Latest Odisha News

BREAKING NEWS

Yearly Archives

2023

ଚନ୍ଦ୍ରୟାନ-୩ ସଫଳତାରେ ଶ୍ରୀବାସ୍ତବ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ୧୪ ଜୁଲାଇ ୨୦୨୩ ଭାରତୀୟ ମହାକାଶ ଗବେଷଣା ଇତିହାସରେ ଏକ ଗୁରୁତ୍ବପୂର୍ଣ୍ଣ କେବଳ ନୁହେଁ ଅବିସ୍ମରଣୀୟ ତାରିଖ । ଚାରି ବର୍ଷ ପୂର୍ବେ ଆଂଶିକ ବିଫଳତା ହେତୁ ନିରାଶ ହୋଇ ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ ପୁଣି ଥରେ ଚନ୍ଦ୍ରକୁ ଏକ ମିଶନ ପଠାଇଲା ।…

ଆଇଏସଆଇଏସ ସହ ସମ୍ପୃକ୍ତି ଅଭିଯୋଗରେ ଜଣେ ସନ୍ଦିଗ୍ଧକୁ ଗିରଫ କଲା ଏନଆଇଏ

ଝାଡଖଣ୍ଡ: ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ସହ ସମ୍ପୃକ୍ତି ଅଭିଯୋଗରେ ଜଣେ ସନ୍ଦିଗ୍ଧକୁ ଗିରଫ କରିଛି ଏନଆଇଏ। ଝାଡ଼ଖଣ୍ଡର ଲୋହରଦଗାରୁ ଗିରଫ ହୋଇଥିବା ସନ୍ଦିଗ୍ଧ ଆଇଏସ୍ଆଇଏସ ଆତଙ୍କବାଦୀ ଫୈଜାନ୍ ଅନସାରୀକୁ ବିର୍ସା ମୁଣ୍ଡା ଜେଲକୁ ପଠାଯାଇଛି। ଫୈଜାନକୁ ଶୁକ୍ରବାର ଏନଆଇ ରାଞ୍ଚିର ସ୍ୱତନ୍ତ୍ର…

ଆନ୍ତର୍ଜାତୀୟ ଚନ୍ଦ୍ର ଦିବସ: ଯେବେ ଚନ୍ଦ୍ରପୃଷ୍ଠରେ ପହଞ୍ଚିଥିଲା ମଣିଷ …

ଓଡିଶା ସମ୍ବାଦ ବ୍ୟୁରୋ : ସେଦିନ ଥିଲା ୧୯୬୯ ମସିହା ଜୁଲାଇ ୨୦ ତାରିଖ, ଯେତେବେଳେ ନାସା ମହାକାଶଚାରୀ ନିଲ ଆର୍ମଷ୍ଟ୍ରଙ୍ଗ, ବଜ ଆଲଡ୍ରିନ୍ ଏବଂ ମାଇକେଲ କଲିନ୍ସଙ୍କ ନେତୃତ୍ୱରେ ଆପୋଲୋ ୧୧ ମିଶନ ସଫଳତାର ସହିତ ଚନ୍ଦ୍ର ପୃଷ୍ଠରେ ଅବତରଣ କରିଥିଲା। ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ମାନବ…

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦଶପଲ୍ଲାରେ ବୋମାମାଡ଼, ୩ ଗୁରୁତର

ନୟାଗଡ଼: ଦଶପଲ୍ଲା ଥାନା ଅନ୍ତର୍ଗତ ଟାକେରା ଗାଁରେ ବୋମାମାଡ଼। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗତକାଲି ରାତିରେ ବୋମାମାଡ଼ ହୋଇଛି। ବୋମାମାଡରେ ୩ ଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନେ ହେଲେ ଶଶିକାନ୍ତି ଷଡ଼ଙ୍ଗୀ ଓ ତାଙ୍କର ଦୁଇ ଭାଇ। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।…

ଆପଣ ନିତିଦିନିଆ ଜୀବନରେ ହଳଦୀ ବ୍ୟବହାର କରୁଛନ୍ତି କି ? ତେବେ ଜାଣନ୍ତୁ ଏହାର ଉପକାରିତା …

ଓଡିଶା ସମ୍ବାଦ ବ୍ୟୁରୋ: ପୁରାତନ କାଳରୁ ଭାରତୀୟ ନାରୀମାନେ ସୁନ୍ଦର ଏବଂ ସ୍ଵାସ୍ଥ୍ୟ ତ୍ଵଚା ପାଇଁ ହଳଦୀ ବ୍ୟବହାର କରିଆସୁଛନ୍ତି । ଭାରତୀୟ ସଂସ୍କୃତିରେ ହଳଦୀ ରଙ୍ଗକୁ ଶୁଭ ରଙ୍ଗ ଭାବେ ଗ୍ରହଣ କରାଯାଇ ଥାଏ, ତେଣୁ ବିବାହ ପରି ଏକ ଶୁଭ ମାଙ୍ଗଳିକ କାର୍ଯ୍ୟରେ ହଳଦୀର ବ୍ୟବହାରକୁ ଲୋକେ ଗୁରୁତ୍ୱ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୮୨)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ “ବୀରା! ସିଆଡ଼େ କୁଆଡ଼େ ଯାଉଛ?” ପଛପଟୁ ରୋହାନ୍‌ର ଡାକରେ ବୀରା ତା' ଯନ୍ତ୍ରଣା ସିକ୍ତ ସ୍ମୃତି ରୋମନ୍ଥନରୁ ଫେରିଆସି ପଛକୁ ଚାହିଁଲା । ନିଜ ଭାବନାରେ ହଜିଯାଇ, ତାଙ୍କ ଟାକ୍ସି ଛିଡ଼ା ହୋଇଯିବା ସ୍ଥାନରୁ ସେ ଆହୁରି…

ରାଜସ୍ଥାନ, ମଣିପୁରରେ ଭୂକମ୍ପ; ଜୟପୁରରେ ୩୦ ମିନିଟ ଭିତରେ ୩ ଥର ଝଟକା

ଓଡ଼ିଶା ସମ୍ବାଦ ବ୍ୟୁରୋ: ରାଜସ୍ଥାନ, ମଣିପୁରରେ ମୃଦୁ ଭୂକମ୍ପ ଅନୁଭୂତ। ରାଜସ୍ଥାନ ଜୟପୁରରେ ୩୦ ମିନିଟ୍ ଭିତରେ ୩ ଥର ଝଟ୍‌କା ଅନୁଭୁତ ହୋଇଛି। ଭୋର୍ ୪.୦୯ରୁ ସାଢ଼େ ୪ଟା ମଧ୍ୟରେ ୩ ଥର କମ୍ପନ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ତୀବ୍ରତା ୩.୪ ରହିଥିଲା। ତେବେ ଏହା ମୃଦୁ ଭୂମିକମ୍ପ ଥିଲା…

ସତୀଙ୍କ ଅଙ୍ଗୁଷ୍ଠି ପୀଠ ପୁଣ୍ୟ କାଳିଘାଟ: ଜାଣନ୍ତୁ ଏହି ମନ୍ଦିରର ମାହାତ୍ମ୍ୟ….

ଓଡିଶା ସମ୍ବାଦ ବ୍ୟୁରୋ: ଭାରତ ୩୩ କୋଟି ଦେବଦେବତାଙ୍କ ଭୂମି, ଯାହା ନିଜ ପ୍ରାଚୀନ ମନ୍ଦିରକୁ ନେଇ ପ୍ରସିଦ୍ଧି ଲାଭ କରିଛି। ଭାରତରେ ଆପଣଙ୍କୁ ବିଭିନ୍ନ ଦେବୀଦେବତାଙ୍କ ମନ୍ଦିର ଦେଖିବାକୁ ମିଳିବ। ଯାହା ନିଜ ସଂସ୍କୃତି ତଥା ମାନ୍ୟତା କିମ୍ବା ସିଦ୍ଧି ପାଇଁ ଜଣାଯାଏ। ଭାରତୀୟ ସଭ୍ୟତା ଧର୍ମ ଓ…

ଆଜି ସୁପ୍ରିମକୋର୍ଟରେ ରାହୁଲଙ୍କ ମାନହାନି ଦଣ୍ଡାଦେଶ ଉପରେ ଶୁଣାଣି

ନୂଆଦିଲ୍ଲୀ: ମୋଦୀ ଉପନାମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିକଟରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ରାହୁଲ ଗାନ୍ଧୀଙ୍କୁ ମାନହାନି ମାମଲାରେ ହୋଇଥିବା ୨ ବର୍ଷର ଜେଲ୍‌ଦଣ୍ଡ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ। ବିଚାରପତି ବି.ଆର ଗଭଇ…

କୋଷ୍ଟଗାର୍ଡର ନୂଆ ଡିଜି ଭାବେ ଦାୟିତ୍ୱ ନେଲେ ରାକେଶ ପାଲ୍

ନୂଆଦିଲ୍ଲୀ: ଭାରତୀୟ କୋଷ୍ଟ୍‌ଗାର୍ଡର ୨୫ତମ ଡିରେକ୍ଟର ଜେନେରାଲ୍ ଭାବେ ଦାୟିତ୍ୱ ନେଲେ ବରିଷ୍ଠ ନୌସେନା ଅଧିକାରୀ ରାକେଶ ପାଲ୍। ରାକେଶ ପାଲ୍ ଇଣ୍ଡିଆ ନାଭାଲ୍ ଏକାଡେମୀରୁ ପାସ୍ ପରେ ୧୯୮୯ ରେ କୋଷ୍ଟ୍‌ଗାର୍ଡରେ ଯୋଗ ଦେଇଥିଲେ। ସେ ଇଣ୍ଡିଆନ୍‌ କୋଷ୍ଟ୍‌ଗାର୍ଡର ପ୍ରଥମ ଗନର୍‌ ଭାବେ ପରିଚୟ ଲାଭ…