Latest Odisha News

BREAKING NEWS

Yearly Archives

2023

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଶ୍ରୀମହାପ୍ରସାଦର ବ୍ୟାଖ୍ୟା

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମହାପ୍ରସାଦ ପ୍ରତ୍ୟେକ ଓଡ଼ିଆ ପ୍ରାଣର ଏକ ଈପସିତ ଆକାଂକ୍ଷା ଓ ଅନନ୍ୟ ଆକର୍ଷଣ। କୁହାଯାଏ ଯୁଗ ଯୁଗ ଧରି ଶ୍ରୀକ୍ଷେତ୍ରରେ ଯେଉଁ ଆଧ୍ୟାତ୍ମିକ ପ୍ଲାବନ ସୃଷ୍ଟି…

ମଣିପୁର ପ୍ରସଙ୍ଗରେ ସଂସଦ ସରଗରମ, ଜାରି ରହିଛି ଗତିରୋଧ; ବିରୋଧୀ ନେତାଙ୍କୁ ଫୋନ୍ କଲେ ରାଜନାଥ

ନୂଆଦିଲ୍ଲୀ: ମଣିପୁର ହିଂସା ସଂସଦକୁ ସରଗରମ କରିଛି। ସୋମବାର, ମୌସୁମୀ ଅଧିବେଶନ ଆରମ୍ଭ ହେବାର ତୃତୀୟ ଦିନରେ ବିରୋଧୀ ଲୋକସଭା ଓ ରାଜ୍ୟସଭାରେ ହୋ ହାଲ୍ଲା କରିଥିଲେ। ମଣିପୁର ଉପରେ ହୋଇଥିବା ଆଲୋଚନା ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିବୃତ୍ତି ଦାବିରେ ବିରୋଧୀ ଦଳ ଜିଦ୍ ଧରିଛନ୍ତି।…

ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ଘଟଣା, ସପ୍ତମ ଅଭିଯୁକ୍ତ ଗିରଫ

ଇମ୍ଫାଲ: ମଣିପୁରରେ ଜଣେ ମହିଳାଙ୍କ ଉଲଗ୍ନ ପ୍ୟାରେଡର ଭିଡିଓ ଘଟଣାରେ ପୋଲିସ ସପ୍ତମ ଅଭିଯୁକ୍ତକୁ ଗିରଫ କରିଛି। ପୋଲିସ ପୂର୍ବରୁ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ପୋଲିସ କହିଛି ଯେ ଏହି ୭ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତ ନାବାଳକ। ଏହାପୂର୍ବରୁ କୋର୍ଟ ୪ ଜଣ ଅଭିଯୁକ୍ତଙ୍କୁ ୧୧…

ଭାରତ-ଓ୍ବେଷ୍ଟଇଣ୍ଡିଜ ଦ୍ବିତୀୟ ଟେଷ୍ଟ ଡ୍ର, ଭାରତ ୧-୦ରେ ସିରିଜ୍ ଆଗୁଆ

ନୂଆଦିଲ୍ଲୀ: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ବର୍ଷା ହେତୁ ଡ୍ରରେ ଶେଷ ହୋଇଛି। ମ୍ୟାଚ୍‌ର ପଞ୍ଚମ ଦିନରେ ଗୋଟିଏ ବି ବଲ୍‌ ବୋଲ ପଡିପାରିଲା ନାହିଁ ଏବଂ ମ୍ୟାଚ ଡ୍ର ବୋଲି ଘୋଷଣା କରାଯାଇଛି। ଚାରି ଦିନିଆ ଖେଳ ଶେଷ ହେବା ପରେ ୱେଷ୍ଟଇଣ୍ଡିଜ୍ ଦଳ ୨ ୱିକେଟ୍…

ନୂଆପଡାରୁ ମାଓ କ୍ୟାମ୍ପ ଠାବ, ବହୁ ବିସ୍ପୋରକ ସାମଗ୍ରୀ ଜବତ

ନୂଆପଡ଼ା: ନୂଆପଡା ଜିଲ୍ଲାର ସଂରକ୍ଷିତ ଜଙ୍ଗଲରେ ଥିବା ମାଓ କ୍ୟାମ୍ପ । ସୁରକ୍ଷା ବାହିନୀ ସର୍ଚ୍ଚ ଅପରେସନ କରି ଏହି ମାଓ କ୍ୟାମ୍ପକୁ ଠାବ କରିଥିବା ବେଳେ  ଚକୋଲେଟ୍ ବୋମା ସମେତ ବିପୁଳ ପରିମାଣର ବିସ୍ଫୋରକ ଜବତ କରିଛନ୍ତି ସୁରକ୍ଷା ବାହିନୀ। ନୂଆପଡା ଜିଲ୍ଲା ଏସପି ଜିଆର ରାଘବେନ୍ଦ୍ର…

ଆଗକୁ ଜିଲ୍ଲା ପରିଷଦ ଉପନିର୍ବାଚନ, ସ୍କୁଲରେ ବିଧାୟକଙ୍କ ଜନ୍ମଦିନ ପାଳନର ଭିଡିଓ ଭାଇରାଲ

ଯାଜପୁର: ଧର୍ମଶାଳା ବ୍ଲକ ଅନ୍ତର୍ଗତ ବ୍ରଜଗିରି ପ୍ରୋଜେକ୍ଚ ହାଇସ୍କୁଲରେ ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଜନ୍ମଦିନ ପାଳନର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଭିଡିଓରେ କେକ୍ କାଟିବା ଓ ଜନ୍ମଦିନର ଗୀତର ତାଳେ ତାଳେ ଶିକ୍ଷକ…

ଦୁଷ୍କର୍ମ ମାମଲାରେ ଚାରି ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ଗିରଫ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାରେ ଘଟିଥିବା ଗଣଦୁଷ୍କର୍ମ ଘଟଣାର ପ୍ରାୟ ୪ ବର୍ଷ ପରେ ପୋଲିସ ଜଣେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ଦୁଷ୍କର୍ମ ମାମଲାରେ ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ନିକିରାଇ ଥାନା ଅନ୍ତର୍ଗତ କଳସପୁର ଗ୍ରାମର ମୁଖ୍ୟ ଅଭିଯୁକ୍ତ ମହେଶ୍ୱର ସାହୁଙ୍କ ସହ…

ଖୋର୍ଦ୍ଧାରେ ଖୋଲିଲା ଦେଶର ଦ୍ବିତୀୟ ଗାଡି ସ୍କ୍ରାପିଂ ୟୁନିଟ୍

ଖୋର୍ଦ୍ଧା: କୁମାରବସ୍ତା ଠାରେ ଓଡ଼ିଶାର ପ୍ରଥମ ଓ ଦେଶର ଦ୍ୱିତୀୟ ପଞ୍ଜିକୃତ ଯାନ ସ୍କ୍ରାପିଂ ସୁବିଧା ସେବା ଆରମ୍ଭ ହୋଇଛି। ସ୍କ୍ରାପିଂ ସୁବିଧା ଟାଟା ମୋଟର୍ସ ଏବଂ ଏମ୍ପ୍ରିଓ ପ୍ରିମିୟମର ମିଳିତ ଉଦ୍ୟମରେ ଆରମ୍ଭ ହୋଇଛି। ୧୫ ବର୍ଷରୁ ଅଧିକ ବର୍ଷର ଗାଡ଼ି ଓ ଫିଟନେସ୍ ସାର୍ଟିଫିକେଟ୍ ନଥିବା…

ବନ ବିଭାଗ ହେପାଜତରୁ ଖସିଗଲା ଶିକାରୀ, ଜଳକା ସାଜିଲେ ଅଧିକାରୀ

ବାରିପଦା: ଗିରଫ ହେବାର ଗୋଟିଏ ଦିନ ପରେ ବାରିପଦାରେ ଥିବା ଓଡ଼ିଶା ବନ ବିଭାଗର ହେପାଜତରୁ ଖସି ପଳାଇଛି କୁଖ୍ୟାତ ଶିକାରୀ ରୁପୟ ମାର୍ଣ୍ଡି। ମୟୂରଭଞ୍ଜ ଜିଲ୍ଲା ଉଦଳାରୁ ରବିବାର ମାର୍ଣ୍ଡିକୁ ଅନ୍ୟ ଦୁଇ ବନ୍ୟପ୍ରାଣୀ ଚୋରା ଚାଲାଣକାରୀଙ୍କ ସହ ଗିରଫ କରାଯାଇଥିଲା। ବାରିପଦା ବନ ବିଭାଗ ପକ୍ଷରୁ…

ନିଆଳିରେ ଶାସକ ଦଳରେ କନ୍ଦଳ! ଦେବାଶିଷ ଓ ପ୍ରମୋଦଙ୍କ ବିରୋଧରେ ବର୍ଷିଲେ ଦଳୀୟ ନେତା

କଟକ: ଶାସକ ବିଜୁ ଜନତା ଦଳ ଭିତରେ କନ୍ଦଳ ଲାଗି ରହିଥିବା ବେଳେ ନିଆଳି ବିଧାୟକ ପ୍ରମୋଦ ମଲ୍ଲିକଙ୍କୁ ନେଇ କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ ଦେଇଥିବା ବୟାନକୁ ନେଇ ସୋମବାର ନିଆଳିର ଦୁଇ ବିଜେଡି ନେତା କଟାକ୍ଷ କରିଛନ୍ତି। ସେମାନେ ଏହି ଅବସରରେ ନିଆଳି ବିଧାୟକ ମଲ୍ଲିକଙ୍କୁ…