Latest Odisha News

BREAKING NEWS

Yearly Archives

2023

ଭିଜିଲାନ୍ସ ସ୍କାନରରେ ଦୁଇ ସରକାରୀ କର୍ମଚାରୀ, ଚାଲିଛି ରେଡ୍

ଭୁବନେଶ୍ୱର: ରାଜ୍ୟର ଦୁଇ ସରକାରୀ କର୍ମଚାରୀ ଏବେ ଭିଜିଲାନ୍ସ ସ୍କାନରରେ। ଦୁର୍ନୀତି ତଥା ଆୟରୁ ଅଧିକ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଭିଜିଲାନ୍ସ ବିଭାଗ ତଦନ୍ତ ଆରମ୍ଭ କରିଛି। କଟକ ସଦର ବ୍ଲକରେ ଆସିଷ୍ଟାଣ୍ଟ ଇଞ୍ଜିନିୟର ବିକାଶ ଚନ୍ଦ୍ର ଭୂୟାଁ ଏବଂ ଭବାନୀପାଟଣା କେନ୍ଦ୍ରୀୟ ସମବାୟ…

ମଣିପୁରରେ ୧୫ ଯାଏ ଇଣ୍ଟରନେଟ୍ ନିଷେଧାଦେଶ ଜାରି

ଇମ୍ଫାଲ୍: ଗତ ଏକ ମାସ ଧରି ମଣିପୁର ହିଂସାର କ୍ରୋଧରେ ଜଳୁଛି। ଅଶାନ୍ତ ମଣିପୁରରେ ସ୍ଥିତି ସ୍ୱାଭାବିକକୁ ଆଣିବାକୁ ସରକାର ଉଦ୍ୟମ ଜାରି ରଖିଛନ୍ତି। ରାଜ୍ୟରେ ହିଂସା ଲାଗି ରହିଥିବାରୁ ଇଣ୍ଟର୍ନେଟ ସେବା ବନ୍ଦ ଅବଧିକୁ ବଢାଇ ଦିଆଯାଇଛି। ଆସନ୍ତା ୧୫ ତାରିଖ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ରାଜ୍ୟରେ…

ବରକନ୍ୟାଙ୍କୁ ନେଇ ଫେରୁଥିବା ଗାଡ଼ି ଦୁର୍ଘଟଣାଗ୍ରସ୍ତ, ବରକନ୍ୟା ଗୁରୁତର

ସୁବର୍ଣ୍ଣପୁର: ସୋନପୁର-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର କୃଷିବିଜ୍ଞାନ କେନ୍ଦ୍ରଠାରେ ଭୟଙ୍କର ଦୁର୍ଘଟଣା। ବରକନ୍ୟାଙ୍କୁ ନେଇ ଫେରୁଥିବା ଗାଡ଼ି ହେଲା ଦୁର୍ଘଟଣା। ଗାଡ଼ିଟି ବଲାଙ୍ଗୀର ପଟୁ ଆସୁଥିବା ବେଳେ କୃଷିବିଜ୍ଞାନ କେନ୍ଦ୍ରଠାରେ ଏକ ଗଛରେ ପିଟି ହୋଇଥିଲା। ଫଳରେ ଗାଡ଼ିରେ ଥିବା…

ଗଞ୍ଜେଇ ଚାଲାଣ ଅଭିଯୋଗରେ ୨ ଏଏସଆଇ ଗିରଫ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଗଞ୍ଜେଇ ଚାଲାଣ ଅଭିଯୋଗରେ ଓଡ଼ିଶା ପୋଲିସର ୨ ଏଏସଆଇ ଗିରଫ। ଗିରଫ ଦୁଇ ପୋଲିସ କର୍ମାଚାରୀ ହେଲେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନାର ଏଏସଆଇ ଶୁଭେନ୍ଦୁ ପ୍ରଧାନ ଓ ପିସି ନାୟକ। ଉଭୟଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ସୂଚନା ଅନୁସାରେ ଗତ ୬ ତାରିଖ…

ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ବଜେଟକୁ ମିଳିବ ଅନୁମୋଦନ

ପୁରୀ: ଆଜି (ସୋମବାର) ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ।  ସାକାଳ ସାଢେ ଦଶଟାରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ଏଥିରେ ୨୦୨୩-୨୪ ବର୍ଷର ବଜେଟ ଅନୁମୋଦନ ମିଳିବ ବୋଲି ସୂଚନା ମିଳିଛି। ବୈଠକରେ ଦୁଇଟି ପର୍ଯ୍ୟାରେ ହେବାକୁ…

ସକାଳ ୫.୩୦ରୁ ରାଜଧାନୀର ତାପମାତ୍ରା ୩୦ ଡିଗ୍ରୀ ଛୁଇଁଲା, ଆଗାମୀ ୨ ଦିନ ଏମିତି ତାତିବ ଉପକୂଳ

ଭୁବନେଶ୍ୱର: ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୦ ଡିଗ୍ରୀ ଛୁଇଁଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।  ଆଜି ସକାଳ ୫ ଟା ୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୦ ଡ଼ିଗ୍ରୀ ରହିଥିବା ବେଳେ ଆଦ୍ରତା ୮୮% ରେକର୍ଡ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୪୩)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ସାମାନ୍ୟ ସୂଚନା ପାଇ ରାତ୍ରଜଗୁଆଳୀ ଦାୟିତ୍ୱରେ ଥିବା ଜଗ୍ କବାଟ ଖୋଲି ଧସେଇ ପଶିଆସିଲା । ସତେ ଯେମିତି ମିଃ. ଆଲାଷ୍ଟର୍‌ଙ୍କ ଅନୁପସ୍ଥିତଜନିତ ଶୂନ୍ୟସ୍ଥାନ ପୂରଣ କରିବ । ସେ ଜାଣିନଥିଲା ଯେ ଏଠି ଏତେ ଗୁଡ଼ାଏ…

କବିତା : କ୍ଳାନ୍ତ-ବସନ୍ତର ଦୀର୍ଘଶ୍ୱାସ

ସାଧନା ପଣ୍ଡା  କିଛି ଛାଇ , କିଛି ଖରାର ଜୀବନ ମୁନ୍ଦାଏ ଶୀତଳତା କିଛି ଛାଇରେ ବିଶ୍ରାମ ଅଟକି ଯାଏ ପ୍ରାଣ କିଛି କ୍ଷଣ….. ! ଥକି ପଡେ ପାଦ , ଝାଉଁଳି ଯାଏ ହୃଦ , ଶିଝିଯାଏ ପିଠି , ଶୁଖିଯାଏ ତଣ୍ଟି , ଲଟକେ ଜୀବନ ; ଖୋଜିଲା ଖୋଜିଲା ଭାବନେଇ ଥକି ପଡେ ପଲକ ତଳର ଆଖି … !…

ବିଦ୍ୟୁତ ବିଭ୍ରାଟ ଅସନ୍ତୁଷ୍ଟ ମୁଖ୍ୟ ଶାସନ; ଡାକିଲେ ସମୀକ୍ଷା ବୈଠକ

ଭୁବନେଶ୍ୱର: ରାଜ୍ୟରେ ବାରମ୍ବାର ବିଜୁଳି କାଟ୍ ହେଉଥିଲେ ବି ମନ୍ତ୍ରୀ ସିଧା ସିଧା ମନା କରିଦେଉଥିଲେ। ହେଲେ ବିଜେପି ଓ କଂଗ୍ରେସ ଛକିବା ପରେ ସତର୍କ ହୋଇଛନ୍ତି ରାଜ୍ୟ ସରକାର। ବାରମ୍ବାର ବିଜୁଳି କାଟ୍ ସାଙ୍ଗକୁ ଲୋ ଭୋଲ୍‌ଟେଜ୍‌ ନେଇ ସୋମବାର ସମୀକ୍ଷା ବୈଠକ ଡାକିଛନ୍ତି ମୁଖ୍ୟ ଶାସନ ସଚିବ…

ଭାଷା ଭାଗବତ : ଆଶା ପ୍ରିୟ ସଖା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପାଠକେ କରିଲେ ପସଂଦ ମନରେ ରହେନାହିଁ ଦ୍ବଂଦ୍ବ ଉତ୍କୃଷ୍ଟ ହେଉ ଅବା ମଂଦ ଲେଖକ ସ୍ବଭାବେ ସ୍ବଚ୍ଛଂଦ ଅଶେଷ ଧୈର୍ଯବଂତ ହୋଇ ଯେ ସତେ ପ୍ରତୀକ୍ଷା କରଇ ମିଳୁ, ନ ମିଳୁ କିଛି ଫଳ ଆଶା ହିଁ ତାହାର ସଂବଳ ଲେଖୁଛିଁ, ପାରୁଛିଁ…