କଂଗ୍ରେସ ଜାରି କଲା ତାରକା ପ୍ରଚାରକ ତାଲିକା; ତରୁଣଙ୍କ ପାଇଁ ପ୍ରଚାର କରିବେ କହ୍ନୖେୟା କୁମାର
ଭୁବନେଶ୍ୱର: ଝାରସୁଗୁଡ଼ା ଉପ ନିର୍ବାଚନ ପାଇଁ ସରିଲା ପ୍ରାର୍ଥୀପତ୍ର ଦାଖଲ । ଏବେ ଯୁଦ୍ଧ ପାଇଁ ମୈଦାନ ପ୍ରସ୍ତୁତ । ପ୍ରଚାର ପାଇଁ ଅଣ୍ଟା ଭିଡିଲେଣି ତିନି ପ୍ରମୁଖ ରାଜନୖେତିକ ଦଳ । ପ୍ରଚାର ପାଇଁ କଂଗ୍ରେସ ଷ୍ଟାର କ୍ୟାମ୍ପେନର ତାଲିକା ଘୋଷଣା କରିଛି ।
ଉପନିର୍ବାଚନରେ କଂଗ୍ରେସ ତରୁଣ…