Latest Odisha News

BREAKING NEWS

Yearly Archives

2023

ମଧ୍ୟପ୍ରଦେଶର ୨୩୦ ଏବଂ ଛତିଶଗଡର ୭୦ ଆସନ ପାଇଁ ମତଦାନ ଆରମ୍ଭ

ନୂଆଦିଲ୍ଲୀ:ମଧ୍ୟପ୍ରଦେଶର ୨୩୦ ଏବଂ ଛତିଶଗଡର ୭୦ ଆସନ ପାଇଁ ଆଜି ଚାଲିଛି ମତଦାନ । ଛତିଶଗଡର ପ୍ରଥମ ଚରଣ ମତଦାନ ନଭେମ୍ବର ୭ ତାରିଖ ହୋଇ ଯାଇଛି । ମଧ୍ୟପ୍ରଦେଶର ୨ ହଜାର ୫୩୩ ଏବଂ ଛତିଶଗଡର ୯୫୮  ପ୍ରାର୍ଥୀଙ୍କ ଭାଗ୍ୟ ଆଜି ଇଭିଏମରେ ସିଲ ହେବ । ୬୪ ହଜାର ୬୨୪ ପୋଲିଂ ବୁଥରେ ସୁରକ୍ଷା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଭକ୍ତିମାନ କିଏ ?

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । କରୁଣାମୟ ଶ୍ରୀ ଜଗନ୍ନାଥ, ନିଜ ମୁଖରେ ସ୍ୱୀକାର କରିଛନ୍ତି ଯେ “ଭକ୍ତିମାନ ଯ ସ ମେ ପ୍ରିୟ । ” ତେବେ ଏ ଜଗତରେ ଭକ୍ତିମାନ କିଏ ? ଆମେ ଜାଣିଛେ ସାଧାରଣରେ ଯିଏ ଭକ୍ତ ସେହିଁ ଭକ୍ତିମାନ,ସିଏ…

ବାବା ବେଶରେ ଗଞ୍ଜେଇ ବେପାରୀ, ରାଜଧାନୀରୁ ଗିରଫ

ଭୁବନେଶ୍ୱର: ବାବା ବେଶରେ ଗଞ୍ଜେଇ ବେପାରୀ। ଧର୍ମ ପ୍ରଚାର ଆଳରେ କରୁଥିଲେ ଗଞ୍ଜେଇ ବେପାର। ଭଡ଼ା ଘରେ କରିଥିଲେ ଗୋଦାମ। ପେଶାଦାର ଅପରାଧୀ ସହ ମିଶି କରୁଥିଲେ ବେପାର। ଫୁଲବାଣୀରୁ ଆଣି ସ୍କୁଟି ସାହାଯ୍ୟରେ କରୁଥିଲେ ବେପାର। ଗିରଫ କଲା ଚନ୍ଦ୍ରଶେଖରପୁର ଥାନା ପୁଲିସ୍। ଦୀର୍ଘବର୍ଷ ଧରି ବାବା…

କେନ୍ଦ୍ରର ପିଏମ-ଶ୍ରୀ ଯୋଜନା କାର୍ଯ୍ୟକାରୀ କରିବାରେ ଜାଣିଶୁଣି ବିଳମ୍ବ କରୁଛି କି ବିଜେଡି ସରକାର?

ଭୁବନେଶ୍ୱର: ରାଜ୍ୟରେ ପ୍ରଧାନମନ୍ତ୍ରୀ ସ୍କୁଲ୍ସ ଫର ରାଇଜିଂ ଇଣ୍ଡିଆ (ପିଏମଶ୍ରୀ) ଯୋଜନାକୁ କାର୍ଯ୍ୟକାରୀ କରିବାରେ ଶାସକ ବିଜୁ ଜନତା ଦଳର ବିଫଳତାକୁ ନେଇ ବିରୋଧୀ ଭାରତୀୟ ଜନତା ପାର୍ଟି (ବିଜେପି) ତୀବ୍ର ସମାଲୋଚନା କରିଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ…

ଚିକିତ୍ସାଧୀନ ଅବସ୍ଥାରେ ଏକ ମାଈ ହାତୀର ମୃତ୍ୟୁ

ଢେଙ୍କାନାଳ: ମହାବିରୋଡ଼ ରେଞ୍ଜ ଅନ୍ତର୍ଗତ ଖଇରାମୁଣ୍ଡା ଗାଁ ସଂରକ୍ଷିତ ଜଙ୍ଗଲରେ ଗୁରୁବାର ଚିକିତ୍ସାଧୀନ ଅବସ୍ଥାରେ ୨୫ରୁ ୩୦ ବର୍ଷ ବୟସର ଏକ ମାଈ ହାତୀର ମୃତ୍ୟୁ ଘଟିଛି। କେଉଁ ପରିସ୍ଥିତିରେ ଏହି ହାତୀଟିର ମୃତ୍ୟୁ ହେଲା ସେନେଇ ବନ ବିଭାଗ ତଦନ୍ତ ଆରମ୍ଭ କରିଛି। ହାତୀଟି ଅସୁସ୍ଥ ଥିବା…

ଉତ୍ତରାଖଣ୍ଡରେ ସୁଡଙ୍ଗ ଭିତରୁ ଆସିଲା ଫସିଥିବା ଓଡ଼ିଆଙ୍କ ବାର୍ତ୍ତା

ଡେରାଡୁନ: ଉତ୍ତରାଖଣ୍ଡର ଏକ ସୁଡ଼ଙ୍ଗରେ ଗୁରୁବାର ଆଶାର କିରଣ ଆସିଛି। ଫସି ରହିଥିବା 40 ଶ୍ରମିକଙ୍କ ମଧ୍ୟରୁ ଜଣେ ଓଡ଼ିଆ  ତାଙ୍କ ପରିବାରକୁ ନିଜ ସ୍ୱରର ବାର୍ତ୍ତା ଦେବାରେ ସଫଳ ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲାରୁ ଆସିଥିବା ଧୀରେନ ନାୟକ ସୁଡଙ୍ଗ ଭିତରେ ଫସି ରହିଥିଲେ ମଧ୍ୟ ସେ ଓ ତାଙ୍କ…

ଦ୍ବିତୀୟ ସେମିଫାଇନାଲରେ ଜିତିଲା ଅଷ୍ଟ୍ରେଲିଆ, ୨୦ ବର୍ଷ ପରେ ଫାଇନାଲରେ ସାମ୍ନା କରିବ ଭାରତକୁ

କୋଲକାତା: ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ ଗୁରୁବାର କୋଲକାତାର ଇଡେନ୍ ଗାର୍ଡେନ୍ସରେ ଖେଳାଯାଇଥିଲା । ଏହି ମ୍ୟାଚରେ କଙ୍ଗାରୁ ଦଳ ଦକ୍ଷିଣ ଆଫ୍ରିକାକୁ ୩ ୱିକେଟରେ ପରାସ୍ତ କରି ଜିତିଛି। ଯଦିଓ ଅଷ୍ଟ୍ରେଲିଆ ଏହି ମ୍ୟାଚକୁ…

ନିର୍ବାଚନ ଲଢ଼ିବେ ମାଧୁରୀ ଦୀକ୍ଷିତ !

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ରାଜନୀତିରେ ପ୍ରବେଶ କରିବା ନେଇ ଆଲୋଚନା ଜୋର ଧରିଛି । ଅଭିନୟ ଭାବେ ନିଜ ଦକ୍ଷତା ପ୍ରତିପାଦିତ କରିପାରିବା ପରେ ସେ ଏବେ ରାଜନୀତିରେ ପାଦ ଥାପିବାକୁ ଯାଉଛନ୍ତି ବୋଲି ଅନୁମାନ କରାଯାଉଛି । ଯେତେଦୂର ସମ୍ଭବ ସେ ଆସନ୍ତା ବର୍ଷ ଲୋକସଭା…

ଆପ୍ ଡାଉନଲୋଡ୍ କରିବାକୁ ହେଲେ ନେବାକୁ ପଡ଼ିବ ଅଭିଭାବକଙ୍କ ଅନୁମତି!

ନୂଆଦିଲ୍ଲୀ: ଆପଣଙ୍କ ପିଲା ସ୍ମାର୍ଟଫୋନରେ କେଉଁ ଆପ ବ୍ୟବହାର କରୁଛି ଅଭିଭାବକ ପ୍ରାୟତଃ ଅଜ୍ଞ ଥାନ୍ତି। ହେଲେ ଆପ ଦ୍ବାରା ପିଲାମାନେ ଅନେକ ପ୍ରଭାବିତ ହେଉଛନ୍ତି। ଏହାକୁ ନଜରରେ ରଖି ଫେସବୁକର ମୂଳ କମ୍ପାନୀ ମେଟା ଏକ ଆଇନ ପ୍ରଣୟନ କରିଛି। ଯେଉଁଥିରେ ୧୬ ବର୍ଷରୁ କମ୍ କିଶୋରମାନଙ୍କ ଦ୍ୱାରା…

ଦେଶର ଶିକ୍ଷକଙ୍କ ମାନ ବଢ଼ାଇବାକୁ ହେଲେ ପ୍ରଶିକ୍ଷଣ ଦେବା ଆବଶ୍ୟକ: ନାରାୟଣ ମୂର୍ତ୍ତି

ବେଙ୍ଗାଲୁରୁ: ଦେଶର ସ୍କୁଲ ଶିକ୍ଷକମାନଙ୍କୁ ତାଲିମ ଦେବା ଆବଶ୍ୟକ। ଏହାଦ୍ୱାରା ସେମାନଙ୍କର ଗୁଣାତ୍ମକ ମାନ ବଢ଼ିବ। ଏଥିପାଇଁ ଭାରତ ବାର୍ଷିକ ଏକ ବିଲିୟନ ଡଲାର (ପ୍ରାୟ ୮୩ ବିଲିୟନ ଟଙ୍କା) ଖର୍ଚ୍ଚ କରିବା ଉଚିତ। ଆଉ ଏହି ଟ୍ରେନିଂ ଦେବା ପାଇଁ ୧୦ ହଜାର ଅତି ଦକ୍ଷ ଅବସରପ୍ରାପ୍ତ ଶିକ୍ଷକଙ୍କୁ…