ଏହି ଦିନ ରିଲିଜ ହେବ ‘କାନ୍ତାରା ଚାପ୍ଟର-୧’ ର ଫାଷ୍ଟ ଲୁକ? ସୋସିଆଲ ମିଡିଆରେ ତାରିଖ ପୋଷ୍ଟ କଲେ…
ମୁମ୍ବାଇ: ଗତ ବର୍ଷ ରିଲିଜ ହୋଇଥିବା ସାଉଥ ସିନେମାର ଅନେକ ଗୁଡିଏ ଫିଲ୍ମ ମଧ୍ୟରେ ଥିଲା ସୁପରଷ୍ଟାର ରିଷଭ ଶେଟ୍ଟୀଙ୍କ ବ୍ଲକ୍ବ୍ଲଷ୍ଟର ଫିଲ୍ମ 'କାନ୍ତାରା' । ରିଷଭଙ୍କ ଫିଲ୍ମ 'କାନ୍ତାରା' ବକ୍ସ ଅଫିସରେ ଧମାକାଦାର ଆୟ କରି ଅନେକ ରେକର୍ଡ ସୃଷ୍ଟି କରିଥିଲା । ତେବେ ଏହି ଫିଲ୍ମର ପାର୍ଟ-୧ର…