Latest Odisha News

BREAKING NEWS

Yearly Archives

2023

ରିଲିଜ ହେଲା ଭିକି କୌଶଲଙ୍କ ‘ସାମ ବାହାଦୂର’, ଜାଣନ୍ତୁ କେତେ ରହିଛି ପ୍ରଥମ ଦିନର କଲେକ୍ସନ

ମୁମ୍ବାଇ: ଆଜି ରିଲିଜ ହୋଇଛି ଭିକି କୌଶଲଙ୍କ ଅଭିନୀତ ବହୁ ପ୍ରତିକ୍ଷିତ ଫିଲ୍ମ 'ସାମ ବାହାଦୂର'। ଏହି ଫିଲ୍ମ ହେଉଛି ଦେଶର ପ୍ରଥମ ଫିଲ୍ଡ ମାର୍ଶଲ ସାମ ମାନେକ୍ସାଙ୍କର ବାୟୋପିକ । ମେଘନା ଗୁଲଜାରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଯୁଦ୍ଧ ଡ୍ରାମା ଚଳଚ୍ଚିତ୍ରରେ ଭିକି କୌଶଲ ମୁଖ୍ୟ ଭୂମିକାରେ…

ଜଳଖିଆ ଦୋକାନୀ ସସ୍ମିତା ବେହେରା ହତ୍ୟା ମାମଲା, ମୁଖ୍ୟ ଅଭିଯୁକ୍ତ ନିଖିଲ ଜେନା ଗିରଫ

ଭୁବନେଶ୍ଵର: ଜଳଖିଆ ଦୋକାନୀ ସସ୍ମିତା ବେହେରା ହତ୍ୟା ମାମଲା । ଦୀର୍ଘ ୨୩ ଦିନ ପରେ ଧରାପଡିଲା ମୁଖ୍ୟ ଅଭିଯୁକ୍ତ ନିଖିଲ ଜେନା । ଅଭିଯୁକ୍ତକୁ ନେଇ ସିନ୍ ରିକ୍ରିଏଟ କରିଛି ଚନ୍ଦକା ଥାନା ପୋଲିସ । ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଛୁରୀ ଜବତ କରିଛି ପୋଲିସ । ସୂଚନା ଅନୁସାରେ, ଗତ କିଛି…

ରାଜସ୍ଥାନରେ ଉପରେ ଉପରେ ବିଜେପି-କଂଗ୍ରେସ ଖୁସ୍: ହେଲେ ଭିତିରିଆ ଚାଲିଛି ଅଙ୍କକଷା

ନୁଆଦିଲ୍ଲୀ:ଶେଷ ହୋଇଛି ନିର୍ବାଚନ । ରାଜସ୍ଥାନ, ଛତିଶଗଡ, ମଧ୍ୟପ୍ରଦେଶ, ତେଲେଙ୍ଗାନା ଏବଂ ମିଜୋରାମରେ କିଏ ଗଢିବ ସରକାର ? ଦିନକ ପରେ ଅର୍ଥାତ ତିନି ତାରିଖରେ ମିଳିବ ଏହାର ଉତ୍ତର । ହେଲେ ତା ପୂର୍ବରୁ ଏକ୍ଜିଟ ପୋଲ ଦୁଇ ପ୍ରମୁଖ ଦଳ ବିଜେପି-କଂଗ୍ରେସ ପାଇଁ ଆଣି ଦେଇଛି ଖୁସି ।…

ଫିରୋଜାବାଦ ହେବ ଚନ୍ଦ୍ରନଗର, ସିଏମଙ୍କ ମଞ୍ଜୁରୀକୁ ଅପେକ୍ଷା

ଲକ୍ଷ୍ନୌ: ନାମ ବଦଳିବା ତାଲିକାରେ ପୁଣି ସାମିଲ ହେଲା ଉତ୍ତରପ୍ରଦେଶର ଫିରୋଜାବାଦ । ପୂର୍ବରୁ ଏହି ରାଜ୍ୟର ପ୍ରୟାଗରାଜ, ଅଯୋଧ୍ୟା, ଅଲୀଗଡ ସହର ନାମ ବଦଳି ସାରିଥିବାବେଳେ ଏଣିକି ଏବେ ଫିରୋଜାବାଦର ନାମ ପରିବର୍ତ୍ତନ କରାଯିବ । ଏନେଇ ନଗର ମିଗମ କାର୍ଯ୍ୟନିର୍ବାହୀ ବୈଠକରେ ଫିରୋଜାବାଦ ସହରର…

ପାରାଦୀପ ଜାହାଜରୁ ୨୨ ପ୍ୟାକେଟ କୋକେନ ଜବତ: ଷ୍ଟିଲ ପ୍ଲେଟ ଆଣି ଆସୁଥିଲା MV DEBI ଜାହାଜ

ପାରାଦୀପ: ପାରାଦୀପ ବନ୍ଦର ପିଆଇସିଟି ବର୍ଥରେ ଚାଞ୍ଚଲ୍ୟ । ଷ୍ଟିଲ ପ୍ଲେଟ ନେଇ ପାରାଦୀପ ଆସିଥିବା MV DEBI PANAMA ଜାହାଜରୁ ଆଜି ସକାଳେ ୨୨ଟି ସନ୍ଦିଗ୍ଧ ପ୍ୟାକେଟ ମିଳିଥିଲା । ଜାହାଜଟି ଇଣ୍ଡୋନେସିଆରୁ ଆସିଥିଲା । ଜାହାଜ ଭିତରୁ ସନ୍ଦେହଜନକ ପ୍ୟାକେଟ ମିଳିବା ଘଟଣାର ଯାଞ୍ଚ ବେଳେ ସେହି…

ଜମ୍ମୁ-କଶ୍ମୀର ପୁଲଓ୍ବାମାରେ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ପୁଣି ଜଣେ ଆତଙ୍କବାଦୀ ନିହତ । ଗତକାଲି ବିଳମ୍ବିତ ରାତିରେ ପୁଲୱାମା ଜିଲ୍ଲାର ଆରିହାଲରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା ଯେଉଁଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ରହିଛି । ମିଳିଥିବା ସୂଚନା ଅନୁଯାୟୀ, ଗୁଇନ୍ଦା…

୧୭ ମହଲାରୁ ଉଦ୍ଧାର ହେଲା ଅଢେ଼ଇ ଫୁଟର ଢମଣା ସାପ, କିପରି ଏତେ ଉପରକୁ ଗଲା ସେନେଇ ସନ୍ଦେହ…

ଭୁବନେଶ୍ଵର: ୧୭ ମହଲାରୁ ଉଦ୍ଧାର ହେଲା ଅଢେ଼ଇ ଫୁଟର ଢମଣା ସାପ । ଭୁବନେଶ୍ୱର ସିଯୁଆ ସ୍ଥିତ ୧୮ ମହଲା ଉଚ୍ଚ ଭିପୁଲ୍ ଗ୍ରୀନ ଆପାର୍ଟମେଣ୍ଟର ୧୭ ମହଲାରେ ଥିବା ଏ-୧୭୦୧ ନମ୍ବର ଘର ଭିତରୁ ଏକ ଅଢେ଼ଇ ଫୁଟର ଢମଣା ସାପ ଉଦ୍ଧାର ହୋଇଛି । ଆଜି ସକାଳେ ଘର ଭିତରେ ଏକ ହଳଦିଆ ରଙ୍ଗର ସାପକୁ ଦେଖି…

୧୩ଟି ସ୍କୁଲରେ ବୋମା ରଖାଯାଇଥିବା ନେଇ ଇମେଲରେ ମିଳିଲା ଧମକ: ପୋଲିସ ତନାଘନା ଜାରି

ବେଙ୍ଗାଲୁର:ବେଙ୍ଗାଲରୁର ୧୩ଟି ସ୍କୁଲରେ ଖେଳି ଯାଇଛି ଆତଙ୍କ । ସ୍କୁଲରେ ବୋମା ଥିବା ନେଇ  ଇମେଲରେ ମିଳିଛି ଧମକ । ଏହାକୁ ନେଇ ସ୍କୁଲ କର୍ତ୍ତୃପକ୍ଷ, ଅଭିଭାବକ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି । ୟେଲହାଙ୍କା, ବାସଭେଶ୍ୱରନଗର ସମେତ ଅନ୍ୟ କେତେକ ଇଲାକାରେ ଥିବା ୧୩ଟି…

ଟି୨୦ ବିଶ୍ୱକପରେ ରୋହିତ ଅଧିନାୟକ ହେବା ନେଇ ଏବେ ବି ଲାଗି ରହିଛି ସସ୍ପେନ୍ସ

ଦିନିକିଆ ବିଶ୍ୱକପ କ୍ରିକେଟରେ ରୋହିତ ଶର୍ମା ନେତୃତ୍ୱରେ ଭାରତ ଜବରଦସ୍ତ ପ୍ରଦର୍ଶନ କରିଥିଲେ ମଧ୍ୟ ଫାଇନାଲ ହର୍ଡଲ୍ସ ପାର କରିପାରି ନ ଥିଲା । ପ୍ରଶଂସକମାନେ ଏତେ ମାତ୍ରାରେ ତାଙ୍କ ନେତୃତ୍ୱକୁ ଭରୋଷା କରି ନେଇଥିଲା ଯେ, ଭାରତ ବିଶ୍ୱକପ ଜିତିବା ବ୍ୟତୀତ ସେମାନେ ଅନ୍ୟ କିଛି ଚିନ୍ତା କରୁ ନ…

ଆଜି ହେଉଛି ବିଶ୍ଵ ଏଡସ ଦିବସ: ସଚେତନତା ହିଁ ପ୍ରକୃତ ନିଦାନ

ଭୁବନେଶ୍ଵର: ଆଜି ହେଉଛି ବିଶ୍ଵ ଏଡସ ଦିବସ | ଏଚଆଇଭି ଭୂତାଣୁ ରେ ସଂକ୍ରମିତ ଲୋକଙ୍କୁ ସହାୟତା ପ୍ରଦାନ କରିବା ସହ ଏଡସ ସଙ୍କ୍ରାନ୍ତୀୟ ରୋଗରେ ପୀଡିତ ଲୋକଙ୍କୁ ସମର୍ଥନ ଜଣାଇବାଲାଗି ଏହି ଦିବସ ପାଳନ କରାଯାଏ | ଏଚଆଇଭି ବିରୁଦ୍ଧରେ ସଂଗ୍ରାମ ଲାଗି ସମଗ୍ର ବିଶ୍ଵବାସୀ ଙ୍କୁ ଆଜିର ଦିନ ଏକ…