ଶାଢୀରେ ଚମକୁଛି ଓଡିଶାର ସଂସ୍କୃତି, ବୋଇତ ବନ୍ଦାଣ ଡିଜାଇନ କରି ଚର୍ଚ୍ଚାରେ ବାନ୍ଧଶିଳ୍ପୀ
ସୋନପୁର: ଯୁଗ ବଦଳିଛି ତା ସହ ବଦଳିଛି ଲୋକଙ୍କ ରୁଚି । ଲୋକଙ୍କ ରୁଚି ଅନୁସାରେ କାରିଗରମାନେ ମଧ୍ୟ ନିଜର ଯାଦୁକରୀରେ କରିଥାନ୍ତି କଳାର ନିଦର୍ଶନ l ବିଶେଷ ଭାବରେ ସୁବର୍ଣ୍ଣପୁର ଜିଲ୍ଲାରେ ରହିଥିବା ବାନ୍ଧ ଶିଳ୍ପୀମାନେ ସମୟ ସହ ତାଳ ଦେଇ କରିଥାନ୍ତି ନୂତନ ନୂତନ ଡିଜାଇନ l ତେବେ ଏଭଳି ଏକ…