ଏମିତି ଗାଁ ଯେଉଁଠି ନାହିଁ ଗୋଟିଏ ବି ମନ୍ଦିର, ଅସ୍ତି ସହ କରାଯାଏ କିଛି ଏପରି କାମ
ହିନ୍ଦୁଧର୍ମ ଅନୁସାରେ ଶରୀରକୁ ମୃତ୍ୟୁ ପରେ ଦାହ କରାଯାଏ ଏବଂ ଶବକୁ ଜାଳିବା ପରେ ଏହାର ପାଉଁଶ କୌଣସି ପବିତ୍ର ନଦୀରେ ବିସର୍ଜନ କରାଯାଏ । ଏହି ରୀତିନୀତି ଓ ପରମ୍ପରା ଶତାବ୍ଦୀ ଶତାବ୍ଦୀ ଧରି ଚାଲିଆସୁଛି । କିନ୍ତୁ ଏମିତି ଏକ ଗାଁ ରହିଛି ଯେଉଁଠାରେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ଶରୀର…