଡ଼ିଓ ଭାଇରାଲ, ଲୋକେ ଦେଖି ଆଶ୍ଚର୍ଯ୍ୟ

ବର୍ଷା ଅନେକ ରୋଗ ଆଣିଥାଏ । ବିଶେଷକରି ଏହି ଋତୁରେ ଅନେକ କୀଟପତଙ୍ଗ ବାହାରିଥାନ୍ତି । ଏହି ଋତୁ ମଶାଙ୍କ ପାଇଁ ସର୍ବୋତ୍ତମ । ଏଥିରେ ସେମାନେ ଭୟଙ୍କର ପ୍ରଜନନ କରନ୍ତି ଏବଂ ରୋଗ ବିସ୍ତାର କରନ୍ତି । ଡେଙ୍ଗୁ ମଶା ବର୍ଷା ପାଣିରେ ପ୍ରଜନନ କରି ଲୋକଙ୍କୁ ଅସୁସ୍ଥ କରିଦିଏ । ତେଣୁ କରି ବର୍ଷା…

ହଲିଉଡ଼ କଳାକାରଙ୍କ ଆନ୍ଦୋଳନ ଯୋଗୁ ସ୍ଥଗିତ ହେଲା ଏମି ଆୱାର୍ଡ

ମୁମ୍ବାଇ: ଦୀର୍ଘଦିନ ହେଲାଣି ହଲିଉଡରେ ଲେଖକ ଏବଂ ଅଭିନେତାମାନେ ଆନ୍ଦୋଳନ ଚଳାଇଛନ୍ତି । ସମଗ୍ର ହଲିଉଡ଼ର ଫିଲ୍ମ ଓ ଟେଲିଭିଜନ ଶିଳ୍ପ ବ୍ୟବସାୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ଏହି ଆନ୍ଦୋଳନ ଯୋଗୁ ଏବେ ଟିଭି ଜଗତର ସବୁଠାରୁ ଲୋକପ୍ରିୟ ଏମି ଆୱାର୍ଡ଼ କାର୍ଯ୍ୟକ୍ରମ ବେଶ୍ ପ୍ରଭାବିତ କରିଛି ।…

ଅଜବ ଭକ୍ତ: ଚାଲି ଚାଲି ୧୨ ଜ୍ୟୋତିର୍ଲିଙ୍ଗ, ଚାରି ଧାମ ସହ ୫୨,୦୦୦ ମନ୍ଦିର କଲେ ପରିଦର୍ଶନ

ବିହାର: ଭାରତରେ ଭକ୍ତମାନଙ୍କର କୌଣସି ଅଭାବ ନାହିଁ, ଯେଉଁମାନେ ବିଭିନ୍ନ ଉପାୟରେ ଭଗବାନଙ୍କୁ ପ୍ରସନ୍ନ କରୁଥିବା ଦେଖାଯାଏ । କିନ୍ତୁ ଏମିତି ଜଣେ ଭକ୍ତ ଅଛନ୍ତି, ଯିଏ ପଦଯାତ୍ରା କରି ୧୨ ଜ୍ୟୋତିର୍ଲିଙ୍ଗ, ଚାରି ଧାମ ଏବଂ ୫୨,୦୦୦ ମନ୍ଦିର ପରିଦର୍ଶନ କରି ଚର୍ଚ୍ଚାକୁ ଆସିଛନ୍ତି । ଏବେ ସେ ନିଜ…

ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ; ୩ ମହିଳାଙ୍କ ସମେତ ୮ ମୃତ

କ୍ରିଷ୍ଣାଗିରି: ତାମିଲନାଡୁ କ୍ରିଷ୍ଣାଗିରି ଜିଲ୍ଲାରେ ଭୟଙ୍କର ବାଣ ବିସ୍ଫୋରଣ । ବିସ୍ଫୋରଣରେ ୮ ଜଣଙ୍କର ମୃତ୍ୟୁ । ମୃତକଙ୍କ ମଧ୍ୟରେ ୩  ଜଣ ମହିଳା ଥିବା ଜଣାଯାଇଛି । ଅନେକ ଲୋକ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଶନିବାର ସକାଳ ପ୍ରାୟ…

୨୦୦୬ରୁ ଓଡ଼ିଶାରେ ହ୍ରାସ ପାଇ ଚାଲିଛି ବାଘଙ୍କ ସଂଖ୍ୟା, ଶିମିଳିପାଳରେ ବଢ଼ୁଛି

ଭୁବନେଶ୍ୱର: ରାଜ୍ୟରେ କମୁଛି ବାଘଙ୍କ ସଂଖ୍ୟା । ବିଶ୍ୱ ବ୍ୟାଘ୍ର ଦିବସ ଅବସରରେ କେନ୍ଦ୍ର ସରକାର ବାଘ ସଂଖ୍ୟା ନେଇ ରିପୋର୍ଟ ପ୍ରକାଶ କରିଛନ୍ତି । ଯେଉଁଥିରେ ଦର୍ଶାଯାଇଛି ଏବେ ଓଡ଼ିଶାରେ ୨୦ଟି ମହାବଳ ରହିଛନ୍ତି । ୨୦୧୮ରେ ଓଡ଼ିଶାରେ ୨୮ଟି ବାଘ ଥିବା ବେଳେ ୨୦୨୨ରେ ୨୦କୁ ଖସି ଆସିଛି ।…