ଚାକିରି ଛାଡି କେଶରେ ଧ୍ୟାନ ଦେଲେ ଯୁବତୀ, ରୋଜଗାର କଲେ କୋଟି କୋଟି ଟଙ୍କା
ନ୍ୟୁୟର୍କ : ସମସ୍ତଙ୍କର କିଛି ନା କିଛ ରୁଚି ଅଛି । ଆଉ କିଛି ଲୋକ ନିଜର ରୁଚିକୁ ନେଇ ଲୋକପ୍ରିୟ ହେବା ସହ ଭଲ ରୋଜଗାର ବି କରିଥାନ୍ତି । ନ୍ୟୁୟର୍କରେ ରହୁଥିବା ଜଣେ ଯୁବତୀ ନିଜ ରୁଚିକୁ ନେଇ ସେ ଭଲ ରୋଜଗାର କରିବା ସହ ବେଶ୍ ଲୋକପ୍ରିୟ ହୋଇପାରିଛନ୍ତି ।
ନ୍ୟୁୟର୍କରେ ରୁହନ୍ତି ଜସ୍ମିନ୍…