ଜାତୀୟ ମଞ୍ଚରେ ଚମକିଛନ୍ତି ଓଡ଼ିଆ ବୋହୂ, ଗୃହିଣୀରୁ ହେଲେ ବଡି ବିଲଡର
ପୁରୀ: ଭାଗ୍ୟ କେତେବେଳେ କାହାକୁ ନେଇ କେଉଁଠି ପହଞ୍ଚାଏ ତାହା କେହି ବି ଜାଣି ନଥାନ୍ତି । ଏମିତି ଏକ ନିଆରା କାହାଣୀ ହେଉଛି ଶ୍ରୀକ୍ଷେତ୍ର ଝିଅ ଓ ସେଇ ଶ୍ରୀକ୍ଷେତ୍ରର ବୋହୁ ମଧୁସ୍ମିତା ରଥଙ୍କର । ଦିନେ ମା’ ହେବା ପରେ ମୋଟା ହେଇଯିବା ତାଙ୍କ ପାଇଁ ଅସହଜ ହୋଇଥିଲା । ପରେ ବଡି ବିଲ୍ଡ଼ର…