Latest Odisha News

BREAKING NEWS

Yearly Archives

2023

ଆଉ ୫ ଦିନ ଜଳିବ ପଶ୍ଚିମ ଓଡ଼ିଶା, ମୌସୁମୀ ଅଗ୍ରସର ପାଇଁ ଅନୁକୂଳ ହେଉଛି ପାଗ…

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ପାଇଁ ଅନୁକୂଳ ହେବ ପାଗ । ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା ୧୮ରୁ ୨୧ ଜୁନ ମଧ୍ୟରେ  ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପୂର୍ବ-ଭାରତର ରାଜ୍ୟ ଗୁଡିକୁ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ହେବାର ସମ୍ଭାବନା ରହିଛି ।…

ମୃତ୍ୟୁର ୪ ଘଣ୍ଟା ପରେ ଜୀବିତ ହୋଇ ଉଠିଲେ ମହିଳା, ଏବେ ସୁସ୍ଥ

ଇକ୍ୟୁଏଡର: ଜୀବନ ଏବଂ ମୃତ୍ୟୁ ପ୍ରକୃତରେ ଈଶ୍ୱରଙ୍କ ହାତରେ ଅଛି । ଅନେକ ଥର ଦେଖିବାକୁ ମିଳିଛି ଯେ, ଜୁଇରୁ ମୃତବ୍ୟକ୍ତି ଉଠିବା । କିନ୍ତୁ ତାଙ୍କର କିଛି ମିନିଟ୍‌ରେ ପୁଣି ମୃତ୍ୟୁ ହୋଇଯାଏ । ଏବେ ଏମିତି ଏକ ଘଟଣା ଚର୍ଚ୍ଚାକୁ ଆସିଛି, ଜଣେ ମହିଳା ମୃତ୍ୟୁବରଣ କରିବାର ୪ ଘଣ୍ଟା ପରେ ଜୀବିତ…

ମଟନ୍ ପାଇଁ ଜିଦ୍ ଧରିଲେ ବରର ସାଙ୍ଗ, ବାହା ହେବାକୁ ମନା କରିଦେଲେ କନିଆଁ

ସମ୍ବଲପୁର: ସରିଥିଲା ବେଦୀ ବନ୍ଧା । ବାଜା ରୋଷଣୀ ଧରି କନିଆଁ ଘରେ ପହଞ୍ଚିଥିଲା ବର ।  ଆଉ ମାତ୍ର କେଇ ମୁହୂର୍ତ୍ତ ପରେ ପଡ଼ିଥାନ୍ତା ହାତଗଣ୍ଠି । ହାତକୁ ଦି ହାତ ହୋଇଥାନ୍ତେ ବର, କନିଆଁ । ହେଲେ ମଟନ୍ ପାଇଁ ସବୁକିଛି ଓଲଟ ପାଲଟ ହୋଇ ଯାଇଛି । ମାଂସ ପାଇଁ ବରଯାତ୍ରୀଙ୍କ ହୋ ହଲ୍ଲା ପରେ ବାହା…

ସଞ୍ଜୟ ଦତ୍ତଙ୍କ ପ୍ରଥମ ସ୍ତ୍ରୀ ରିଚା ଶର୍ମା ଥିଲେ ବହୁତ ସୁନ୍ଦର, ଫଟୋ ସେୟାର କଲେ ଝିଅ

ମୁମ୍ବାଇ: ସଞ୍ଜୟ ଦତ୍ତଙ୍କ ଝିଅ ତ୍ରିଶଲା ଦତ୍ତ ସ୍ୱର୍ଗତ ଅଭିନେତ୍ରୀ ମାତା ରିଚା ଶର୍ମାଙ୍କ ଏକ ଚିତ୍ର ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଯାହାକୁ ଦେଖି ପ୍ରଶଂସକ ମଧ୍ୟ ଭାବପ୍ରବଣ ହୋଇଗଲେ। ତେବେ ଏହା ପ୍ରଥମଥର ନିହେଁ ଯେ ତ୍ରିଶଲା ତାଙ୍କ ମା’ଙ୍କ ଫଟୋ ସେୟାର କରିଛନ୍ତି। ଏହା ପୂର୍ବରୁ…

ଜୁନ୍ ୧୭ରେ ଓଡ଼ିଶା ଆସିବେନି ଅମିତ୍ ଶାହ, ଦ୍ୱିତୀୟ ଥର ପାଇଁ ଗସ୍ତ କାର୍ଯ୍ୟକ୍ରମ ସ୍ଥଗିତ

ଭୁବନେଶ୍ୱର: ଏବେ ଓଡ଼ିଶା ଆସିବେ ନାହିଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ । ବାତ୍ୟା ‘ବିପର୍ଯ୍ୟୟ’ ଗୁଜରାଟ ମୁହାଁ ହୋଇଥିବା ବେଳେ ଆସନ୍ତାକାଲି ଉପକୂଳ ଛୁଇଁବ । ବାତ୍ୟା ଉପରେ କେନ୍ଦ୍ର ସରକାର ତୀକ୍ଷଣ ନଜର ରଖିବା ସହ ମନିଟରିଂ କରୁଛନ୍ତି । ତେଣୁ ଆସନ୍ତା ୧୭ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ…

ଆସନ୍ତା ୧୯ରେ କଂଗ୍ରେସ ଘେରିବ ଗ୍ରୀଡକୋ କାର୍ଯ୍ୟାଳୟ

ଭୁବନେଶ୍ୱର: ଗ୍ୟାସ ଦର ବୃଦ୍ଧିକୁ ନେଇ ବିଜେଡି ଓ ବିଦ୍ୟୁତ୍ କାଟକୁ ନେଇ ବିଜେପି ରାଜନୀତି କରୁଥିବା ବେଳେ କଂଗ୍ରେସ ଦୁଇ ଦଳକୁ ସମାଲୋଚନା କରିଛି । ବୁଧବାର ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଉଭୟ ବିଜେଡି, ବିଜେପି ଉପରେ ବର୍ଷିଛନ୍ତି । କହିଛନ୍ତି, ବିଜେପି ଓ ବିଜେଡି ଉଭୟ ଦଳ…

ଲିଙ୍କଡିନକୁ ଟକ୍କର ଦେବ ଟ୍ୱିଟର, ଆଣୁଛି ଜବ ପୋଷ୍ଟ ଫିଚର

ଓଡି଼ଶା ସମ୍ବାଦ ବ୍ୟୁରୋ: ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟରରେ ଲୋକେ ନିଜର ବିଚାର ସେୟାର କରୁଥିଲେ। କିନ୍ତୁ ଏବେ ଖୁବଶୀଘ୍ର ଟ୍ୱିଟର ଏକ ନୂତନ ଫିଚର ଲଞ୍ଚ କରିବାକୁ ଯାଉଛି। ଆଗାମୀ ଦିନରେ ଟ୍ୱିଟର ଚାକିରି ଖୋଜିବାର ଏକ ନୂତନ ମାଧ୍ୟମ ହେବାକୁ ଯାଉଛି। ଏଲୋନ୍ ମସ୍କ ଟ୍ୱିଟର ଦାୟିତ୍ ଗ୍ରହଣ…

ଆସୁଛି ବାତ୍ୟା ବିପର୍ଯ୍ୟୟ: ରେଡ୍ ଆଲର୍ଟ ଜାରି କଲା ପାଣିପାଗ ବିଭାଗ, ୪୦ ହଜାରରୁ ଉର୍ଦ୍ଧ୍ୱ ସ୍ଥାନାନ୍ତର

ଗାନ୍ଧୀନଗର: ଆସନ୍ତାକାଲି ସନ୍ଧ୍ୟାରେ ଗୁଜୁରାଟର ସୌରାଷ୍ଟ୍ର ଏବଂ କଚ୍ଛ ଜିଲ୍ଲା ମଧ୍ୟଭାଗ ସହିତ ପାକିସ୍ଥାନ ଉପକୂଳବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବାତ୍ୟା ବିପର୍ଯ୍ୟୟ ଲ୍ୟାଣ୍ଡଫଲ୍ କରିବ ନେଇ ଅନୁମାନ କରାଯାଇଛି। ବର୍ତ୍ତମାନ ଏହି ଘୂର୍ଣ୍ଣିବାତ୍ୟା ପୋରବନ୍ଦରଠାରୁ ପ୍ରାୟ ୩୫୦ କିଲୋମିଟର ଦୂର…

ଗ୍ୟାସ୍ ଦରକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜିଲା ବିଜେଡି

ଭୁବନେଶ୍ୱର: ଗ୍ୟାସ୍ ସହ ଅନ୍ୟ ସାମଗ୍ରୀର ଦରବୃଦ୍ଧିକୁ ନେଇ ରାଜଧାନୀରେ ବିଜୁ ଜନତା ଦଳ ପ୍ରତିବାଦ କରିଛି । ରାଜଭବନ ସମ୍ମୁଖରେ ଦଳ ପକ୍ଷରୁ ପ୍ରତିବାଦ କରାଯିବା ସହ ଶତାଧିକ ନେତା ଓ କର୍ମୀ ଚୂଲିରେ ପ୍ରତିବାଦ ସ୍ଥଳରେ ରୋଷେଇ କରିଛନ୍ତି । ରାଜଭବନ ସମ୍ମୁଖରେ ଦରଦାମ ବୃଦ୍ଧିକୁ ନେଇ…

ଗେମିଂ ଆପ୍ ଜରିଆରେ ବାର୍ତ୍ତାଳାପ କରୁଥିବା ଯୁବକର ପାକିସ୍ତାନ ଲିଙ୍କ୍

ଓଡି଼ଶା ସମ୍ବାଦ ବ୍ୟୁରୋ: ଗେମିଂ ଆପ୍ ଜରିଆରେ ବାର୍ତ୍ତାଳାପ କରିବା ମାମଲାରେ ଗାଜିୟାବାଦ ପୋଲିସ ବୁଧବାର ଏଟିଏସ ଏବଂ କେନ୍ଦ୍ରୀୟ ଏଜେନ୍ସି ସହ ମିଶି ଅଭିଯୁକ୍ତ ଶାହନାୱାଜକୁ ୭ ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚରା କରିଛି। ଏହି ତଦନ୍ତରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି।…