ସମ୍ବଲପୁରରେ ଏନଡିଏ, ସିଡିଏସ୍ ଏବଂ ହାଇକୋର୍ଟ ଏଏସଓ ପରୀକ୍ଷାର୍ଥୀଙ୍କ ପାଇଁ କର୍ଫ୍ୟୁ ନିୟମରେ କୋହଳ
ସମ୍ବଲପୁର: ଆଜି ସାରା ରାଜ୍ୟରେ ଏନଡିଏ, ସିଡିଏସ୍ ଏବଂ ହାଇକୋର୍ଟ ଏଏସଓ ପରୀକ୍ଷା ହେବ। ଏହାକୁ ଦୃଷ୍ଟିରେ ରଖି ସମ୍ବଲପୁର ସହରରେ ଚାଲିଥିବା ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସମ୍ବଲପୁର ଜିଲ୍ଲା ପ୍ରଶାସନ କର୍ଫ୍ୟୁ ନିୟମରେ ଟିକିଏ କୋହଳ କରିଛି।
ଜିଲ୍ଲାପାଳ ଅନନ୍ୟା ଦାସ ଏହି…