Latest Odisha News

BREAKING NEWS

Yearly Archives

2023

ଶୀତଦିନେ ଏହି ଫଳ ଚମକାଇବ ତ୍ବଚା

ନୂଆଦିଲ୍ଲୀ : ସୁନ୍ଦର ଓ କୋମଳ ତ୍ୱଚା ପାଇବାକୁ କିଏ ବା ନଚାହେଁ  । ଏଥିଲାଗି ବହୁ ଲୋକ ମାର୍କେଟରେ ମିଳୁଥିବା ବିଭିନ୍ନ ପ୍ରକାରର କ୍ରିମ, ଫେସ ପ୍ୟାକ ଆଦିର ବ୍ୟବହାର କରିଥାଆନ୍ତି। କିନ୍ତୁ ଏହା ଆମ ସ୍ବାସ୍ଥ୍ୟ ପାଇଁ ବହୁ କ୍ଷତିକାରକ  । ଆସନ୍ତୁ ଜାଣିବା ଏପରି କିଛି ଫଳ ରହିଛି , ଯାହା…

ଉଜ୍ଜ୍ୱଳ ଭବିଷ୍ୟତ ଦିଗରେ ଏକ ପ୍ରୟାସ : ଭାରତର ଜି-୨୦ ଅଧ୍ୟକ୍ଷତା ଏବଂ ଏକ ନୂତନ ବହୁପକ୍ଷବାଦର ପ୍ରାରମ୍ଭ

ନରେନ୍ଦ୍ର ମୋଦୀ ଭାରତ ଜି-୨୦ ଅଧ୍ୟକ୍ଷତା ଗ୍ରହଣ କରିବାକୁ ଆଜି ୩୬୫ ଦିନ ପୂରିଛି। ବସୁଧୈବ କୁଟୁମ୍ବକମ୍ ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତର ଭାବନାକୁ ପ୍ରତିଫଳିତ କରିବା, ସଂକଳ୍ପବଦ୍ଧ ହେବା ଏବଂ ଏହାକୁ ପୁନର୍ଜୀବିତ କରିବା ପାଇଁ ବର୍ତ୍ତମାନ ଉପଯୁକ୍ତ ମୁହୂର୍ତ୍ତ ଉପନୀତ ହୋଇଛି ।…

ବେଆଇନ ଗଞ୍ଜେଇ ଚାଷ ନଷ୍ଟ , ୨ ଗିରଫ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପୁଲିସ ଓ ରାଜସ୍ୱ ବିଭାଗ ପକ୍ଷରୁ ଚଢାଉ କରାଯାଇଛି  । ଫଳରେ  ଚାଙ୍ଗୁଡ଼ିଆ ପଞ୍ଚାୟତର ବଡଯୋରା ନାଳ ଅବବାହିକାରେ ବ୍ୟାପକ ଗଞ୍ଜେଇ ଗଛ ନଷ୍ଟ କରିବା ସହିତ ୨ ଜଣ ଗିରଫ ହୋଇଛନ୍ତି  ।  ସୂଚନା ମୂତାବକ ଗତକାଲି ଛେଣ୍ଡିପଦା ଥାନା ଅଧିକାରୀ ବେଆଇନ…

ଭାଷା ଭାଗବତ : ପ୍ରେମ ବିଷାମୃତ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ଅନଳଂକୃତ ବାସ୍ତବତା ସୂଚାଏ ବିଶ୍ବର ବ୍ୟବସ୍ଥା ଏ ନୁହେ ମନଗଢ଼ା କଥା ଅଟେ ନିଷ୍ଠୁରତମ ବ୍ୟଥା ଭାଷାରେ ବିଷ ଓ ଅମୃତ ଉଭୟ ହେଲେ ବ୍ୟବହୃତ ବ୍ୟକ୍ତି ହୁଏନି ନିଶ୍ଚେ ମୃତ ଅଥବା ସର୍ବଦା ଜୀବିତ ପ୍ରେମର ଅସଂଖ୍ୟ ଧରଣ କରିବା…

କବିତା : ଭୋକ

ସ୍ମୃତି ରଞ୍ଜନ ତ୍ରିପାଠୀ ଭୋକ ଗୋଟେ ଉଜ୍ଵଳ ଆଲୋକ ସ୍ପଷ୍ଟ ଦିବାଲୋକରେ କ୍ଷଣିକ ଆୟୁଷ ଭୋକ ଗୋଟେ ଉଜ୍ଵଳ ଆଲୋକ ସ୍ପଷ୍ଟ ଦିବାଲୋକରେ କ୍ଷଣିକ ଆୟୁଷ ଲୋଡୁଥିବା ଅସହାୟ ପୃଥିବୀ ଭୋକ ଗୋଟେ ଅନ୍ଧାରୀ ଅଭାବୀ ଅଡ଼ୁଆ ସୂତାର କ୍ଷଣେ କ୍ଷଣେ ଧିକାର କରୁଥିବା ଉତ୍କଟ ଅଥଚ ବାଧ୍ୟ…

ତେଲେଙ୍ଗାନାରେ ମତଦାନ : ୨୨୯୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୩ କୋଟିରୁ ଉର୍ଦ୍ଧ୍ବ ଭୋଟର

ନୂଆଦିଲ୍ଲୀ : ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ । ସମସ୍ତ ୧୧୯ଟି ଆସନରେ ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଛି ।  ୨୨୯୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୩କୋଟି ୨୬ ଲକ୍ଷ ଭୋଟର  । ତେବେ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ବିଆରଏସର ମୁଖ୍ୟ ତଥା ତେଲେଙ୍ଗାନା…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ରତ୍ନ ସିଂହାସନର ସପ୍ତାଭରଣ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଦାରୁ ବ୍ରହ୍ମ ଶ୍ରୀଜଗନ୍ନାଥ ସ୍କନ୍ଦ ପୁରାଣ ଅନୁସାରେ ମହାରାଜ ଇନ୍ଦ୍ରଦ୍ୟୁମ୍ନଙ୍କ ଦ୍ୱାରା ଚତୁର୍ଦ୍ଧା ମୂର୍ତ୍ତି ରୂପେ ପ୍ରତିଷ୍ଠିତ ହେବା କଥା ଆମେ ଜାଣିଲେ । କିନ୍ତୁ ବର୍ତ୍ତମାନ ରତ୍ନ…

ସାମ୍ନାକୁ ଆସିଲା ‘ୱାର ୨’ର ରିଲିଜ୍ ଡେଟ୍‌, ପ୍ରଥମ ଥର ନଜର ଆସିବେ ହ୍ରିତିକ- ଦୀପିକା

ମୁମ୍ୱାଇ : ହ୍ରିତିକ ରୋଶନ ଏବଂ ଟାଇଗର ଶ୍ରଫଙ୍କ 'ୱାର' ବକ୍ସ ଅଫିସ୍‌ରେ ହିଟ୍ ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ପ୍ରଶଂସକମାନେ ବର୍ତ୍ତମାନ ଉତ୍ସାହର ସହିତ ‘ୱାର-୨ 'କୁ ଅପେକ୍ଷା କରିଛନ୍ତି । ନିକଟରେ ନିର୍ମାତାମାନେ 'ୱାର ୨'ର ରିଲିଜ୍ ତାରିଖ ଘୋଷଣା କରିଛନ୍ତି । ଏହି ଫିଲ୍ମ ୨୦୨୫ରେ…

ମାତ୍ର ଦେଢ ଘଣ୍ଟାରେ ଅପହୃତ ୬ ବର୍ଷର ଶିଶୁକୁ ଠାବ କଲା ସନ୍ଧାନୀ କୁକୁର

ମୁମ୍ବାଇ: ମାତ୍ର ଦେଢ ଘଣ୍ଟା ମଧ୍ୟରେ ଅପହୃତ ହୋଇଥିବା ୬ ବର୍ଷର ଶିଶୁକୁ ଠାବ କଲା ମୁମ୍ବାଇ ପୁଲିସର ବମ୍ ଡିସ୍ପୋଜାଲ୍ ଆଣ୍ଡ୍ ଡିଟେକ୍ସନ୍ ସ୍କାର୍ଡର ଏକ ସନ୍ଧାନୀ କୁକୁର । ଏହାକୁ ନେଇ ଏହି ସନ୍ଧାନୀ କୁକୁର ଏବେ ଚର୍ଚ୍ଚାରେ । ପିଲାଟି ଘର ବାହାରେ ଖେଳୁଥିଲା । ଏହି ସମୟରେ ଜଣେ ଅଜ୍ଞାତ…

ଜାନୁୟାରୀ ୧୯ରେ ରିଲିଜ୍ ହେବ ମେଁ ଅଟଳ ହୁଁ

ମୁମ୍ବାଇ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ମେଁ ଅଟଳ ହୁଁ’ ଆସନ୍ତା ଜାନୁୟାରୀ ୧୯ ତାରିଖରେ ରିଲିଜ ହେବ । ଏହି ଫିଲ୍ମରେ ବଲିଉଡ଼ ଅଭିନତା ପଙ୍କଜ ତ୍ରିପାଠୀ ବାଜପେୟୀଙ୍କ ଭୂମିକାରେ ଅଭିନୟ କରିଛନ୍ତି । ଜାତୀୟ ଚଳଚ୍ଚିତ୍ର ପୁରସ୍କାରପ୍ରାପ୍ତ…