କର୍ଣ୍ଣାଟକରେ ମୁସଲମାନଙ୍କର ୪% ସଂରକ୍ଷଣ ଉଚ୍ଛେଦ ମାମଲା: ରାଜ୍ୟ ସରକାରଙ୍କ ନିଷ୍ପତ୍ତି ତ୍ରୁଟିପୂର୍ଣ୍ଣ କହିଲେ…
ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ପୂର୍ବରୁ କର୍ଣ୍ଣାଟକ ବିଜେପି ସରକାରଙ୍କୁ ସୁପ୍ରିମକୋର୍ଟ ଝଟ୍କା। ରାଜ୍ୟ ସରକାରଙ୍କର ମୁଲମାନଙ୍କ ୪ ପ୍ରତିଶତ ସଂରକ୍ଷଣର ଉଚ୍ଛେଦ ନିଷ୍ପତି ଭୁଲ ଧାରଣା ଉପରେ ଅବଧାରିତ ବୋଲି କୋର୍ଟ କହିଛନ୍ତି। ଆଜି(ଏପ୍ରିଲ ୧୩) ଏହି ମାମଲାରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି…