ଦିପାବଳୀ ପାଳନ କରିବାକୁ ପସନ୍ଦ କରନ୍ତି ନାହିଁ ପ୍ରିୟଙ୍କା
ମୁମ୍ବାଇ:ଆଗକୁ ଆସୁଛି ଆଲୋକର ପର୍ବ ଦିପାବଳୀ । ଏହି ଦିପାବଳୀଙ୍କୁ ପ୍ରତ୍ୟେକ ଲୋକ ଧୁମ୍ଧାମ୍ରେ ପାଳନ କରିଥାନ୍ତି । ସେହିପରି ସେଲିବ୍ରିଟିମାନେ ମଧ୍ୟ ଏହି ପର୍ବକୁ ଧୁମ୍ଧାମରେ ପାଳନ କରନ୍ତି । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଜଣେ ଆଗଧାଡ଼ିର ଅଭିନେତ୍ରୀ ଦିପାବଳୀ ପାଳନ କରିବାକୁ…