Latest Odisha News

BREAKING NEWS

Yearly Archives

2023

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେଵା ଓ ସେବକ ଆଲୋଚନାର ଶେଷ ପ୍ରଯ୍ୟାୟରେ ଆମେ କିଛି ଏପରି ବିଷୟରେ ଆଲୋଚନା ଜାରି ରଖିଛେ, ଯାହା ସାଧାରଣ ଭାବରେ ମନରେ କିଛି ପ୍ରଶ୍ନ ସୃଷ୍ଟି କାରିଥାଏ। ଯଥା ଆମେ…

ସର୍ବପ୍ରଥମ ଜାତୀୟ ପ୍ରଶିକ୍ଷଣ ସମ୍ମିଳନୀକୁ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ପ୍ରଗତି ମୈଦାନ ସ୍ଥିତ ଅନ୍ତର୍ଜାତୀୟ ପ୍ରଦର୍ଶନୀ ଓ ସମ୍ମିଳନୀ କେନ୍ଦ୍ର ଠାରେ ସର୍ବପ୍ରଥମ ଜାତୀୟ ପ୍ରଶିକ୍ଷଣ ସମ୍ମିଳନୀକୁ ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ନିଜର ଦୀର୍ଘ ତଥା ସମୃଦ୍ଧ ରାଜନୈତିକ ଓ ପ୍ରଶାସନିକ ଅନୁଭୂତିରୁ…

ରାମ୍ପରେ ଚାଲିବା ବେଳେ ଲୁହା ଖମ୍ବ ଖସିପଡିବାରୁ ୨୪ ବର୍ଷୀୟ ମଡେଲଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦିଲ୍ଲୀର ନୋଏଡ଼ାରେ ଫ୍ୟାସନ ଶୋ' କାର୍ଯ୍ୟକ୍ରମ ଚାଲୁଥିବା ବେଳେ ଜଣେ ୨୪ ବର୍ଷୀୟା ମଡେଲଙ୍କ ଉପରେ ଏକ ଲୁହା ଖମ୍ବ ବି ପିଲର ଖସି ପଡ଼ିବାରୁ ତାଙ୍କର ମୃତ୍ୟୁ ଘଟିଛି। ମୃତ ମହିଳାଙ୍କ ନାଁ ବଂଶିକା ଚୋପ୍ରା। ନୋଏଡା ସେକ୍ଟର ୧୬ଏ ସ୍ଥିତ ଫିଲ୍ମ ସିଟିର ଲକ୍ଷ୍ମୀ ଷ୍ଟଡିଓରେ ଏହି…

ବାହାନଗା ଟ୍ରେନ ଦୁର୍ଘଟଣା: ସିଗନାଲରେ ଟାମ୍ପରିଂ ହୋଇଥିବା ରିପୋର୍ଟରେ ଦାବି

ଭୁବନେଶ୍ୱର: ବାହାନଗା ଟ୍ରେନ୍ ଦୁର୍ଘଟଣାର କାରଣ କ'ଣ ? ସିବିଆଇ ଏହାର ତଦନ୍ତ ଜାରି ରଖିଥିବା ବେଳେ ଏବେ ସ୍ୱୟଂଚାଳିତ ସିଗନାଲ୍ ସିଷ୍ଟମର ସନ୍ଦିଗ୍ଧ ମାନୁଆଲ୍ ବାଇପାସ୍ ଉପରେ କେନ୍ଦ୍ରୀତ ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଦୁର୍ଘଟଣା ପୂର୍ବରୁ କୌଣସି କାରଣରୁ ସ୍ୱୟଂଚାଳିତ ସିଗନାଲିଂ…

ବରଗଡ଼ରେ ୨ଜି ଜୈବ ଇଥାନଲ ପ୍ଲାଣ୍ଟର ଅଗ୍ରଗତି କାର୍ଯ୍ୟର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ

ବରଗଡ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୯ ବର୍ଷର ସୁଶାସନ ଓ ସେବାର ପୂର୍ତ୍ତି ଅବସରରେ ‘ବିକାଶ ତୀର୍ଥ ଯାତ୍ରା’ ଅନ୍ତର୍ଗତ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ବରଗଡ ସ୍ଥିତ ବିପିସିଏଲର ନିର୍ମାଣଧୀନ ୧ଜି ଜୈବ ଇଥାନଲ ପ୍ଲାଣ୍ଟ ଓ ୨ଜି…

ପାଗ ଖରାପ ହେବାରୁ ଅହମଦାବାଦ ପରିବର୍ତ୍ତେ ପାକିସ୍ତାନ ସୀମାରେ ପ୍ରବେଶ କଲା ଇଣ୍ଡିଗୋ ବିମାନ

ଇସଲାମାବାଦ: ଅମୃତସରରୁ ଅହମ୍ମଦାବାଦ ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନକୁ ପ୍ରତିକୂଳ ପାଗ ଯୋଗୁଁ ଶନିବାର ପାକିସ୍ତାନ ବାୟୁସୀମାରେ ପ୍ରବେଶ କରିବାକୁ ପଡ଼ିଥିଲା। ଫ୍ଲାଇଟ୍ ୬ଇ-୬୪୫ ଅଟାରି ସୀମା ଉପରେ ବିପଥଗାମୀ ହୋଇଥିଲା। ଯାହା ଗୁଜରାନବାଲା ଯାଏ ଉଡ଼ାଣ ଭରିଥିଲା। ତେବେ ଦୁଇ ଦେଶର…

ମୋଦୀଙ୍କ ଲୋକପ୍ରିୟତା ଭୟରେ ପଛୁଆ ବର୍ଗଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ ରଖାଯାଉଛି: କେନ୍ଦ୍ରମନ୍ତ୍ରୀ

ପାଇକମାଳ: ମୋଦୀ ସରକାରରେ ପଛୁଆ ଜାତିଙ୍କୁ ବିଭିନ୍ନ କ୍ଷେତ୍ରରେ ସମ୍ବିଧାନ ଅନୁମୋଦିତ ସଂରକ୍ଷଣ ଦିଆଯାଇଥିବା ବେଳେ ଓବିସି କମିଶନକୁ ସମ୍ବିଧାନ ମାନ୍ୟତା ଦିଆଯାଇଛି। କିନ୍ତୁ ଓଡ଼ିଶା ସରକାର ଏ ଦିଗରେ କର୍ଣ୍ଣପାତ କରୁନାହାନ୍ତି । ଓଡ଼ିଶାରେ ଗୋଟିଏ ପରିବାରର ୨୩ ବର୍ଷ ଶାସନ ଏବଂ ପୂର୍ବ ୫…

କେବଳ ବୃଦ୍ଧଙ୍କୁ ଡେଟ୍ କରନ୍ତି ଯୁବତୀ, ପ୍ରତିବଦଳରେ ରୋଜଗାର କରନ୍ତି କୋଟି କୋଟି ଟଙ୍କା

ଲଣ୍ଡନ: ଏକବିଂଶ ଶତାବ୍ଦୀରେ ଡେଟିଂର ଅର୍ଥ ବହୁତ ବଦଳିଛି । ଦିନ ଗଡିବା ସହିତ ଲୋକମାନଙ୍କର ଚିନ୍ତାଧାରା ବି ବଦଳିଛି । ଏବେ ସେମାନଙ୍କ ପାଇଁ ପ୍ରେମ, ସ୍ନେହର ଅର୍ଥ କିଛି ନାହିିଁ । ଲୋକେ କାଜୁଆଲ୍ ଡେଟିଂକୁ ପସନ୍ଦ କରିବା ଆରମ୍ଭ କରିଛନ୍ତି । ଆଜିର ସମୟରେ କାଜୁଆଲ୍ ଡେଟିଂ ପାଇଁ ଶାରୀରିକ…

କଟକ ବିଜେଡିରେ ସବୁକିଛି ଠିକଠାକ ଅଛି ତ? ଚର୍ଚ୍ଚାରେ ମେୟର ଓ ଦେବାଶିଷ ସାମନ୍ତରାୟ

କଟକ: କଟକ ବିଜେଡିରେ ସବୁକିଛି ଠିକଠାକ ଅଛି ତ? କାରଣ ବାରବାଟୀର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, କଟକ ମେୟର ତଥା ବିଜେଡି ନେତା ସୁବାଷ ସିଂହଙ୍କୁ ନେଇ ଏକ ବୟାନ ଦେଇଛନ୍ତି। ଯାହା ସିଧାସିଧା ନହେଲେ ମଧ୍ୟ ତାଙ୍କ ଉଦ୍ଦେଶ୍ୟରେ ରହିଛି। ତେଣୁ ଦଳୀୟ କନ୍ଦଳ କଥା ଚର୍ଚ୍ଚାର ବିଷୟ…

ଏମିତି ଏକ ଗାଁ: ଯେଉଁଠି ବିକ୍ରି ହୁଏ ନାହିଁ କ୍ଷୀର

ହରିୟାଣା: ମହଙ୍ଗା ଯୁଗରେ ଖାଦ୍ୟ ସାମଗ୍ରୀର ମୂଲ୍ୟ ଆକାଶଛୁଆଁ । ଡାଲି ଏବଂ ପନିପରିବା ସବୁକିଛିର ମୂଲ୍ୟ ବୃଦ୍ଧି ପାଉଛି । କ୍ଷୀର ଏବଂ କଦଳୀ ଦର ମଧ୍ୟ ବୃଦ୍ଧି ପାଇଛି । ଏବେ ବଜାରରେ ୧ ଲିଟର କ୍ଷୀରର ମୂଲ୍ୟ ପ୍ରାୟ ୬୦ ଟଙ୍କା ହେଲାଣି । ଗାଁଗୁଡ଼ିକରେ ମଧ୍ୟ କ୍ଷୀରର ମୂଲ୍ୟ ଲିଟର ପିଛା ୪୦ ରୁ…