ରାସ୍ତା ସଫେଇର ନୂଆ ତରିକା, ଭିଡିଓ ଭାଇରାଲ
ଆଜିକାଲି ସୋସିଆଲ ମିଡ଼ିଆରେ ଏପରି ଦେଶୀ ଯୋଗାଡ଼ ଦେଖିବାକୁ ସବୁ ମିଳୁଛି, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ଏବେ ସେମିତି ଏକ ଦେଶୀ ଯୋଗାଡ଼ର ଭିଡିଓ ଭାଇରାଲ ହେଉଛି, ଯାହା ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଯେଉଁଥିରେ ଜଣେ ବ୍ୟକ୍ତି ରାସ୍ତା ସଫେଇ କରିବା ପାଇଁ ଅନନ୍ୟ କୌଶଳ…