Latest Odisha News

BREAKING NEWS

Yearly Archives

2023

ଭାଷା ଭାଗବତ : ବାପା ଓ ପୁଅ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ କାହାର ବାପା ଅଗ୍ରପୂଜ୍ୟ କାହାର ବାପା ଅନିବାର୍ଯ୍ୟ କାହାର ବାପା ହୁଏ ତ୍ୟାଜ୍ୟ ଏମିତି ଚଳେ ଦେଶ, ରାଜ୍ୟ ବାପା ଓ ପୁଅ କେତେ ଭଳି ସଂସାରେ ରହୁଛଂତି ଚଳି ନିଜର କୁଟୁଂବ ସଂଭାଳି କିଏ କି ପାରିଲାଣି କଳି ? ଅଳପ ଜାଣି, କହି ବେଶି…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ। ୟ ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ଶ୍ରୀକ୍ଷେତ୍ର ରେ ପବିତ୍ର ଶାରଦୀୟ ଦୁର୍ଗା ପୂଜା (ଷୋଳ ପୂଜା )ପାଇଁ ଆଚାର୍ଯ୍ୟ, ପୂଜକ ବ୍ରlହ୍ମଣ ବରଣ ହୋଇ ମା ବିମଳାଙ୍କ ଷୋଳପୂଜା ସହ ଅନ୍ୟାନ୍ୟ ସାହି ଓ…

ଆଦାନୀ-ହିଣ୍ଡେନବର୍ଗ ମାମଲା: ଚିନ୍ତାବ୍ୟକ୍ତ କରିବା ସହିତ ସେବିର ମତାମତା ଲୋଡ଼ିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଦାନୀ-ହିଣ୍ଡେନବର୍ଗ ମାମଲାରେ ଚିନ୍ତାବ୍ୟକ୍ତ କରିଛନ୍ତି ସୁୁପ୍ରିମକୋର୍ଟ। ନିବେଶକଙ୍କ କ୍ଷତିକୁ ନେଇ ଦେଶର ସର୍ବୋଚ୍ଚ କୋର୍ଟ ଚିନ୍ତା ପ୍ରକଟ କରିଛନ୍ତି। ଶୁକ୍ରବାର ଏହି ମାମଲାରେ ଦାୟର ହୋଇଥିବା ପିଆଇଲର ଶୁଣାଣି କରିବା ବେଳେ ସେୟାର ବଜାର ନିୟାମକ ବ୍ୟବସ୍ଥାରେ କିଛି…

ଅପରେସନ ହେବା ପରେ ପନ୍ତଙ୍କ ଆବେଗଭରା ଫଟୋ ଟ୍ବିଟ୍

ମୁମ୍ବାଇ: ଟିମ୍ ଇଣ୍ଡିଆର ଷ୍ଟାର ୱିକେଟ୍ କିପର ଋଷଭ ପନ୍ତ ଏକ ଆବେଗଭରା ଫଟୋ ସୋଶିଆଲ ମିଡିଆରେ ସେୟାର କରିଛନ୍ତି। ସେୟାର ହୋଇଥିବା ଏହି ଦୁଇଟି ଫଟୋରେ ପନ୍ତ ଆଶାବାଡ଼ି ସାହାଯ୍ୟରେ ବୁଲୁଥିବାର ନଜର ଆସିଛନ୍ତି। ପନ୍ତଙ୍କ ପାଦରେ ପ୍ଲାଷ୍ଟର ହୋଇଥିବା ଦେଖିବାକୁ ମିଳିଛି। ସେ ତାଙ୍କର…

କରୋନା ବେଳେ ବ୍ୟବହାର ହେଉଥିବା ଆରୋଗ୍ୟ ସେତୁ ଆପର ଡାଟା କୁଆଡ଼େ ଗଲା?

ନୂଆଦିଲ୍ଲୀ: ମହାମାରୀ ସମୟରେ କୋଭିଡର ସମ୍ଭାବ୍ୟ ମାମଲା ଚିହ୍ନଟ କରିବା ପାଇଁ ୨୦୨୦ରେ ଆରୋଗ୍ୟ ସେତୁ ମୋବାଇଲ ଆପ୍ଲିକେସନର ଶୁଭାରମ୍ଭ କରାଯାଇଥିଲା। ଏହି ଆପ୍ ମାଧ୍ୟମରେ ସଂଗୃହୀତ ସମସ୍ତ କଣ୍ଟାକ୍ଟ ଟ୍ରେସିଂ ତଥ୍ୟକୁ ହଟାଇ ଦିଆଯାଇଛି ବୋଲି ସରକାର ବୁଧବାର ସଂସଦରେ ସୂଚନା ଦେଇଛନ୍ତି। ଏହି…

ଓଜନ ଥିଲା ୯୦୭, ଏତେ କମିଲା ଯେ ଦେଖିଲେ ଆଶ୍ଚର୍ଯ୍ୟ ହେବେ

ସ୍ଲିମ୍ ରହିବାକୁ କିଏ ବା ପସନ୍ଦ ନ କରେ । ଖାସ୍‌କରି ବର୍ତ୍ତମାନ ସମୟରେ ସ୍ଲିମ୍ ବା ପତଳା ରହିବା ଫେଶନ ପାଲଟିଗଲାଣି । ସେଥିପାଇଁ ବୟସ ଓ ବର୍ଗ ନିର୍ବିଶେଷରେ ସମସ୍ତେ ସ୍ଲିମ ରହିବାକୁ ପସନ୍ଦ କରିଥାନ୍ତି । ଯଦି କାହାର ମେଦବହୁଳତା ଦେଖାଦିଏ ସେ ଚିନ୍ତିତ ହୋଇପଡ଼ିବା ସ୍ୱାଭାବିକ । ଅନେକ…

ସମ୍ବଲପୁରରେ ଆନ୍ଦୋଳନ ବେଳେ ଭଙ୍ଗାରୁଜା: ଆଇନଜୀବୀଙ୍କୁ ସର୍ତ୍ତମୂଳକ ଜାମିନ୍

କଟକ: ସମ୍ବଲପୁର ଜିଲ୍ଲା କୋର୍ଟରେ ଭଙ୍ଗାରୁଜା ଘଟଣାରେ ଗିରଫ ହୋଇଥିବା ୨୯ ଜଣ ଆଇନଜୀବୀଙ୍କୁ ଶୁକ୍ରବାର ଓଡ଼ିଶା ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ହାଇକୋର୍ଟ ଗୁରୁବାର ମାମଲାର ଶୁଣାଣି କରିଥିଲେ ମଧ୍ୟ ରାୟ ସଂରକ୍ଷିତ ରଖିଥିଲେ। ରାଲି ନକରିବା, ଗଣମାଧ୍ୟମ ଆଗରେ ବୟାନ ଦେବା…

ମଝି ଆକାଶରେ ମନର କଥା କହିବାକୁ ସର୍ତ୍ତ ରଖିଲେ ମନ୍ତ୍ରୀଙ୍କ ହତ୍ୟା ମାମଲାର ଅଭିଯୁକ୍ତ!

ଭୁବନେଶ୍ୱର: ମନ୍ତ୍ରୀ ନବ ଦାସଙ୍କୁ କେଉଁ କାରଣ ପାଇଁ ଜଣେ ପୋଲିସ ଅଧିକାରୀ (ଏବେ ବହିଷ୍କୃତ) ନିଷ୍ପତ୍ତି ନେଲେ ତାହା ଏଯାବତ ଅସ୍ପଷ୍ଟ ରହିଛି। ଘଟଣାକୁ ଇତି ମଧ୍ୟରେ ୧୩ ଦିନ ବିତିଛି। ହତ୍ୟାର ଉଦ୍ଦେଶ୍ୟ କଣ ହୋଇଥାଇପାରେ ଏ ନେଇ କ୍ରାଇମବ୍ରାଞ୍ଚ ଟିମ୍ ତଦନ୍ତ କରୁଛି। ସେହିପରି ହତ୍ୟାର…

ଜେଜେମାଆ,ଜେଜେବାପାଙ୍କ ସ୍ମୃତିରେ ଟାଟୁ କଲେ ଯୁବକ

ଜେଜେବାପା ଓ ଜେଜେମାଆଙ୍କ ସହିତ ନାତିନାତୁଣୀଙ୍କ ସମ୍ପର୍କ ସବୁବେଳେ ଭିନ୍ନ ଓ ଅନ୍ୟ ସବୁ ସମ୍ପର୍କଠାରୁ ମିଠାମିଠା । ଯେ କୌଣସି ପରିବାରରେ ହେଉନା କାହିଁକି ବାପାମାଆଙ୍କୁ ଛାଡ଼ିଦେଲେ ପ୍ରତ୍ୟେକ ପିଲା ନିଜ ନିଜର ଜେଜେବାପା ଜେଜେମାଆଙ୍କୁ ଅନ୍ୟମାନଙ୍କଠାରୁ ସବୁଠୁ ଅଧିକ ଭଲ ପାଆନ୍ତି । ଅନେକ…

ସମରେ ଷ୍ଟେମସେଲ୍ ପ୍ରତ୍ୟାରୋପଣ ଦ୍ୱାରା ଜଟିଳ ରକ୍ତ କର୍କଟ ରୋଗର ସଫଳ ଚିକିତ୍ସା

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡାକ୍ତରମାନେ ମଲ୍ଟିପଲ୍ ମାଇଲୋମା ଭଳି ଏକ ଜଟିଳ ରକ୍ତ କର୍କଟ ରୋଗରେ ପୀଡ଼ିତ ଥିବା ଜଣେ ୫୨ ବର୍ଷୀୟା ମହିଳାଙ୍କୁ ଷ୍ଟେମ୍‌ସେଲ୍ ପ୍ରତ୍ୟାରୋପଣ ମାଧ୍ୟମରେ ସୁସ୍ଥ କରିବାରେ ସଫଳ ହୋଇଛନ୍ତି । ଦୀର୍ଘ ଅଠର…