ଭାରତ ଫେରିବ ଆଉ ୨ଟି ବିରଳ ମୂର୍ତ୍ତି, ୧୯୭୦ ଦଶକରେ ହୋଇଥିଲା ଚୋରୀ
ନୂଆଦିଲ୍ଲୀ: ୧୯୭୦-୧୯୮୦ ଦଶକରେ ଉତ୍ତରପ୍ରଦେଶର ଲୋଖାରୀସ୍ଥିତ ଏକ ପୁରାତନ ମନ୍ଦିରରୁ ଚୋରୀ ହୋଇଥିବା ଦୁଇଟି ଯୋଗିନୀ ଚାମୁଣ୍ଡା ଓ ଯୋଗିନୀ ଗୋମୁଖୀ ମୂର୍ତ୍ତି ଭାରତ ଫେରିବ । ଏନେଇ ସମସ୍ତ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ । ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଲଣ୍ଡନରେ ଆୟୋଜିତ ଏକ…