ଭାରତପେ ଠକେଇ ମାମଲା, ଦିଲ୍ଲୀ ବିମାନ ବନ୍ଦରରେ ଅଶ୍ନୀର ଏବଂ ତାଙ୍କ ପତ୍ନୀଙ୍କୁ ଅଟକାଇଲା ଇଓଡବ୍ଲ୍ୟୁ
ନୂଆଦିଲ୍ଲୀ: ଭାରତପେର ସହପ୍ରତିଷ୍ଠାତା ଅଶ୍ନୀର ଗ୍ରୋଭରଙ୍କ ସମସ୍ୟା କମିବାର ନାଁ ଧରୁନି। ଏବେ ତାଙ୍କ ବିରୋଧରେ ଦିଲ୍ଲୀ ପୋଲିସର ଇକୋନୋମିକ୍ ଅଫେନ୍ସ ଓି୍ୱଙ୍ଗ ବା ଇଓଡବ୍ଲ୍ୟୁ ଅନୁସନ୍ଧାନ କରୁଛି। ଭାରତପେ ସହ-ପ୍ରତିଷ୍ଠାତା ତଥା ଲୋକପ୍ରିୟ 'ସାର୍କ ଟ୍ୟାଙ୍କ ଇଣ୍ଡିଆ' ଟିଭି ଶୋ'ର ପୂର୍ବତନ…