Latest Odisha News

BREAKING NEWS

Yearly Archives

2023

ଅଧିନାୟକ ଭାବେ କୋହଲି, ଧୋନୀଙ୍କଠାରୁ ଆଗରେ ଅଛନ୍ତି ରୋହିତ

ମୁମ୍ବାଇ: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଅଷ୍ଟ୍ରେଲିଆ ନିକଟରୁ ଭାରତ ପରାଜିତ ହେବା ପରେ ରୋହିତ ଶର୍ମାଙ୍କ ଅଧିନାୟକ ଦକ୍ଷତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏପରିକି ତାଙ୍କୁ ଅଧିନାୟକ ପଦରୁ ହଟାଇବା ନେଇ ଦାବୀ ହେଉଛି । ତେବେ ଆମେ ଯଦି ରେକର୍ଡ ଉପରେ ଆଖି ପକାଇବା ତେବେ ରୋହିତ…

ଚାକିିରି ଆଶାୟୀଙ୍କଠୁ ଠକେଇ ଅଭିଯୋଗରେ ଦୁଇ ଗିରଫ

ଭୁବନେଶ୍ୱର: ଚାକିରି କରାଇଦେବା ପ୍ରତିଶ୍ରୁତି ଦେଇ ମୋଟା ଅଙ୍କର ଟଙ୍କା ଠକି ନେଇଥିବା ଅଭିଯୋଗରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଉତ୍କଳ ବିଶ୍ବବିଦ୍ୟାଳୟରେ ଚାକିରି ଦେବାକୁ କହି ଦୁହେଁ ଠକେଇ କରିଥିବା ଠକେଇର ଶିକାର ବ୍ୟକ୍ତି ଜଣକ ଅଭିଯୋଗ କରିବା ପରେ ଏହି…

ଔଷଧ ଦୋକାନ ସଟର ଭାଙ୍ଗି ଲୁଟ ଘଟଣାରେ ତିନି ଗିରଫ

ବଲାଙ୍ଗୀର: ନିକଟରେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିସ୍ଥିତ ଏକ ମେଡିସିନ୍ ଷ୍ଟୋରରୁ ଲୁଟ୍ ଘଟଣାରେ ବଲାଙ୍ଗୀର ଜିଲ୍ଲା ପୁଲିସକୁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ମିଳିଛି। ତିନି ଦିନ ତଳେ ହୋଇଥିବା ଏହି ଲୁଟରେ ଷ୍ଟୋର ପରିସରରୁ ଚୋରି ହୋଇଥିଲା। ଗିରଫ ବ୍ୟକ୍ତିମାନେ ହେଲେ ଲେଦାପଦର ଗାଁର ସୁବୋଧ…

ଦିଲ୍ଲୀରେ ୨୨୦୦ ଟଙ୍କାରେ ବିକ୍ରି ହେଲା ଫିଲ୍ମ ‘ଆଦିପୁରୁଷ’ର ଟିକେଟ୍

ମୁମ୍ବାଇ: ‘ରାମାୟଣ’ କାହାଣୀ ଆଧାରିତ ତଥା ସାଉଥ୍ ସୁପରଷ୍ଟାର ପ୍ରଭାସ ଓ ବଲିଉଡ୍ ନାୟିକା କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ ଏବେ ଖୁବ୍ ଚର୍ଚ୍ଚାରେ । ଏହି ଫିଲ୍ମ ଆସନ୍ତା ୧୬ ତାରିଖରେ ରିଲିଜ୍ ହେବ । ରାମାୟଣର କାହାଣୀକୁ ବଡ଼ ପରଦାରେ ଦେଖିବାକୁ ଦର୍ଶକ ଉତ୍ସାହର ସହିତ ଅପେକ୍ଷା…

ଟିମ ଇଣ୍ଡିଆର ୨୦୨୫ ଇଂଲଣ୍ଡ ଗସ୍ତ ପାଇଁ ଭେନ୍ୟୁ ଘୋଷିତ

ନୂଆଦିଲ୍ଲୀ: ୨୦୨୫ରେ ଭାରତ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଇଂଲଣ୍ଡ ଗସ୍ତ କରିବ । ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ ବୁଧବାର କେଉଁ କେଉଁ ଭେନ୍ୟୁରେ ମ୍ୟାଚ ଖେଳାଯିବ ତାହା ସ୍ପଷ୍ଟ କରିଛି । ୨୦୨୫ରୁ ୨୦୩୧ ପର୍ଯ୍ୟନ୍ତ ଇସିବି ଉଭୟ ପୁରୁଷ ଓ ମହିଳା ଟିମର କାର୍ଯ୍ୟସୂଚୀ ଘୋଷିତ କରିଛି ।…

ମାସ୍କ ପିନ୍ଧି କଳାହାଣ୍ଡିରେ ଏଟିଏମ୍ ଲୁଟିନେଲେ ଦୁର୍ବୃତ୍ତ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରେ ଥିବା ଷ୍ଟେଟବ୍ୟାଙ୍କ ଏଟିଏମକୁ ଲୁଟ୍ କରିଛନ୍ତି ଦୁର୍ବୃତ୍ତ । ବୁଧବାର ପୂର୍ବାହ୍ନରେ ଏହି ଘଟଣା ଘଟିଥିବା ବେଳେ ଦୁର୍ବୃତ୍ତମାନେ ମେସିନ୍ କାଟି ଟଙ୍କା ଲୁଟି ନେଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି। ମାସ୍କ ପିନ୍ଧିଥିବା ତିନି ଜଣ…

୩୦ରୁ ଅଧିକ ବିରଳ ପ୍ରଜାତିର ସୁରକ୍ଷା ପାଇଁ ବଟରଫ୍ଲାଏ ପାର୍କ ପ୍ରତିଷ୍ଠା କରିଛି ବେଦାନ୍ତ ଆଲୁମିନିୟମ

ଝାରସୁଗୁଡ଼ା: ବେଦାନ୍ତ ଆଲୁମିନିୟମ, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ଓଡ଼ିଶାର ଝାରସଗୁଡ଼ାର ପରିସରରେ ନୂଆ ବଟରଫ୍ଲାଏ ପାର୍କ ପ୍ରତିଷ୍ଠା କରିଛି । ଏହି ପାର୍କରେ ଉଦ୍ଭିଦ ପ୍ରଜାତିର ୧୦୦ରୁ ଅଧିକ ଯତ୍ନ ପାଇଁ ମନୋନୀତ କରାଯାଇଛି ଯାହା ୩୦ରୁ ଅଧିକ ବିରଳ ତଥା ସୂକ୍ଷ୍ମ ପ୍ରଜାତିଙ୍କୁ…

ଗୁମ୍ଫାରେ ହୋଟେଲ : ୧୩୦୦ ଫୁଟ ତଳେ ରହିଛି ରୁମ୍‌, ଭଡା ମାସକର ଦରମା ପରି

ସାଧାରଣତଃ ଲୋକମାନେ ଅନ୍ୟ ସହର, ରାଜ୍ୟ କିମ୍ବା ଦେଶକୁ ବୁଲିବାକୁ ଯିବାବେଳେ ହୋଟେଲରେ ରହିଥାନ୍ତି । ଯିବା ପୂର୍ବରୁ ହୋଟେଲ କେମିତି, ତାର ପରିବେଶ, ତାର ସେବା ସମସ୍ତ ବିଷୟରେ ଜାଣିବା ପରେ ଲୋକେ ଯାଇଥାନ୍ତି । ତେଣୁ ପ୍ରତ୍ୟେକ ସହରରେ ଛୋଟଠୁ ବଡ଼ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ହୋଟେଲ ରହିଥାଏ…

ନିଷ୍ଟ ବ୍ରହ୍ମପୁର ପକ୍ଷରୁ ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣା ପୀଡ଼ିତଙ୍କ ପିଲାମାନଙ୍କୁ ମାଗଣା ପାଠପଢ଼ା ସୁବିଧା

ଭୁବନେଶ୍ୱର: ନିଷ୍ଟ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ୍ ଟେକ୍ନୋଲୋଜି (ଏନ୍‌ଆଇଏସ୍‌ଟି), ବ୍ରହ୍ମପୁର ପକ୍ଷରୁ ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣା ପୀଡ଼ିତଙ୍କ ପିଲାମାନଙ୍କୁ ମାଗଣାରେ ପାଠପଢ଼ା ସୁବିଧା ପ୍ରଦାନ କରିବା ଲାଗି ସହାୟତା ଘୋଷଣା କରାଯାଇଛି । ନିଷ୍ଟର ପ୍ରତିଷ୍ଠାତା, ଡକ୍ଟର ସୁକାନ୍ତ…

ମନ୍ନତ ଆଗରେ ଏକାଠି ହେଲେ ପ୍ରଶଂସକ, ଶାହରୁଖଙ୍କ ଷ୍ଟାଇଲ ନକଲ କରି କଲେ ରେକର୍ଡ

ମୁମ୍ବାଇ: ବଲିଉଡ୍‌ର ସବୁ ସୁପରଷ୍ଟାରଙ୍କ ଭିତରୁ କିଙ୍ଗ ଖାନ ଶାହରୁଖ ଖାଁଙ୍କ ଲୋକପ୍ରିୟତା ସବୁଠୁ ଅଧିକ । ତାଙ୍କର ପ୍ରଶଂସକଙ୍କ ସଂଖ୍ୟା ବି ବହୁତ ଅଧିକ । ନିକଟରେ ପ୍ରଶଂସକମାନେ ତାଙ୍କ ବାସଭବନ ‘ମନ୍ନତ’କୁ ଯାଇ ଏକ ନିଆରା ରେକର୍ଡ ସୃଷ୍ଟି କରିଛନ୍ତି । ଏହାକୁ ଦେଖି ନିଜେ ଶାହରୁଖ ବିମୁଗ୍ଧ…